ସହରର କନ୍ଧପାଲିପଡାଠାରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
ବଲାଙ୍ଗିର, (କେପିଏନ୍ଏସ୍) : ସହରର କନ୍ଧପାଲିପଡା ଠାରେ ଜଣେ ଯୁବକଙ୍କୁ କିଛି ଯୁବକ ମରଣାନ୍ତକ ଆକ୍ରମଣ କରିଥିବା ନେଇ ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ ହୋଇଛି । ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହେଲେ ବଲାଙ୍ଗିର ଶାନ୍ତିପଡାର ପ୍ରକାଶ ଚନ୍ଦ୍ର ବେହେରା । ସୂଚନା ଅନୁସାରେ, ପ୍ରକାଶ!-->…
Read More...
Read More...