Yearly Archives

2022

ପଦ୍ମପୁରକୁ ଜିଲ୍ଲା ଘୋଷଣା ପାଇଁ ତେଜୁଛି ଆନ୍ଦୋଳନ : ୪୮ ଘଣ୍ଟା ପାଇଁ ପଦ୍ମପୁର ବନ୍ଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବୀରେ ପୁଣି ତେଜୁଛି ଆନ୍ଦୋଳନ । ବିଭିନ୍ନ ସାଂଗଠନିକ ସମର୍ଥନରେ ପଦ୍ମପୁର ନାଗରିକ କମିଟିର ଆହ୍ୱାନ କ୍ରମେ ୪୮ ଘଣ୍ଟା ପାଇଁ ଦିଆଯାଇଛି ପଦ୍ମପୁର ବନ୍ଦ ଡାକରା । ବନ୍ଦକୁ ସମର୍ଥନ ଜଣାଇ ଆଜି ସକାଳୁ ସମସ୍ତ ଦୋକାନ,
Read More...

ଫସ୍‌ଫେଟ୍‌ ଓ ପଟାସ୍‌ ସାର ପାଇଁ ପୋଷକ ତତ୍ତ୍ୱ ଆଧାରିତ ସବ୍‌ସିଡି ଦରକୁ କ୍ୟାବିନେଟ୍‌ ମଞ୍ଜୁରି

• ୨୦୨୨-୨୩ ରବି ଋତୁ ଲାଗି ଅକ୍ଟୋବର ପହିଲା ୨୦୨୨ରୁ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ହେବ ଲାଗୁ• ୫୧,୮୭୫ କୋଟି ଟଙ୍କାର ସବସିଡିକୁ ଅନୁମୋଦନ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଫସ୍‌ଫେଟ୍‌ ଓ ପଟାସ୍‌
Read More...

ବେଲପଡାରେ ଜିଲ୍ଲା ସ୍ତରୀୟ ୧୮ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ବେଲାପଡା ବ୍ଲକ ବେଲପଡା ସୁବାସ ଯୁବକ ସଂଘ (ତଲିପଡା) ପକ୍ଷରୁ ସ୍ଥାନୀୟ ଖେଳ ପଡ଼ିଆରେ ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟ ବୁଧବାର ଉଦ୍‌ଯାପିତ ହୋଇଯାଇଛି । ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଦର୍ଲିମୁଣ୍ଡା ଦଳ ଚମ୍ପିୟାନ ଓ ମଣ୍ଡଳ ଦଳ ରନର୍ସ ଅପ୍‌
Read More...

ପ୍ରସ୍ତାବିତ ପଦ୍ମପୁର ଜିଲ୍ଲା

ଦେବାଶିଷ ପଟ୍ଟନାୟକ ୧୯୬୯ ମସିହାରେ ସବଡିଭିଜନ ରୂପେ ମାନ୍ୟତା ପାଇଥିବା ପଦ୍ମପୁର ହେଉଛି ଓଡିଶା ରାଜ୍ୟର ସବୁଠୁ ବଡ ସବଡିଭିଜନ । ଏହାର ସର୍ବାଧିକ ଜନସଂଖ୍ୟା ତଫସିଲଭୁକ୍ତ ଜାତି, ଜନଜାତି ଓ ପଛୁଆବର୍ଗ ଦ୍ଵାରା ଅଧ୍ୟୁଷିତ । ଛତିଶଗଡ଼ ରାଜ୍ୟକୁ ଲାଗି ଥିବା ଏହାର ସୀମା, ଜିଲ୍ଲା ସଦରମହକୁମା
Read More...

ପରିତ୍ୟକ୍ତ ଅବସ୍ଥାରେ ପଡିଛି ଷଣ୍ଢର ମୃତଦେହ : କାହାର ନିଘା ନାହିିଁ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜକୁ ତିନିଦିନ ତଳେ ତା ୩୧/୧୦/୨୦୨୨ ରିଖ ବୁଧବାର ସକାଳ ୯.୦୦ ଘଣ୍ଟା ସମୟରେ ଖୋର୍ଦ୍ଧା ରୋଡ ଡିଭିଜନ୍ ଅନ୍ତର୍ଗତ କଣାସ ରୋଡଠାରେ କଟକ-ପୁରୀ ପାସେଞ୍ଜ ଟ୍ରେନ୍ ଏକ ଷଣ୍ଢକୁ ଧକ୍କା ଦେବା ଫଳରେ ଷଣ୍ଢଟିର ମୃତ୍ୟୁ ଘଟିଥିଲା । ହେଲେ ଆଜକୁ ତିନିଦିନ ହେଲା
Read More...

ଆସନ୍ତାକାଲି ଧାମନଗର ଉପନିର୍ବାଚନ, ପ୍ରସ୍ତୁତି ଶେଷ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତାକାଲି ଧାମନଗର ଉପନିର୍ବାଚନ ହେବାକୁ ଥିବା ବେଳେ ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଯାଇଛି । ଆସନ୍ତାକାଲି ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ମତଦାନ ହେବ । ମୋଟ ୨୫୨ ବୁଥରେ ମତଦାନ ହେବାକୁ ଥିବା ବେଳେ ୧୧୦ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଛି ।
Read More...

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କୁ ସାକ୍ଷାତ କଲେ ବଲାଙ୍ଗିର ନାଗରିକ କମିଟି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସନ୍ଧ୍ୟାରେ ସ୍ଥାନୀୟ ସାର୍କିଟ ହାଉସ ଠାରେ ବିଭିନ୍ନ ସମସ୍ୟାକୁ ନେଇ ବଲାଙ୍ଗିର ନାଗରିକ କମିଟିର ଏକ ପ୍ରତିନିଧି ଦଳ ପଶ୍ଚିମ ଓଡିଶା ବିକାଶ ପରିଷଦ ଚେୟାରମ୍ୟାନ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀଙ୍କ ସହ ସାକ୍ଷାତ କରି
Read More...

ମ.ରାମପୁର ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଫୁଟବଲ୍ କ୍ଲବ୍ ଆନୁକୂଲ୍ୟରେ ଆଜି ମ.ରାମପୁର ନକ୍ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆଠାରେ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ
Read More...

ସଡ଼କ ଦୁର୍ଘଟଣାରେ ଜଲିଲ ଦାଉଦ୍‌ଙ୍କ ମୃତ୍ୟୁ : ଗ୍ରାମରେ ଶୋକାକୁଳ ପରିବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକର ବରତୁଣ୍ଡା ଗ୍ରାମର ଜଲିଲ୍ ଦାଉଦ୍‌ଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି ରାତିରେ ମଟର ସାଇକେଲରେ ଜଲିଲ ମଣ୍ଡୋସିଲ୍‌ରୁ ନିଜ ଝିଅର ଜନ୍ମଦିନ ପାଳନ ପାଇଁ ସାମଗ୍ରୀ କିଣି ଫେରୁଥିବା ବେଳେ ଜାମସେଠ
Read More...

ବଲାଙ୍ଗିର ଦିନ୍‌ ଦିବସରେ ନଟରାଜ କଳା ପରିଷଦର ୱିଙ୍ଗ-୬ର ପୋଷ୍ଟର ଉନ୍ମୋଚନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନଟରାଜ କଳା ପରିଷଦର ସଭାପତି ହରିନାରାୟଣ ପୂଜାରୀଙ୍କ ନିର୍ଦ୍ଦେଶ କ୍ରମେ ନଭେମ୍ବର ୧ ତାରିଖ ବଲାଙ୍ଗିର ଦିନ୍‌ ଦିବସରେ କୋସଲ କଳା ମଣ୍ଡଳର ପୂରୁଣା ମଂଚ ଠାରେ ୱିଙ୍ଗ-୬ର ପୋଷ୍ଟର ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନଟରାଜ କଳା ପରିଷଦ ଆଗାମୀ ୧୮,
Read More...