ଆସନ୍ତାକାଲି ଧାମନଗର ଉପନିର୍ବାଚନ, ପ୍ରସ୍ତୁତି ଶେଷ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତାକାଲି ଧାମନଗର ଉପନିର୍ବାଚନ ହେବାକୁ ଥିବା ବେଳେ ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଯାଇଛି । ଆସନ୍ତାକାଲି ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ମତଦାନ ହେବ । ମୋଟ ୨୫୨ ବୁଥରେ ମତଦାନ ହେବାକୁ ଥିବା ବେଳେ ୧୧୦ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଛି । ଅନ୍ୟପକ୍ଷରେ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ନେଇ ୫ଟି ପୋଲିସ କେସ୍ ହୋଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା‌ ଦେଇ

Leave A Reply

Your email address will not be published.

five × two =