Yearly Archives

2022

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୩୩ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ଜଣ
Read More...

ନଭେମ୍ବର ୩ ତାରିଖରେ ଭିଜିଲାନ୍ସ ସଚେତନତା ସପ୍ତାହ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ସିଭିସିଙ୍କ ନୂତନ ଅଭିଯୋଗ ପରିଚାଳନା ବ୍ୟବସ୍ଥା ପୋର୍ଟାଲ୍ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀନାଗରିକମାନଙ୍କୁ ସେମାନଙ୍କର ଅଭିଯୋଗର ସ୍ଥିତି ଉପରେ ନିୟମିତ ଭାବେ ସର୍ବଶେଷ ସୂଚନା ଜଣାଇବ ଏହି ପୋର୍ଟାଲ ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୩ ତାରିଖ
Read More...

ବିପ୍ଲବୀ ଶହୀଦ ଜୟୀ ରାଜଗୁରୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦର ମିଳିତ ଆନୁକୂଲ୍ୟରେ ମହାନ୍ ବିପ୍ଲବୀ ଶହୀଦ ଜୟୀ ରାଜଗୁରୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ କରାଯାଇଛି । ଜୟଦେବ ଭବନରେ ଆୟୋଜିତ ସାଧାରଣ ସଭାରେ ଶହୀଦ ରାଜଗୁରୁ ପରମ ଦେଶଭକ୍ତ, ବିଚକ୍ଷଣ
Read More...

ଟିକମ ଚନ୍ଦ ଜେନେରାଲ ଷ୍ଟୋରରୁ ଛାତ ଫାଡ଼ି ଚୋରି ଅଭିଯୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସକାଳୁ ସ୍ଥାନୀୟ ରମାଇ ଟକିଜ ସଂଲଗ୍ନ ଟିକମ ଚନ୍ଦ ଜେନେରାଲ ଷ୍ଟୋରରୁ ଛାତ ଫାଡ଼ି ଚୋରି ହୋଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳକୁ ପହଂଚି ତଦନ୍ତ ଜାରି ରଖିଛି । ଆଦର୍ଶ ଟାଉନ ଥାନାରୁ ପାଖାପାଖି ୩୦୦ ମିଟର ଦୂର ସିନେମା ହଲ ରାସ୍ତାରେ ଟିକମ ଚନ୍ଦ ଓ
Read More...

ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ (ଓଏମସି) ଦ୍ୱାରା କିଣାଯିବାକୁ ଥିବା ଇଥାନଲ କ୍ରୟ ବ୍ୟବସ୍ଥାକୁ କ୍ୟାବିନେଟ…

• ଇଥାନଲ ମିଶ୍ରିତ ପେଟ୍ରୋଲ (ଇବିପି) କାର୍ଯ୍ୟକ୍ରମ ଅଧୀନରେ କିଣାଯିବ ଇଥାନଲ• ୨୦୨୨-୨୩ ଇଥାନଲ ଯୋଗାଣ ବର୍ଷ (ଇଏସୱାଇ) ପାଇଁ ରାଷ୍ଟ୍ରାୟତ୍ତ ଓଏମସିଗୁଡ଼ିକୁ ଦିଆଯିବାକୁ ଥିବା ଇଥାନଲ ଦରରେ ସଂଶୋଧନ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ବାଣିଜ୍ୟିକ ଖନନ ପାଇଁ କୋଇଲା ଖଣି ନିଲାମୀର ଷଷ୍ଠ ପର୍ଯ୍ୟାୟ ଆରମ୍ଭ

ଦିଲ୍ଲୀ, (ପିଆଇବି) : କୋଇଲା ମନ୍ତ୍ରଣାଳୟ ନଭେମ୍ବର ୩, ୨୦୨୨ରୁ କୋଇଲା ବିକ୍ରି ପାଇଁ କୋଇଲା ଖଣି ନିଲାମୀର ଷଷ୍ଠ ପର୍ଯ୍ୟାୟ ଆରମ୍ଭ କରିବେ । ଲିଗନାଇଟ ସହ କୋଇଲା ଖଣିଗୁଡିକରେ ସିଏମଏସପି ଓ ଏମଏମଡିଆର ସମ୍ପୂର୍ଣ୍ଣ ଭାବେ ସନ୍ଧାନ କରାଯାଇଛି ତଥା ଆଂଶିକ ଭାବେ ସନ୍ଧାନ କରାଯାଇଥିବା କୋକିଂ,
Read More...

ବଡ଼ବନ୍ଧ ସରକରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହୀରକ ଜୟନ୍ତୀର ୨ୟ ଦିବସ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡ଼ବନ୍ଧ ପଞ୍ଚାୟତର ବଡ଼ବନ୍ଧ ସରକରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ମଙ୍ଗଳବାର ଦିନ ଉଦ୍‌ଘାଟିତ ହୋଇଥିବା ହୀରକ ଜୟନ୍ତୀ ବୁଧବାର ୨ୟ ଦିନ କାର୍ଯ୍ୟକ୍ରମରେ ଗାଁର ଗୌନ୍ତିଆ ତଥା ଦେଓଗାଁ ହାଇସ୍କୁଲର ଅବସରପ୍ରାପ୍ତ
Read More...

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ବଲାଙ୍ଗିର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ଅଧ୍ୟକ୍ଷ, ପଶ୍ଚିମ ଓଡିଶା ବିକାଶ ପରିଷଦ ଅସିତ ତ୍ରିପାଠୀ ଆଜି ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ସଇଁତଳା ଠାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ନିର୍ମିତ ୨୦୦୦ ଲିଟର କ୍ଷମତା ସମ୍ପନ୍ନ ଦୁଗ୍ଧ ଶୀତଳିକରଣ
Read More...

ତୁଷୁରାରେ ବିପୁଳ ପରିମାଣରେ ଗଂଜେଇ ଜବତ କଲା ପୋଲିସ ବୋଲି ଏସ୍‌ପିଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁଷୁରା ଠାରେ ଚଢାଉ କରାଯାଇ ବିପୁଳ ପରିମାଣରେ ଗଂଜେଇ ଜବତ କରାଯିବା ସହ ଗୋଟିଏ ପଲ୍‌ସ୍‌ର ବାଇକ ଓ ଘଟଣାରେ ସଂପୃକ୍ତ ଥିବା ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ନେଇ ଏସ୍‌ପି ନିତିନ କୁଶଲକର ଏନେଇ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ
Read More...

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପକୁ ପରିଦର୍ଶନ କଲେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ

ବଲାଙ୍ଗିର, (କେପିଏନ୍‌ଏସ୍‌): ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ହେଉଛି ବଲାଙ୍ଗିରବାସୀଙ୍କ ଦୀର୍ଘ ଦିନର ଦାବୀ । ତେବେ ଏହି ଦୀବୀ ଏବେ ପୂଣର ହେବାକୁ ଯାଉଥିବା ବେଳେ ଆଜି ଜିଲ୍ଲା ଗସ୍ତରେ ଆସି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପକୁ
Read More...