ତୁଷୁରାରେ ବିପୁଳ ପରିମାଣରେ ଗଂଜେଇ ଜବତ କଲା ପୋଲିସ ବୋଲି ଏସ୍‌ପିଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁଷୁରା ଠାରେ ଚଢାଉ କରାଯାଇ ବିପୁଳ ପରିମାଣରେ ଗଂଜେଇ ଜବତ କରାଯିବା ସହ ଗୋଟିଏ ପଲ୍‌ସ୍‌ର ବାଇକ ଓ ଘଟଣାରେ ସଂପୃକ୍ତ ଥିବା ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ନେଇ ଏସ୍‌ପି ନିତିନ କୁଶଲକର ଏନେଇ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ଜଣକ ବିହାରର ଭାନୁ ଚୌଧୁରୀ ହୋଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.

9 − two =