Yearly Archives

2022

ସିଓପି ୨୭ରେ ମ୍ୟାନ୍‌ଗ୍ରୁଭ୍ ଆଲାଏନ୍ସ ଫର କ୍ଲାଇମେଟ୍ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ କେନ୍ଦ୍ର ପରିବେଶ…

କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦର ଯାଦବ ଇଜିପ୍ଟ ଠାରେ ସିଓପି ୨୭ରେ ଜଳବାୟୁ ପାଇଁ ହେନ୍ତାଳ ବଣର ସହବନ୍ଧନ (ମ୍ୟାନ୍‌ଗ୍ରୁଭ୍ ଆଲାଏନ୍ସ ଫର କ୍ଲାଇମେଟ୍ - ଏମ୍ଏସି) କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ନିଜର ବକ୍ତବ୍ୟ ପ୍ରଦାନ କରିଛନ୍ତି ପ୍ରମୁଖ
Read More...

ଜମ୍ମୁ ଓ କଶ୍ମୀରରେ ଡାକ୍ତରୀ ଶିକ୍ଷାର ନୂଆ ଯୁଗକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଜମ୍ମୁ ଓ କଶ୍ମୀରର ୨୦ ଜିଲ୍ଲା ସରକାରୀ ଡାକ୍ତରଖାନାରେ ୨୬୫ ଡିଏନବି ସ୍ନାତକୋତ୍ତର ଡାକ୍ତରୀ ସିଟ ପାଇଁ ସରକାରଙ୍କ ମଞ୍ଜୁରୀ ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ ଓ କଶ୍ମୀରରେ ଡାକ୍ତରୀ ଶିକ୍ଷାର ନୂଆ ଯୁଗକୁ ପ୍ରଶଂସା କରିଛନ୍ତି । ଜମ୍ମୁ ଓ କଶ୍ମୀରରେ
Read More...

ନୂଆପରା ଗ୍ରାମରୁ ପେଚାକୁ ଉଦ୍ଧାର କଲା ବନ ବିଭାଗ ବୋଲି ଡିଏଫ୍‌ଓଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍‌ଲ୍ଲା ନୂଆପରା ଗ୍ରାମରୁ କଣ୍ଟାବାଞ୍ଜି ରେଞ୍ଜ କର୍ମଚାରୀମାନେ ଗୋଟିଏ ପେଚାକୁ ଉଦ୍ଧାର କରିଥିବା ନେଇ ଡିଏଫ୍‌ଓ ନିତିଶ କୁମାର ଆଜି ସୂଚନା ଦେଇଛନ୍ତି । ତେବେ ପେଚାଟି ଅସୁସ୍ଥ ଥିବାରୁ କଣ୍ଟାବାଞ୍ଜୀ ପ୍ରାଣୀ ଚିକିତ୍ସା ଅଧିକାରୀ ଚିକିତ୍ସା
Read More...

ଦୈତାରୀମୁଣ୍ଡା ଗ୍ରାମରୁ ୨ଟି ଅଜଗର ସାପ ଉଦ୍ଧାର କଲା ବନ ବିଭାଗ ବୋଲି ଡିଏଫ୍‌ଓଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦୈତାରୀମୁଣ୍ଡା ଗ୍ରାମରୁ ୨ଟି ଅଜଗର ସାପକୁ ପାଟଣାଗଡ ରେଂଜର କର୍ମଚାରୀମାନେ ଉଦ୍ଧାର କରିଥିବା ବେଳେ ଏହାକୁ ନେଇ ଆଜି ଡିଏଫ୍‌ଓ ନିତିଶ କୁମାର ସୂଚନା ଦେଇଛନ୍ତି । ତେବେ ଏହି ଦୁଇଟି ସାପଟିକୁ ସୁରକ୍ଷିତ ଭାବେ ବନ ବିଭାଗ କର୍ମଚାରମୀାନ
Read More...

ତେଲପାଲି କ୍ଷମାନିଧିଙ୍କୁ ପଳାତକ ଘୋଷଣା କଲେ କୋର୍ଟ : ପୋଲିସ ତରଫରୁ ଡିବ୍‌ଡିବି ବାଜା ଧରି ସ୍ଥାବର ଓ ଅସ୍ଥାବର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେଏମ୍‌ଏଫ୍‌ଏସି ଲୋଇସିଂହା କୋର୍ଟଙ୍କ ଦ୍ୱାରା ତୁଷୁରାଥାନା ଅନ୍ତର୍ଗତ ତେଲପାଲି ଗ୍ରାମର କ୍ଷମାନିଧ ପଧାନଙ୍କୁ ପଳାତକ ଘୋଷଣା କରାଯାଇଛି । ତେବେ ୧୦ ଦିନ ମଧ୍ୟରେ ମଧ୍ୟରେ କ୍ଷମାନିଧ ଯଦି ଥାନା କିମ୍ବା କୋର୍ଟରେ ହାଜିର ନହେଲେ ତାଙ୍କର ସ୍ଥାବର ଓ ଅସ୍ଥାବର
Read More...

ବାରମ୍ବାର ମିଛ ମାମଲାରେ କେଶ କରୁଥିବା ବ୍ୟକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ ନେଇ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ…

ବଲାଙ୍ଗିର (କେପିଏନ୍‌ଏସ୍‌) : ବାରମ୍ବାର ମିଛ ମାମଲାରେ କେଶ କରୁଥିବା ବ୍ୟକ୍ତି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବୀ ନେଇ ଆଜି ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ରେଙ୍ଗାଲି ଗାଁର ଗ୍ରାମବାସୀମାନେ । ଗ୍ରାମବାସୀ ଭକ୍ତବନ୍ଧୁ ସାହୁଙ୍କ ସୂଚନାନୁଯାୟୀ ଗତ ୧ ତାରିଖ ଦିନ ଜଣେ ୧୭ ବର୍ଷର
Read More...

ତୈଳିକ ବୈଶ୍ୟ ସମାଜର ବୋଇତ ବନ୍ଦାଣ

ଛତ୍ରପୁର, (କେପିଏନ୍‌ଏସ୍‌) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରଠାରେ ଓଡ଼ିଶାର ନୌବାଣିଜ୍ୟ ପରମ୍ପରା ଏବଂ ସାଧବ ପୁଅଙ୍କ ବୋଇତ ଯାତ୍ରାକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣମା ଅବସରରେ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
Read More...

ଏକ୍ସନ୍‌ ମୋଡ୍‌ରେ ବଲାଙ୍ଗିର ପୋଲିସ

ଡକାୟତି ଉଦ୍ୟମରେ ୬ ଜଣ ଗିରଫବନ୍ଧୁକ, ଖଣ୍ଡା, ଭୁଜାଲି, ମୋବାଇଲ ଓ ଗାଡ଼ି ଜବତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦିନର ନୀରବତା ପରେ ବଲାଙ୍ଗିର ପୋଲିସ ଏବେ ଏକ୍ସନ୍‌ ମୋଡ୍‌କୁ ଆସିଛି । ସାରା ଜିଲ୍ଲାରେ ପଳାତକ ଅପରାଧିଙ୍କୁ ନିକଟସ୍ଥ ଥାନାରେ ଆତ୍ମସମର୍ପଣ ପାଇଁ ପୋଲିସ ପକ୍ଷରୁ ନୋଟିସ୍‌
Read More...

ଆନ୍ତଃ ଜିଲ୍ଲା ଚୋରଙ୍କୁ କାବୁ କଲା ପୋଲିସ

ମାଷ୍ଟର ମାଇଣ୍ଡ ସୁଗମ ସମେତ ୨ ସହଯୋଗୀ ଗିରଫସୁନା ଓ ରୂପା ଅଳଙ୍କାର, ମୋବାଇଲ, ଗାଡି ସହିତ ଲକ୍ଷାଧିକ ଟଙ୍କା ଜବତ ଟିଟିଲାଗଡ, (ଦେବାଶିଷ ମିଶ୍ର) : ଟିଟିଲାଗଡ ପୋଲିସ ଆନ୍ତଃ ଜିଲ୍ଲା ଚୋରଙ୍କୁ କାବୁ କରିବା ସହ ସେମାନଙ୍କ ପାଖରୁ ସୁନା ଓ ରୂପା ଅଳଙ୍କାର, ୩ଟି ମୋବାଇଲ, ଗୋଟିଏ ଗାଡି ଓ
Read More...

ଉତ୍କଳ ସାଂସ୍କୃତିକ ପରିଷଦର ୩୨ତମ ବୋଇତ ବନ୍ଦାଣ ଉତ୍ସବ

ରାଉରକେଲା ଜନସାଧାରଣ ନର୍କକୁ ମଧ୍ୟ ସ୍ୱର୍ଗ କରି ଦେଇପାରନ୍ତି ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଜନସାଧାରଣ ନର୍କକୁ ମଧ୍ୟ ସ୍ୱର୍ଗରେ ପରିଣତ କରିଦେଇପାରନ୍ତି ବୋଲି ମୁଖ୍ୟବକ୍ତା ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ଗୌତମ ବୁଦ୍ଧ ଦାସ କହିଛନ୍ତି । ସେକ୍ଟର ୨ ଉତ୍କଳ ସାଂସ୍କୃତିକ
Read More...