ନୂଆପରା ଗ୍ରାମରୁ ପେଚାକୁ ଉଦ୍ଧାର କଲା ବନ ବିଭାଗ ବୋଲି ଡିଏଫ୍‌ଓଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍‌ଲ୍ଲା ନୂଆପରା ଗ୍ରାମରୁ କଣ୍ଟାବାଞ୍ଜି ରେଞ୍ଜ କର୍ମଚାରୀମାନେ ଗୋଟିଏ ପେଚାକୁ ଉଦ୍ଧାର କରିଥିବା ନେଇ ଡିଏଫ୍‌ଓ ନିତିଶ କୁମାର ଆଜି ସୂଚନା ଦେଇଛନ୍ତି । ତେବେ ପେଚାଟି ଅସୁସ୍ଥ ଥିବାରୁ କଣ୍ଟାବାଞ୍ଜୀ ପ୍ରାଣୀ ଚିକିତ୍ସା ଅଧିକାରୀ ଚିକିତ୍ସା କରିଥିଲେ । ପରେ ବନ ବିଭାଗ ଦ୍ୱାରା ନିକଟସ୍ଥ ଜଙ୍ଗଲରେ ପେଚାଟିକୁ ଛାଡି ଦିଆଯାଇଥିବା ନେଇ ଡିଏଫ୍‌ଓ ନିତିଶ କୁମାର କହିଛନ୍ତି ।

Leave A Reply

Your email address will not be published.

19 − seven =