ତେଲପାଲି କ୍ଷମାନିଧିଙ୍କୁ ପଳାତକ ଘୋଷଣା କଲେ କୋର୍ଟ : ପୋଲିସ ତରଫରୁ ଡିବ୍‌ଡିବି ବାଜା ଧରି ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ବ୍ୟାଜ୍ୟାପ୍ତ କରାଯିବ ବୋଲି କରାଗଲା ଘୋଷଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେଏମ୍‌ଏଫ୍‌ଏସି ଲୋଇସିଂହା କୋର୍ଟଙ୍କ ଦ୍ୱାରା ତୁଷୁରାଥାନା ଅନ୍ତର୍ଗତ ତେଲପାଲି ଗ୍ରାମର କ୍ଷମାନିଧ ପଧାନଙ୍କୁ ପଳାତକ ଘୋଷଣା କରାଯାଇଛି । ତେବେ ୧୦ ଦିନ ମଧ୍ୟରେ ମଧ୍ୟରେ କ୍ଷମାନିଧ ଯଦି ଥାନା କିମ୍ବା କୋର୍ଟରେ ହାଜିର ନହେଲେ ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ବ୍ୟାଜ୍ୟାପ୍ତ କରାଯିବ ବୋଲି କ୍ଷମାନିଧଙ୍କ ଘର ସମ୍ମୁଖରେ ପୋଲିସ ତରଫରୁ ଡିବ୍‌ଡିବି ବାଜା ଧରି ଘୋଷଣା କରଯାଇଛି ।

Leave A Reply

Your email address will not be published.

17 − 16 =