Yearly Archives

2022

ଜଳ ବିଶୋଧକ ଯନ୍ତ୍ର ବଣ୍ଟନ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ବ୍ଲକ ଜାମପଡା ଗ୍ରାମରେ ଜଳ ବିଶୋଧକ ଯନ୍ତ୍ର ବଣ୍ଟନ କରାଯାଇଛି । ଏହି ଅବସରରେ ସରପଞ୍ଚ ଉଦ୍ଧବ ବେହେରା, ଆଶା ସଂସ୍ଥାର ପରେଶ ପ୍ରସାଦ ମହାପାତ୍ର, ମହାଶ୍ୱେତା ଆଲିସାତିଗା, ପରମେଶ୍ୱର ରଣା, ବେଲାରସେନ ସାହୁ, ସରୋଜ ସାହୁ, ନିଳାମ୍ବର ଟାଣି,…
Read More...

ସାଧୁ ସାବଧାନ, ବଢୁଛି ତାଳୁଫଟା ତାତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଗତ କିଛିଦିନ ହେଲା ବଢୁଛି ତାଳୁଫଟା ତାତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଦିନ ୮ଟାରୁ ଆରମ୍ଭ ହୋଇଯାଉଛି ତାଳୁଫଟା ଖରାର ଦୌରାତ୍ମ୍ୟ । ଦିନ ଦ୍ୱିପହର ବେଳା ନିଆଁ ବର୍ଷୁଥିବା ଭଳି ଅନୁଭବ ହେଉଛି । ସାଧୁ…
Read More...

ସୁସ୍ଥ ଓ ନିରାମୟ ଜୀବନ ନିର୍ବାହର ନିଆରା କୌଶଳ

ସବୁ ମଣିଷ ସୁସ୍ଥ ଓ ନିରାମୟ ଜୀବନ ନିର୍ବାହର କାମନା ରଖନ୍ତି । କିନ୍ତୁ ସମସ୍ତଙ୍କ ଜୀବନରେ ଏହା ଯୁଟେ ନାହିଁ । ଜାଗତିକ ଦ୍ୱନ୍ଦ ତଥା ବିଶୃଙ୍ଖଳିତ ଜୀବନ ଶୈଳୀ ଯୋଗୁଁ ମଣିଷର ସୁସ୍ଥତା ଓ ନିରାମୟତାରେ କ୍ଷତି ପହଂଚିଥାଏ । ଏହା ବି ସତ ଯେ, ସୁସ୍ଥ ଓ ନିରାମୟ ଜୀବନ ନିର୍ବାହ କରିବାର କୌଶଳ…
Read More...

ସଡକ ଦୁର୍ଘଟଣା, ୧ ଗୁରୁତର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପଳାଶୁଣି ଛକରେ ସଡକ ଦୁର୍ଘଟଣା ଘଟି ଜଣେ କାର୍‌ ଚାଳକ ଗୁରୁତର ଆହତ ହେବା ସହ କାର୍‌ଟି ଭାଙ୍ଗି ଚୁରମାର ହୋଇଯାଇଥିବା ଖବର ମିଳିଛି । ଚାଳକଙ୍କୁ ଉଦ୍ଧାର କରିବା ଓ ଟ୍ରାଫିକ୍‌ ବ୍ୟବସ୍ଥାକୁ ଠିକ୍‌ କରିବାକୁ ପୁଲିସକୁ ଦେଢ଼ ଘଣ୍ଟା ସମୟ ଲାଗିଥିଲା । ସୂଚନା…
Read More...

ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଅଳକାଙ୍କୁ ଶୁଭେଚ୍ଛା ବାର୍ତ୍ତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀନୀ ଅଳକା ମହାନ୍ତି ତାଙ୍କ ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କଠାରୁ ୬୬ ହଜାର ଭୋଟରେ ବିଜୟୀ ହୋଇଛନ୍ତି । ସେହିପରି ଭାଜପା ପ୍ରାର୍ଥୀ ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନରେ ରହିଛନ୍ତି…
Read More...

ହିଟ ଏଣ୍ଡ ରନ୍‌ ଘଟଣା : ଚିତ୍ତ ମହାନ୍ତିର ଜାମିନ ଖାରଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ହିଟ ଏଣ୍ଡ ରନ୍‌ ଘଟଣାର ମୁଖ୍ୟ ଅଭିଯୁକ୍ତ ଚିତ୍ତ ମହାନ୍ତିର ଜାମିନ ଆବେଦନ ଏସ୍‌ଡିଜେଏମ୍‌ କୋର୍ଟରେ ଖାରଜ ହୋଇଛି । ଚିତ୍ତ ମହାନ୍ତି ପକ୍ଷରୁ ଆଇନ୍‌ଜୀବୀ ଅମ୍ବରୀଶ ତ୍ରିପାଠୀ ଜାମିନ ଆବେଦନ କରିଥିଲେ । ସରକାରୀ ଓକିଲ ହରେଶ ସୁନାନୀ ଏହାକୁ ବିରୋଧ…
Read More...

କାଠ ଚାଲାଣ ବେଳେ ଓଲଟିଲା ଟ୍ରାକ୍ଟର

ଆର.ଉଦୟଗିରି : କାଠ ଚାଲାଣ ବେଳେ ଓଲଟିଲା ଟ୍ରାକ୍ଟର । ଗଜପତି ଜିଲା ଅଡ଼ବା ଥାନା ପାହାଡିମା ଘାଟିରେ କାଠ ଚାଲାଣ ବେଳେ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଥିବା ଖବର ମିଳିଛି । ଘଟଣାରେ କେହି ମୃତାହତ ହୋଇ ନ ଥିବା ବେଳେ ଘଟଣାରେ ସମ୍ପୃକ୍ତ ୨ଜଣଙ୍କୁ ବନ ବିଭାଗ ଧରିବାରେ ସଫଳ…
Read More...

ହାର୍ଡକୋର ମାଓବାଦୀ ଗିରଫ

ମାଲକାନଗିରି : ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଧାମତରୀ ପୋଲିସ ସର୍ଚ୍ଚ ଅପରେଶନ ବେଳେ ଜଣେ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଛି । ତାଙ୍କ ନାମ ମୁକେଶ ଓରଫ ସୁକଲୁଗାୱାଡେ । ତାଙ୍କ ନାମରେ ୨ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ଖବରରୁ ଜଣାପଡିଛି ଧାମତରୀ ଥାନା ଅନ୍ତର୍ଗତ…
Read More...

ବରଗଡରେ ଆଜିଠାରୁ ୧୦ମ ରାଜ୍ୟସ୍ତରୀୟ ମୁଏଥାଇ ପ୍ରତିଯୋଗିତା

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଓଡିଶା ମୁଏଥାଇ (ଥାଇ ବକ୍ସିଂ) ୟୁନିଅନ; (ଯାହାକି ଓଡିଶା ଅଲମ୍ପିକ ଆସୋସିଏସନର ଏକ ସ୍ୱୀକୃତିପ୍ରାପ୍ତ ସଂସ୍ଥା) ଆନୁକୂଲ୍ୟରେ ଏବଂ ଆର୍ଟସ ଟେମ୍ପଲ- ବରଗଡ଼ର ସହଯୋଗିତା କ୍ରମେ ବରଗଡ଼ଠାରେ ଆଜି ଓ ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଯାଉଛି ୧୦ମ ରାଜ୍ୟସ୍ତରୀୟ…
Read More...

ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ୫-ଟି ସଚିବ ଏବଂ ବିଜେଡି ସାଙ୍ଗଠନିକ ସମ୍ପାଦକ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ନେଇ ଶୁକ୍ରବାର ରାଜ୍ୟ ସରକାରଙ୍କ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଏବଂ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି…
Read More...