jsm

ଜଳ ବିଶୋଧକ ଯନ୍ତ୍ର ବଣ୍ଟନ

csstore

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ବ୍ଲକ ଜାମପଡା ଗ୍ରାମରେ ଜଳ ବିଶୋଧକ ଯନ୍ତ୍ର ବଣ୍ଟନ କରାଯାଇଛି । ଏହି ଅବସରରେ ସରପଞ୍ଚ ଉଦ୍ଧବ ବେହେରା, ଆଶା ସଂସ୍ଥାର ପରେଶ ପ୍ରସାଦ ମହାପାତ୍ର, ମହାଶ୍ୱେତା ଆଲିସାତିଗା, ପରମେଶ୍ୱର ରଣା, ବେଲାରସେନ ସାହୁ, ସରୋଜ ସାହୁ, ନିଳାମ୍ବର ଟାଣି, ବିରାଜ ରଣା, ସନାତନ ମାଝୀ, ଆଶାକର୍ମୀ ଉର୍ବଶୀ ମାଝୀ, ଅଙ୍ଗନୱାଡି କର୍ମୀ ବିଷୟା ଜାଲ ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.