Daily Archives

ପୋଲ ନାହିଁ : ନଦୀ ପାରହୋଇ ଟୀକା ନେବାକୁ ଯାଉଛନ୍ତି ପ୍ରସୂତି ଓ ଗର୍ଭବତୀ ମା’, ବାଧକ ସାଜିଛି…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଏକ ଜାତୀୟ ରାଜପଥ ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତାଘାଟ ଥିବା ବ୍ଲକ୍ । ଏହି ବ୍ଲକର ଉତ୍ତରରୁ ଦକ୍ଷିଣକୁ ଜାତୀୟ ରାଜପଥ ଯାଇଥିବା ବେଳେ ପଶ୍ଚିମରୁ ପୂର୍ବକୁ ବହି ଯାଉଛି ଦେଓଗାଁ ବ୍ଲକର ଜୀବନ ରେଖା ସୋନଗଡ ନଦୀ । ଚାରିପାଖେ
Read More...

ବିକାଶ ନର୍ସିଂ କଲେଜରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିକାଶ ଶିକ୍ଷାନୁଷ୍ଠାନ ପରିସରରେ ବିକାଶ ନର୍ସିଂ କଲେଜ ପକ୍ଷରୁ ଆଜି ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବିକାଶ ଶିକ୍ଷାନୁଷ୍ଠାନ ସମୂହର ଅଧ୍ୟକ୍ଷ ଡି ମୁରଲି କ୍ରିଷ୍ଣା ଯୋଗଦେଇ ଉଦ୍‌ଘାଟନ
Read More...

ବିଚାରାଧୀନ ବନ୍ଦୀଙ୍କ ଶିଶୁ ଚିହ୍ନଟ ଓ ପରାମର୍ଶ କର୍ମଶାଳା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ସୋନପୁର ଉପକାରାଗାରରେ କଏଦୀ ଓ କର୍ମଚାରୀମାନଙ୍କୁ ନେଇ ଏକ ପରାମର୍ଶ କର୍ମଶାଳା ତଥା କଏଦୀମାନଙ୍କ ସମ୍ବେଦନଶୀଳ ଶିଶୁ ଚିହ୍ନଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୋନପୁର ସବ୍‌ଜେଲ
Read More...

ଖପ୍ରାଖୋଲ ସରସ୍ଵତୀ ଶିଶୁ ମନ୍ଦିରରେ ରଙ୍ଗୋଲି ପ୍ରତିଯୋଗିତା

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିରରେ ରଙ୍ଗୋଲି ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୨ଟି ପର୍ୟ୍ୟାୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରଥମରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ
Read More...

କ୍ୟାବିନେଟ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଖଟଖଟିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ୟାବିନେଟ ମନ୍ତ୍ରୀଙ୍କ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷକ ସମୀର ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ଶିକ୍ଷକ ରଂଜୁ ଅମାତ କ୍ୟାବିନେଟ
Read More...

ପ୍ରାଣୀ ଚିକିତ୍ସାକେନ୍ଦ୍ର ଓ ଆର୍ ଆଇ ଅଫିସ୍ ଖତ ଖାଉଛି

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହିଆଲ ଗାଁରେ ପ୍ରାଣୀ ଚିକିତ୍ସାକେନ୍ଦ୍ର ଓ ସ୍ଵାସ୍ଥ୍ୟକେନ୍ଦ୍ର ଆଜିକୁ ପ୍ରାୟ ପାଞ୍ଚ ବର୍ଷ ହେବ ନିର୍ମାଣ କରାଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ କୌଣସି କାମରେ ନ ଲାଗି ଖତ ଖାଉଛି ବୋଲି ଗାଁ
Read More...

ବ୍ଲକସ୍ତରୀୟ ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ ଗଠନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲାର ବୋଡ଼େନ ବ୍ଲକ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗରେ କର୍ମରତ ଶିକ୍ଷକଙ୍କୁ ନେଇ ବ୍ଲକସ୍ତରୀୟ ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ ଫରସରା ଆଶ୍ରମ ବିଦ୍ୟାଳୟରେ ଗଠନ କରାଯାଇଥିଲା । ଜିଲ୍ଲା ସଭାପତି ସୁଶିଲ କୁମାର
Read More...

‘ବେଷ୍ଟ ରିପୋର୍ଟର୍‌ ଅଫ୍‌ ଦ ଇଅର୍‌-୨୦୨୨’ ସମ୍ମାନ ପାଇଲେ ବ୍ରହ୍ମପୁର ରିପୋର୍ଟର ସତ୍ୟନାରାୟଣ ରେଡ୍ଡୀ ଏବଂ ଦେଓଗାଁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ‘କୋଶଳ ପ୍ରବାହ ଲାଇଭ୍‌’ ନ୍ୟୁଜ୍‌ ପୋର୍ଟାଲ୍‌ର ବାର୍ଷିକୋତ୍ସବରେ ‘ବେଷ୍ଟ ରିପୋର୍ଟର୍‌ ଅଫ୍‌ ଦ ଇଅର୍‌-୨୦୨୨’ ସମ୍ମାନ ପ୍ରଦାନ କରାଯାଇଛି । ଚଳିତ ବର୍ଷ ବ୍ରହ୍ମପୁର ରିପୋର୍ଟର ସତ୍ୟନାରାୟଣ ରେଡ୍ଡୀ ଏବଂ ଦେଓଗାଁ ରିପୋର୍ଟର
Read More...

ଜମି ଜାଲିଆତି ଘଟଣା : ସୁଶିଲ ମିଶ୍ରଙ୍କୁ ଗିରଫ କରୁ ପୋଲିସ ବୋଲି ଦାବୀ କଲେ ପ୍ରଶାନ୍ତ ମିଶ୍ର, ସତ୍ୟର ଜୟ ହେବ ବୋଲି…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଧୁମାମରା ଜମି ଜାଲିଆତି ଘଟଣା ସାରା ଜିଲ୍ଲାରେ ଚହଳ ପକାଇବା ପରେ ବଲାଙ୍ଗିର ରେଜେଷ୍ଟ୍ରି ଅଫିସ୍‌ର ମାଳ ମାଳ କଳା କାରନାମା ସର୍ବ ସମ୍ମୁଖକୁ ଆସିବାରେ ଲାଗିିଛି । ଜିଲ୍ଲା ପୋଲିସ ପ୍ରଶାସନର ନାକ ତଳେ ବର୍ଷ ବର୍ଷ ଧରି ଚାଲିଥିବା ଏହି କଳା କାରନାମାର ଚେର
Read More...

ବଲାଙ୍ଗିର ଜିଲ୍ଲାରେ ଡେଙ୍ଗୁ ଓ ମ୍ୟାଲେରିଆ ‘କ୍ଲିନ ଅଫ୍‌ ଅଭିଯାନ’କୁ ନେଇ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାରେ ଡେଙ୍ଗୁ ଓ ମ୍ୟାଲେରିଆର ପ୍ରବଣତାକୁ ଲକ୍ଷ କରି ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ (ଓଡିଶା ସରକାର)ଙ୍କ ତରଫରୁ ଆଜି ଜିଲ୍ଲା ସହର ମଧ୍ୟରେ ଅବସ୍ଥାପିତ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ନେଇ ଏକ ବୈଠକ
Read More...