Daily Archives

ଏଫ୍‌ପିଓର ବ୍ଲକସ୍ତରୀୟ ସମନ୍ଵୟ ବୈଠକ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ୍ ଅନ୍ତର୍ଗତ ଉପରବାହାଲ ପଞ୍ଚାୟତ ସଭା ଗୃହରେ ଏକ ବ୍ଲକସ୍ତରୀୟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମା' ମହଦାଶନି କୃଷକ ଉତ୍ପାଦକ କମ୍ପାନି ଲୋଇସିଂହାର ସମସ୍ତ ନିର୍ଦ୍ଧେଶକ ନିର୍ଦ୍ଦେଶିକାଙ୍କ ସହିତ ଲକ୍ଷ୍ମଣ ସଏ ଡିଡିଏମ୍
Read More...

ସ୍ଵାଧୀନତା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ଚାରା ରୋପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତ ସ୍ଵାଧୀନତା ୭୫ତମ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି । ଏହି ଅବସରରେ ଅଗଷ୍ଟ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଦେଶବାସୀ କିଭଳି ନିଜ ନିଜ ଘରେ ଜାତୀୟ ପତାକା ତିରଙ୍ଗା ଉଡ଼ାଇ ପାରିବେ ସେ ସମ୍ପର୍କରେ
Read More...

ପାଟଣାଗଡ଼ ଅବକାରୀ ବିଭାଗର ଚଢାଉ : ବିପୁଳ ପରିମାଣରେ ରନ୍ଧାମଦ ଜବତ ସହ ୨ ଗିରଫ, ଆଜି କୋର୍ଟ ଚାଲାଣ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଅବକାରୀ ବିଭାଗ ଦ୍ୱାରା ବାଗଝରଣ ଗାଁକୁ ଚଢ଼ାଉ କରି ୬ ହଜାର ୨ ଶହ କେଜି ମହୁଲ ପୋଜ ନଷ୍ଟ କରିବା ସହ ୨୨୦ ଲିଟର ରନ୍ଧା ମଦ ଜବତ କରାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଗିରଫ ଅଭିଯୁକ୍ତମାନେ ହେଲେ
Read More...

ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜନ୍ମଦିନ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ସ୍ଥିତ ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜନ୍ମଦିନ ପାଳନ ହୋଇଯାଇଛି । ଏହି ଅବସରରେ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରୀମାନଙ୍କ ଦ୍ୱାରା ଜନ୍ମଦିନ ସ୍ମରଣ ଉଦ୍ଦେଶ୍ୟରେ ଏକ "ବରଗଛ" ରୋପଣ କରାଯାଇଛି । ଏକ
Read More...

କୋସଲି ଭାଷା ସଂଗ୍ରାମୀମାନଙ୍କ ଦିଲ୍ଲୀ ଗସ୍ତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କୋସଲି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ଦାବୀରେ କଣ୍ଟାବାଞ୍ଜି ଅଞ୍ଚଳର ଯୁବ କୋସଲି ଭାଷା ସଂଗ୍ରାମୀମାନେ ଆଜି ରେଳ ଯୋଗେ ଦିଲ୍ଲୀ ଗସ୍ତ କରିଛନ୍ତି । ଆଜି ସକାଳେ ନିର୍ଝରିଣୀର ସଂପାଦକ ତଥା ସଂଗଠକ ବିରଂଚି ନାରାୟଣ ଦାଶ ରେଳଷ୍ଟେସନକୁ
Read More...

ଚିରନ୍ତନ ଧାନ ଉତ୍ପାଦନ ଯୋଜନା ସମ୍ପର୍କିତ ସହଭାଗୀ ପରାମର୍ଶ କର୍ମଶାଳା

ବରଗଡ, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ପରିସ୍ଥିତିରେ ଧାନ ଚାଷରେ ଅନାବଶ୍ୟକ ସତ୍ତ୍ୱେ ଅଧିକ ପରିମାଣରେ ପାଣିର ବ୍ୟବହାର ଯୋଗୁଁ ବ୍ୟାପକ ପରିମାଣରେ ମିଥେନ୍ ଗ୍ୟାସ ଚାଷ ଜମିରୁ ବାୟୁ ମଣ୍ଡଳକୁ ନିର୍ଗତ ହୋଇ ବିଶ୍ଵ ତାପମାତ୍ରା ବୃଦ୍ଧି ଘଟାଉଛି । ଏହି ପରିପ୍ରେକ୍ଷୀରେ ମିଥେନ ଗ୍ୟାସ
Read More...

କୃଷି ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ସମନ୍ଵୟ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବ୍ଲକ କୃଷି ବିଭାଗର ଆତ୍ମା ସମ୍ମିଳନୀ କକ୍ଷରେ ଏକ ବ୍ଲକ୍‌ସ୍ତରୀୟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଘସିଏନ ଦେବୀ କୃଷକ ଉତ୍ପାଦକ କମ୍ପାନି ବଲାଙ୍ଗିରର ସମସ୍ତ ନିର୍ଦ୍ଧେଶକ ନିର୍ଦ୍ଦେଶିକାଙ୍କ ସହିତ ବ୍ଲକ୍ କୃଷି ଅଧିକାରୀ ଜଗବନ୍ଧୁ
Read More...

ଆଗଲପୁର ବ୍ଲକର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ପରିଦର୍ଶନ କଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଚଂଚଳ ରାଣା । ଏହି ବ୍ଲକର ଏଚ୍‌ଏସ୍‌ଟି ବିଦ୍ୟାଳୟ ପିଏଚ୍‌-୩, ମନରେଗା ଆମ୍ବ ଚାଷ, ଭିଏଚ୍‌ଏନ୍‌ଡି ଅଧିବେଶନ, ପେକ୍‌ସ ପଞ୍ଜିକରଣ, ସାର ବଣ୍ଟନ ଏବଂ
Read More...

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପଙ୍କଜିନୀ ପଣ୍ଡାଙ୍କ ବଲାଙ୍ଗିର ସହରର ଟିକ୍ରାପଡା ବାସ ଭବନରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦକ
Read More...

ସମାଜସେବୀଙ୍କ ଦୃଷ୍ଟି ଆକର୍ଷଣ ପରେ ସହଯୋଗ ପାଇବ ଅସହାୟ ଭାରତୀ

କଳମପୁର : କଳମପୁର ବ୍ଲକ ପଣ୍ଡିଗାଁ ପାତ୍ରବସା ଗାଁର କ୍ଷୀରମୋହନ ଦୁର୍ଗା ଓ ଭାରତୀ ଦୁର୍ଗା ଦୁଇଜଣ ବାପା ମା' ଛେଉଣ୍ଡ ପୁଅ ଝିଅ । ଖବର ଅନୁଯାୟୀ, ବିଗତ କିଛି ବର୍ଷ ତଳେ ବାପା ଶଙ୍କର ଦୁର୍ଗା ଆରପାରିକୁ ଛାଡି ଚାଲିଯିବା ପରେ ନିଜର ଜନ୍ମକଳା ମା' ଘସେନ ବାଗ ଏହାର କିଛି ମାସ ପରେ ଦୁଇ ପୁଅ
Read More...