Daily Archives

କଣ୍ଟାବାଞ୍ଜି ପ୍ରେସ କ୍ଲବର ଦ୍ଵିତୀୟ ବାର୍ଷିକ ଉତ୍ସବ

ବଙ୍ଗୋମୁଣ୍ଡା, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜି ପ୍ରେସ କ୍ଲବର ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ ହୋଟେଲ ବନମାଳୀ ପେଲେସଠାରେ କଣ୍ଟାବାଞ୍ଜି ପ୍ରେସ କ୍ଲବର ବାର୍ଷିକ ଉତ୍ସବରେ ମୁଖ୍ୟବକ୍ତା ଭାବରେ ଦୈନିକ ଖବର କାଗଜ 'ପ୍ରମେୟ'ର
Read More...

ଦପଲା ସମିତି ସଭାପତି ହେଲେ ଶୈଳେନ୍ଦ୍ର

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଦପଲା ସେବା ସମବାୟ ସମିତି ସଭାପତି ଭାବରେ ଶୈଳେନ୍ଦ୍ର କୁମାର ବାରିକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସେ ଏକ ମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ନିର୍ବାଚନ ଅଧିକାରୀ ଶ୍ରୀକାନ୍ତ ପ୍ରଧାନ ବିଜୟୀ ଘୋଷଣା କରିଛନ୍ତି
Read More...

କାର୍ବନ ଆନୋଡ୍ ବ୍ଲକରେ ଚାପି ହୋଇ ୧ ମୃତ, ୧ ଗୁରୁତର

ସମ୍ବଲପୁର : ସମ୍ବଲପୁର ଲରପଙ୍କ ନିକଟରେ ଟ୍ରକରେ ବୋଝେଇ ହୋଇ ଯାଉଥିବା କାର୍ବନ ଆନୋଡ୍ ବ୍ଲକ ବାଟରେ ଖସିପଡିବାରୁ ପଛରେ ଯାଉଥିବା ବାଇକ ଆରୋହୀ ଉକ୍ତ କାର୍ବନ ଆନୋଡ୍ ବ୍ଲକରେ ଚାପି ହୋଇ ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତକ ଜଣକ କାଲୁପଡାର ଗୁଲାପ ଭୋଇ ବୋଲି ଜଣାପଡିଛି । ସୂଚନା ଅନୁସାରେ
Read More...

ବିଦ୍ୟାଳୟ ପରିସର ମଧ୍ୟକୁ ସାମ୍ବାଦିକଙ୍କୁ ମନା ପ୍ରତିବାଦରେ ବାଲିଗୁଡା ପ୍ରେସ କ୍ଲବ ପକ୍ଷରୁ ରାଜ୍ୟପାଳଙ୍କୁ ଦାବୀପତ୍ର…

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସ୍କୁଲ ହତା ମଧ୍ୟକୁ ସାମ୍ବାଦିକଙ୍କୁ ମନା । ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହେବା ପରେ ସାମ୍ବାଦିକଙ୍କ ମନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ପ୍ରତି ଏହା ଅସମ୍ମାନ ଏଣୁ ଏହାକୁ ତିବ୍ର ନିନ୍ଦା
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ବାଇକ ଆରୋହୀ ମୃତ

ଯାଜପୁର ରୋଡ : ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳର ମିଶ୍ରିଲାଲ ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍‌ନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବିଦ୍ୟୁତ୍ ବିଭାଗର କୋରାଇ ଡିଭିଜନରେ‌ କାର୍ଯ୍ୟ କରୁଥିବା ତାୟୁବ୍ କୌଣସି କାର୍ଯ୍ୟରେ
Read More...

ଅସହାୟ ଶବ ସତ୍କାର କଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଉପଖଣ୍ଡ ଦଶମାଇଲ ଛକରେ ପଡି ରହିଥିବା ଏକ ଅସହାୟ ଶବକୁ ଆଜି ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର, ବରଗଡ଼ର ସଦସ୍ୟମାନେ ସସମ୍ମାନେ ଗର୍ଭନା ଗ୍ରାମରେ ଥିବା ଶ୍ମଶାନରେ ସତ୍କାର କରିଥିଲେ । ସୂଚନା ଅନୁଯାୟୀ ମୃତ ବ୍ୟକ୍ତି ଜଣକ
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ଅନେକ ଗାଁର ରାସ୍ତା ନିର୍ମାଣ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ବିଭିନ୍ନ ରାସ୍ତା ନିର୍ମାଣ ନେଇ 'କୋଶଳ ପ୍ରବାହ'ରେ ଖବର ପ୍ରକାଶ ପାଇ ଆସୁଥିବା ବେଳେ ଏବେ ଜନସାଧାରଣଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ ହୋଇଛି । ସୂଚନା ଅନୁସାରେ ହଲନଭଟା ଗ୍ରାମ ପଞ୍ଚାୟତ
Read More...

କଣ୍ଟାମାଳରେ ବିଦ୍ୟାଳୟକୁ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ମନାକୁ ନେଇ ପ୍ରତିବାଦ

ବୌଦ୍ଧ, (ବଂଶୀଧର ମାଝୀ) : ଶିକ୍ଷାର ବିକାଶ ସହିତ ସଂସ୍କାରରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଜଡିତ ରହି କାର୍ଯ୍ୟ କରୁଥିବା ବେଳେ ହଠାତ୍‌ ରାଜ୍ୟ ଶିକ୍ଷା ମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସ୍ୱାଧୀନତାକୁ କଣ୍ଠରୋଧ କରିବାକୁ ଯାଇ ବିଦ୍ୟାଳୟ ଗୁଡିକରେ
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୦୯ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୮ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

୭ ଦଫା ଦାବୀ ନେଇ ଗଞ୍ଜାମ ଜିଲ୍ଲା ରିଟେଲର ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ଯୋଗାଣମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ଗଞ୍ଜାମ ଜିଲ୍ଲା ରିଟେଲର ମହାସଂଘ ପକ୍ଷରୁ ସୋମବାର ପ୍ରଦତ୍ତ ହୋଇଛି । ସର୍ବଭାରତୀୟ ଡିଲରର୍ସ୍ ଫେଡେରସନର ନିଷ୍ପତ୍ତି କ୍ରମେ ଓଡିଶା ରିଟଲେର ମହାସଂଘର
Read More...
error: Content is protected !!