Daily Archives

ଆସନ୍ତା ୮ ତାରିଖ ଦିନ ସକାଳ ୦୬.୦୦ରୁ ସନ୍ଧ୍ୟା ୦୮.୦୦ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ବିଦ୍ୟୁତ…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜନସାଧାରଣଙ୍କୁ ଉପଯୁକ୍ତ ସୁରକ୍ଷିତ କ୍ଲିୟରେନ୍ସ ଦେବା ପାଇଁ ଧୁବାବାହାଲି ଗ୍ରାମରେ ଗୋଟିଏ ନୂତନ ଉଚ୍ଚ ଟାୱାର ନିର୍ମାଣ ଓ ତାର ଟାଣିବା ପାଇଁ ନିଷ୍ପତ୍ତି ନିଆଯାଇଅଛି । ୧୩୨ କେ.ଭି. ବଲାଙ୍ଗିର- ସୋନପୁର ଲାଇନରେ ଉକ୍ତ କାର୍ଯ୍ୟ କରିବା ପାଇଁ ତା
Read More...

ନୁଆଁ ଖଇରପାଲି ଗ୍ରାମରେ ରକ୍ତଦାନ ଶିବିର : ୫୧ ୟୁନିଟ ରକ୍ତ ସଂଗ୍ରହ

ବରଗଡ, (ନିରୋଜ କୁମାର ପାଣୀ) : ରକ୍ତଦାନ ଜୀବନ ଦାନ । ଏକବିଂଶ ଶତାବ୍ଦୀର ବିଜ୍ଞାନ ଯୁଗରେ ମଣିଷ ଯେତେ ଆଗକୁ ବଢିଥିଲେ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ ରକ୍ତର କୌଣସି ବିକଳ୍ପ ବ୍ୟବସ୍ଥା ବାହାରି ନାହିଁ । ଯଦି ଜଣେ ମଣିଷକୁ ରକ୍ତର ଅଭାବ ହୁଏ ତେବେ ଆଉ ଜଣେ ମଣିଷ ରକ୍ତଦାନ କଲେ ତାହା ପୂରଣ
Read More...

ଡ୍ରିମ୍ସ କ୍ୟାଚର କ୍ରିକେଟ ଉଦ୍‌ଯାପିତ : ଖଇରପାଲି ଚମ୍ପିୟାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଜମଲା ହାଇସ୍କୁଲ ପଡ଼ିଆରେ ଆୟୋଜିତ ୨୨ତମ ଡ୍ରିମ୍ସ କ୍ୟାଚରର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ପ୍ରଥମ ସେମି ଫାଇନାଲରେ ଘନାମାଲ ଦଳ ସାରଙ୍ଗପୁର ଦଳକୁ ହରାଇ ଏବଂ ଦ୍ୱିତୀୟ ସେମିଫାଇନାଲରେ ଖଇରପାଲି ଦଳ ମହୁଲପାଲି ଦଳକୁ
Read More...

ନାଚଗୀତ ମାଧ୍ୟମରେ ଜଙ୍ଗଲ ସୁରକ୍ଷା ସଚେତନତା

ବୌଦ୍ଧ, (ବଂଶୀଧର ମାଝୀ) : ଲୋକଙ୍କ ସଚେତନତା ଅଭାବରୁ ଜଙ୍ଗଲରେ ନିଆଁ ଲାଗି ଅନେକ ଗଛଲତା ପୋଡ଼ି ନଷ୍ଟ ହେବା ସହ ଜୀବଜନ୍ତୁ ମଧ୍ୟ ପ୍ରାଣ ହରାଇଥାନ୍ତି । ତେଣୁ ଜଙ୍ଗଲରେ କେମିତି ନିଆଁ ନଲାଗିବ ସେଥିପ୍ରତି ବନବିଭାଗ ପକ୍ଷରୁ ସଚେତନତା ସୃଷ୍ଟି କରାଯାଇଛି । କଣ୍ଟାମାଳ ରେଞ୍ଚ ଅନ୍ତର୍ଗତ
Read More...

ବେଆଇନ କୋଇଲା ଚାଲାଣ, ୨୫ ହଜାର ଅସୁଲି

ବୌଦ୍ଧ, (ବଂଶୀଧର ମାଝୀ) : ବେଆଇନ କୋଇଲା ଚାଲାଣ ଅଭିଯୋଗରେ ୨ଟି ଗାଡ଼ିକୁ ଅଟକ ରଖିଛି ବ୍ଲକ ପ୍ରଶାସନ । ଅପରାହ୍ନରେ ଏକ ହାଇୱା ଓ ଟ୍ରାକ୍ଟର ଯୋଗେ କୋଇଲା ଚାଲାଣ ହେଉଥିବା ଖବର ପାଇ କଣ୍ଟାମାଳ ତହସିଲଦାର ରୀନା ପ୍ରଧାନ ଓ ମନମୁଣ୍ଡା ରାଜସ୍ବ ନୀରିକ୍ଷକ ସୁରେନ୍ଦ୍ର ସାହୁ ଓଡ଼ିଆଗୋଠ ଠାରେ
Read More...

ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡ଼ି ପକ୍ଷରୁ ନାମାଙ୍କନ ପତ୍ର ଦାଖଲ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଜିଲ୍ଲା ପର୍ୟ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ମୋହର ବାଜିବା ପରେ ରବିବାର କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରଷଦର ୧୩ଟି ଓ୍ବାର୍ଡ ଓ ଅଧ୍ୟକ୍ଷ ପଦ ପାଇଁ ବିଜେଡ଼ି ପକ୍ଷରୁ
Read More...

ଆସନ୍ତାକାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳ ସହ ସୋନପୁର ମ୍ୟୁନିସିପାଲିଟିରେ ବ୍ୟବସ୍ଥିତ ୨୦ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବୀରମହାରାଜପୁର, ଉଲୁଣ୍ଡା, ବିନିକା, ତରଭା,
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଇଂରାଜୀ ପ୍ରାଧ୍ୟାପକ ପବିତ୍ର ମୋହନ ଦେବତାଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଇଂରାଜୀ ପ୍ରାଧ୍ୟାପକ ପବିତ୍ର ମୋହନ ଦେବତା(୫୫)ଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ବ୍ରେନ୍‌ ଷ୍ଟ୍ରୋକ୍‌ ଯୋଗୁଁ ତାଙ୍କ ଆକସ୍ମିକ ପରଲୋକ ହୋଇଥିବା ବେଳେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଏବଂ
Read More...

ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ସିଆରପିଏଫ ୧୮୯ ବାଟାଲିଅନ ତରଫରୁ ନାଗରିକ ସଂପର୍କ ଅଭିଯାନ ଆୟୋଜିତ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ସିଆରପିଏଫ ୧୮୯ ବାଟାଲିଅନ ତରଫରୁ ନାଗରିକ ସଂପର୍କ ଅଭିଯାନ ଆୟୋଜିତ ହୋଇଯାଇଛି । ଦେଶର ସୁରକ୍ଷାକୁ ନେଇ ବି-ସିଆର୍‌ପିଏଫ୍‌ (ଖପ୍ରାଖୋଲ) ଓ ଡି-ସିଆର୍‌ପିଏଫ୍‌ (ହରିଶଙ୍କର) ଦ୍ୱାରା ଏହି ନାଗରିକ ସଂପର୍କ ଅଭିଯାନ ଆୟୋଜିତ
Read More...

ଖପ୍ରାଡୁଙ୍ଗୁରି ମଠର ବିକାଶ ପାଇଁ ବୈଠକ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଟିକ୍ରାପଡା ପଞ୍ଚାୟତ ଦେଓଗାଁ ନିକଟସ୍ଥ ଖପ୍ରାଡୁଙ୍ଗୁରି ସ୍ଥିତ ସପ୍ତର୍ଷି ମଠ ପରିସରରେ ମଠର ବିକାଶ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମଠ ମହନ୍ତ ପ୍ରଣବ ଦାଶ ଅଧ୍ୟକ୍ଷତା କରିଥିବା ବେଳେ ସାମ୍ବାଦିକ ରମାକାନ୍ତ
Read More...