pakka

ନାଚଗୀତ ମାଧ୍ୟମରେ ଜଙ୍ଗଲ ସୁରକ୍ଷା ସଚେତନତା

bbehera

ବୌଦ୍ଧ, (ବଂଶୀଧର ମାଝୀ) : ଲୋକଙ୍କ ସଚେତନତା ଅଭାବରୁ ଜଙ୍ଗଲରେ ନିଆଁ ଲାଗି ଅନେକ ଗଛଲତା ପୋଡ଼ି ନଷ୍ଟ ହେବା ସହ ଜୀବଜନ୍ତୁ ମଧ୍ୟ ପ୍ରାଣ ହରାଇଥାନ୍ତି । ତେଣୁ ଜଙ୍ଗଲରେ କେମିତି ନିଆଁ ନଲାଗିବ ସେଥିପ୍ରତି ବନବିଭାଗ ପକ୍ଷରୁ ସଚେତନତା ସୃଷ୍ଟି କରାଯାଇଛି । କଣ୍ଟାମାଳ ରେଞ୍ଚ ଅନ୍ତର୍ଗତ ନାରାୟଣପ୍ରସାଦ ଫରେଷ୍ଟର ଚିତ୍ତରଞ୍ଜନ ପ୍ରଧାନଙ୍କ ତତ୍ତ୍ଵାବଧାନରେ ଶୌରିବେଙ୍ଗେସ ଓ କାକେନଜୋର ଗ୍ରାମରେ କଳାକାରମାନଙ୍କ ଦ୍ୱାରା ନାଚଗୀତ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବରଗାଁ ବିଟ ହାଉସର ବନରକ୍ଷୀ ଭକ୍ତ ଚରଣ ଭୋଇ ଓ ଗଜେନ୍ଦ୍ର କହଁର କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ ।

jay balangir
Leave A Reply

Your email address will not be published.

5 × five =