Daily Archives

ବାବା ବଣିବକ୍ରେଶ୍ଵର ପୀଠରେ ବିଶ୍ୱଶାନ୍ତି ମହାଶୈବ ଯଜ୍ଞ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଠଦେଶ ଠାକୁର ତଥା ଆମ ଅଞ୍ଚଳର ଇଷ୍ଟ ଦେବ ବାବା ବଣୀବକ୍ରେଶ୍ୱର ଦେବଙ୍କ ପବିତ୍ର ଶୈବପୀଠରେ ପାଞ୍ଚଦିନ ବ୍ୟାପି ବିଶ୍ୱଶାନ୍ତି ମହା ଶୈବଯଜ୍ଞ ଏବଂ ମନ୍ଦିର ସଲଗ୍ନ ମା' ବଘେଈ ଠାକୁରାଣୀଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କର୍ମାଦି ପାରମ୍ପରିକ ରୀତିରେ
Read More...

ପ୍ରଗତି ଉତ୍କଳ ସଂଘର ବିଜୁ ଜୟନ୍ତୀ ଓ କବିତା ପାଠୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ପ୍ରଗତି ଉତ୍କଳ ସଂଘଠାରେ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂଘର ଉପସଭାପତି ଅଜୟ କୁମାର ଗୋସ୍ୱାମୀଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ରାଧାମୋହନ ନାୟକଙ୍କ ଆବାହକତ୍ୱରେ
Read More...

ପ୍ରଖ୍ୟାତ ସାହିତ୍ୟିକ, ଭାଷାବିତ୍‌ ଅମୃତଲାଲ ସାହୁଙ୍କ ଜନ୍ମ ଦିବସ ପାଳିତ

ଗାଇସିଲାଟ, (ପୁସ୍ତମ ଯୁଆଡି) : ପ୍ରଖ୍ୟାତ ସାହିତ୍ୟିକ, ଶିକ୍ଷାବିତ ତଥା ଏକାଧାରରେ ଜଣେ କବି, ଗାଳ୍ପିକ, ଔପନ୍ୟାସିକ, ପ୍ରାବନ୍ଧିକ, ଅନୁବାଦକ ନାଟ୍ୟକାର, ସମ୍ପାଦକ, ସଂଗଠକ ଅମୃତଲାଲ ସାହୁଙ୍କ ଜନ୍ମ ଦିବସ କୋଶଲ ଭାରତୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ, ଗାଇସିଲାଟ ତରଫରୁ ଫେସ୍‌ବୁକ୍‌
Read More...

ରାଉରକେଲାରେ ରେଳ ଡିଭିଜନ ଓ ୪ସି ବିମାନବନ୍ଦର ଦାବୀରେ ମିଳିତ ବିକ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରେ ରେଳ ଡିଭିଜନ ଓ ୪ସି ବିମାନବନ୍ଦର ଲାଇସେନ୍ସ ଦାବୀରେ ରାଉରକେଲାର ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ ଓ ସମାଜସେବୀ ମିଳିତ ଭାବେ ବିର୍ସା ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଉରକେଲା ବିକାଶ ମଞ୍ଚର ଆବାହକ ଡଃ ସୁମନ ଦତ୍ତଙ୍କ
Read More...

କଳିଙ୍ଗ ବୈଶ ସମେଲେଶ୍ୱରୀ ମହିଳା ସଂଘ ପକ୍ଷରୁ ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଯାଦବ ଭବନ ଠାରେ କଳିଙ୍ଗ ବୈଶ ସମେଲେଶ୍ୱରୀ ମହିଳା ସଂଘ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରର ବୈଶ ସମାଜର ପଶ୍ଚିମାଞ୍ଚଳ ସଭାନେତ୍ରୀ ମମତା ପାତ୍ର, ଜିଲ୍ଲା ସଭାପତି ଅନିତା ପାତ୍ର ନିଜେ ରକ୍ତଦାନ କରିବା ସହିତ ଅନ୍ୟ
Read More...

ୟୁକ୍ରେନରୁ ୧୫ ଲକ୍ଷରୁ ଅଧିକ ଲୋକ ପଡୋଶୀ ଦେଶକୁ ଆଶ୍ରୟ ପାଇଁ ଚାଲି ଯାଇଛନ୍ତି : ଜାତିସଂଘ

ନୂଆଦିଲ୍ଲୀ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏକାଦଶ ଦିନ ପାଇଁ ଜାରି ରହିଛି । ଏହି ଯୁଦ୍ଧ ଆହୁରି ଖରାପ ହେବାର ସମ୍ଭାବନା ଅଛି । ରାଜଧାନୀ କିଭ୍‌କୁ କାବୁ କରିବା ପାଇଁ ରୁଷର ସେନା ନିଜର ସମସ୍ତ ଶକ୍ତି ସହିତ ଯୁଦ୍ଧ କରୁଛି । ଏହି ସମୟରେ, ଶନିବାର ଦିନ ରୁଷର ରାଷ୍ଟ୍ରପତି ଭ୍ଲାଦିମିର
Read More...

ଅବାଞ୍ଛିତ ଗର୍ଭ ଧରି ବୁଲୁଛି ପାଗଳୀ ମା : ଉଦ୍ଧାର କଲା ସଂକଲ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ସଭ୍ୟ ସମାଜରେ ମହିଳା ଓ ପୁରୁଷଙ୍କୁ ସମାଜ ସମାନ ଦୃଷ୍ଟିରେ ଦେଖୁଥିବା ବେଳେ ମହିଳାଙ୍କ ଆତ୍ମସମ୍ମାନ ଓ ସୁରକ୍ଷା ଏବେ ସର୍ବ ପ୍ରଥମ ସ୍ଥାନରେ ରହିଅଛି । ମହିଳାମାନେ ଆଉ କୌଣସି କ୍ଷେତ୍ରରେ ପଛୁଆ ବା ଅପହୃତ ହୋଇ ନାହାନ୍ତି । ନିଜର ଶକ୍ତି ଓ ସାମର୍ଥ୍ୟ ବଳରେ
Read More...

ଏନ୍‌.ଏମ୍‌.ଏମ୍‌.ଏସ୍‌ ପରୀକ୍ଷା ସମ୍ପନ୍ନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଏନ୍‌.ଏମ୍‌.ଏମ୍‌.ଏସ୍‌ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାରେ ଏନ୍‌.ଏମ୍‌.ଏମ୍‌.ଏସ୍‌ ପରୀକ୍ଷା ୪ଟି କେନ୍ଦ୍ର ଯଥା- ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବଲାଙ୍ଗିର କେନ୍ଦ୍ରରେ ୩୦୫ ଜଣ, ପି.ଆର ହାଇସ୍କୁଲ କେନ୍ଦ୍ରରେ ୩୩୨, ପିପି
Read More...

ନାଗରିକ କମିଟିର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଆଇନ ମହାବିଦ୍ୟାଳୟଠାରେ ବଲାଙ୍ଗିର ନାଗରିକ କମିଟିର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମା’ ସମଲେଇଙ୍କ ଫଟୋଚିତ୍ର ଉପରେ ସଭାପତି ବେଲାର ସିଂ ଭୋଇଙ୍କ ସହ ପୂର୍ବତନ ସଭାପତି ବିକ୍ରମ ବହିଦାର ଓ ରାସ ବିହାରୀ ମାଝି ପୁଷ୍ପମାଲ୍ୟ
Read More...

ପୁଣି କଟକ ନରାଜ ବ୍ୟାରେଜ୍‌ରେ ଫସିଲେ ୨ଟି ହାତୀ

କଟକ : ପୁଣି କଟକ ନରାଜ ବ୍ୟାରେଜ୍‌ ନିକଟରେ ୨ଟି ହାତୀ ପାଣିରେ ଫସିରହିଥିବା ସୂଚନା ମିଳିଛି । ବନବିଭାଗର ଏକ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଜଗି ରହିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଆଜି ଅପରାହ୍ନ ସମୟରେ ୨ଟି ହାତୀ ନରାଜ ନିକଟରେ ଫସିଥିବାର ଦେଖିବାକୁ ମିଳିଛି । ଖବର
Read More...