Daily Archives

ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ନାମାଙ୍କନ ପତ୍ର ଦାଖଲ କଲେ ସୁଶ୍ରୀ ପଙ୍କଜିନୀ ପ୍ରଧାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ନାରୀନେତ୍ରୀ ସୁଶ୍ରୀ ପଙ୍କଜିନୀ ପ୍ରଧାନଙ୍କୁ ସହରର ଗଳିକନ୍ଦିଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ କିଏ ବା ନ ଜାଣେ । ସେ ଲୋକପ୍ରିୟ ସମାଜସେବୀ ଭାବେ ବେଶ ପରିଚିତ ଚେହେରା । ଚଳିତ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନରେ ପଦ୍ମପର ଏନ୍‌ଏସିର
Read More...

ପୌର ପରିଷଦ ନିର୍ବାଚନ ପାଇଁ ବରଗଡ଼ରେ ଜଣେ ପ୍ରାର୍ଥୀପତ୍ର ଦାଖଲ କଲେ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପୌର ନିର୍ବାଚନ ପ୍ରାର୍ଥୀ ପତ୍ର ଦାଖଲର ଆଜି ତୃତୀୟ ଦିନରେ ୱାର୍ଡ କାଉନସିଲର ପଦବୀ ପାଇଁ ଜଣେ ମାତ୍ର ପ୍ରାର୍ଥିନୀ ଦୀପାଞ୍ଜଳି ବାଗ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ ପୌର ପରିଷଦ ଅନ୍ତର୍ଗତ ୧୭ ନଂ ୱାର୍ଡ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।
Read More...

ବନ ବିଭାଗ ତରଫରୁ ନିଆଁ ନିବାରଣ ଉପରେ ସଚେତନତା କାର୍ଯ୍ୟକ୍ରମ

ଢେଙ୍କାନାଳ, (ତାପସ ଦାସ) : ବନବିଭାଗ ତରଫରୁ ନିଆଁ ନିବାରଣ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଢେଙ୍କାନାଳ ଜିଲ୍ଲା କପିଳାସ ବନବିଭାଗ ତରଫରୁ ଗ୍ରାମ ଗ୍ରାମ ବୁଲି ଲୋକଙ୍କୁ ଜଙ୍ଗଲରେ କିପରି ନିଆଁ ନ ଲାଗିବ ଏବଂ ଜଙ୍ଗଲ କିପରି ସୁରକ୍ଷିତ ରହିବ ସେଥି ନିମନ୍ତେ ଗୀତ ଓ ସ୍ଲୋଗାନ
Read More...

ପଣ୍ଡରାପିଟାରେ ଶିଶୁଙ୍କ କୁକୁର ଛୁଆ ବଳି ଘଟଣା : ଗାଁରେ ପହଞ୍ଚିଲା ପ୍ରଶାସନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କିଛି ଦିନ ତଳେ ବଲାଙ୍ଗିର ବ୍ଲକ ବରକାନୀ ପଞ୍ଚାୟତର ପଣ୍ଡରାପିଟା ଗ୍ରାମରେ ଛୋଟ ଛୋଟ କୋମଳମତି ଶିଶୁଙ୍କ ଦ୍ୱାରା କୁକୁର ଛୁଆ ବଳି ଭଳି ସମ୍ବେଦନଶୀଳ ଘଟଣା ସଂପର୍କରେ ଜାଣିବା ପରେ, ପ୍ରଶାସନ ତରଫରୁ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି, ସଭ୍ୟ
Read More...

ନିର୍ବାଚନକୁ ନେଇ ଦହ୍ୟାରେ ଗୁଳିକାଣ୍ଡ ଘଟଣା : ପୋଲିସର ଏକପାଖିଆ କାର୍ଯ୍ୟାନୁଷ୍ଟାନ ପ୍ରତିବାଦରେ ମନମୁଣ୍ଡା ଥାନା…

ବୌଦ୍ଧ, (ମମତା ମହାକୁର) : ପୋଲିସର ଏକପାଖିଆ କାର୍ଯ୍ୟାନୁଷ୍ଟାନକୁ ପ୍ରତିବାଦ କରି ଥାନା ଘେରିଲେ ଶତାଧିକ ମହିଳା । ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡାରେ ଥାନାରେ । ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ନେଇ ଗତ ୨୮ ତାରିଖରେ ବୌଦ୍ଧ ଜିଲ୍ଲା ରକ୍ସା ପଂଚାୟତର ଦହ୍ୟା ଛକରେ ଉଭୟ ବିଜୟୀ ଓ
Read More...

ବନ ବିଭାଗ ପକ୍ଷରୁ ୧୨ ଫୁଟିଆ ଥଣ୍ଟିଆ କୁମ୍ଭୀର ଉଦ୍ଧାର

ବାରଙ୍ଗ : ହଂସପାଳ-ପୁରୀ ମୁଖ୍ୟ କେନାଲରେ ଆତଙ୍କ କରୁଥିବା ଏକ ୧୨ ଫୁଟର ଥଣ୍ଟିଆ କୁମ୍ଭୀରକୁ ବନ ବିଭାଗ ଜାଲରେ ପକାଇ ଉଦ୍ଧାର କରିଥିବା ଜଣାପଡ଼ିଛି । ଗତ ମାସରେ ନନ୍ଦନକାନନରୁ ତିନୋଟି ଥଣ୍ଟିଆ କୁମ୍ଭୀର ଦେହରେ ରେଡିଓ ଟ୍ରାନ୍ସମିଟର ଲଗାଇ ସାତକୋଷିଆରେ ଛଡାଯାଇଥିବା ବେଳେ ସେଥି ମଧ୍ୟରୁ
Read More...

ରାଣୀ ଲଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଢେଙ୍କାନାଳ, (ତାପସ ଦାସ) : ଆଜି ଢେଙ୍କାନାଳ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଣୀ ଲଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଜାପନୀ ଉତ୍ସବରେ ଅଧ୍ୟକ୍ଷତା କରି ବିଦ୍ୟାଳୟର ଅଧ୍ୟକ୍ଷ ଡ଼ ରାମଚନ୍ଦ୍ର ମଲ୍ଲ ନାରୀମାନଙ୍କର ଆତ୍ମରକ୍ଷା ପାଇଁ ଏଭଳି
Read More...

ଜାତୀୟ ଗ୍ରାମୀଣ ମେଧାବୃତ୍ତି ପରୀକ୍ଷାରେ ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର କୃତିତ୍ୱ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକର ବାଳିକା ଉଚ୍ଚ ବିଦ୍ୟାଳୟ ଦୀର୍ଘ ବର୍ଷ ଧରି ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଅଭିଭାବକମାନଙ୍କ ଆପ୍ରାଣ ପ୍ରଚେଷ୍ଟା ଫଳରେ ଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରୁଛନ୍ତି । ମେଧାବୀ ଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା
Read More...

ଚାଇଲ୍ଡ ଫଣ୍ଡ ଇଣ୍ଡିଆ ତରଫରୁ ଓଏଲ୍‌ଏମ୍ ପ୍ରକଳ୍ପ ପରିଦର୍ଶନ

ମ.ରାମପୁର, (ହେମନ୍ତ ସାହୁ) : ଚାଇଲ୍ଡ ଫଣ୍ଡ ଇଣ୍ଡିଆ ତରଫରୁ କଳାହାଣ୍ଡି ଜିଲ୍ଲା ମ.ରାମପୁର ଓଡ଼ିଶା ଜୀବିକା ମିଶନ ପ୍ରକଳ୍ପର କିଛି କାର୍ଯ୍ୟକ୍ରମ ସଂଯୋଜକ ବିହାରୀ ରାଉତଙ୍କ ନେତୃତ୍ୱରେ ଆସି ପରିଦର୍ଶନ କରିଛନ୍ତି । କଳାହାଣ୍ଡି ଜିଳ୍ଲା ବେହେରା ଅଞ୍ଚଳରୁ ପ୍ରାୟ ୨୨ ଜଣ ମହିଳା ମ.ରାମପୁର
Read More...

ସିଂହପୁର ପଞ୍ଚାୟତର ଦ୍ୱିତୀୟ ସରପଞ୍ଚ ଉଚ୍ଛବ ପଧାନ

ମ.ରାମପୁର, (ହେମନ୍ତ ସାହୁ) : ଗତ ପଞ୍ଚାୟତ ନିର୍ବାଚନ ବେଳେ ମୋହନଗିରୀଠାରୁ ଅଲଗା ହୋଇ ନୂତନ ପଞ୍ଚାୟତ ଗଠିତ ହୋଇଥିଲା କଳାହାଣ୍ଡି ଜିଲ୍ଲାର ମ.ରାମପୁର ବ୍ଲକ ସିଂହପୁର ଗ୍ରାମ ପଞ୍ଚାୟତ । ତେବେ ଏହି ପଞ୍ଚାୟତର ପ୍ରଥମ ସରପଞ୍ଚ ବିଦ୍ୟାଧର ପାତ୍ର ରହିଥିବା ବେଳେ ଏଥର ଦ୍ୱିତୀୟ ସରପଞ୍ଚ
Read More...