pakka

ବନ ବିଭାଗ ପକ୍ଷରୁ ୧୨ ଫୁଟିଆ ଥଣ୍ଟିଆ କୁମ୍ଭୀର ଉଦ୍ଧାର

bbehera

ବାରଙ୍ଗ : ହଂସପାଳ-ପୁରୀ ମୁଖ୍ୟ କେନାଲରେ ଆତଙ୍କ କରୁଥିବା ଏକ ୧୨ ଫୁଟର ଥଣ୍ଟିଆ କୁମ୍ଭୀରକୁ ବନ ବିଭାଗ ଜାଲରେ ପକାଇ ଉଦ୍ଧାର କରିଥିବା ଜଣାପଡ଼ିଛି । ଗତ ମାସରେ ନନ୍ଦନକାନନରୁ ତିନୋଟି ଥଣ୍ଟିଆ କୁମ୍ଭୀର ଦେହରେ ରେଡିଓ ଟ୍ରାନ୍ସମିଟର ଲଗାଇ ସାତକୋଷିଆରେ ଛଡାଯାଇଥିବା ବେଳେ ସେଥି ମଧ୍ୟରୁ ଗୁରୁବାର ଠାରୁ ଏକ କୁମ୍ଭୀର ପୁରୀ ମୁଖ୍ୟ କେନାଲକୁ ଚାଲି ଆସି ବିଭିନ୍ନ ସ୍ଥାନରେ ଦେଖା ଦେଉଥିବା ଲୋକେ ଅଭିଯୋଗ କରିଛନ୍ତି । ଲୋକଙ୍କ ଅଭିଯୋଗ ହେବାରୁ ଆଜି ଏହି କୁମ୍ଭୀରକୁ ଉଦ୍ଧାର କରାଯାଇ ନନ୍ଦନକାନନରେ ରଖାଯାଇଥିବା ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

1 + eighteen =