Daily Archives

ବୃନ୍ଦାବତୀ ପାଠକଙ୍କ ହାତରେ ବାରବନ୍ଧା ପଞ୍ଚାୟତ : ପଞ୍ଚାୟତ ବାସୀଙ୍କୁ ଜଣାଇଲେ କୃତଜ୍ଞତା

ମ.ରାମପୁର, (ହେମନ୍ତ ସାହୁ) : ତ୍ରିସ୍ତରୀୟ ନିର୍ବାଚନରେ ସରପଞ୍ଚ ପାଇଁ ମହିଳା ବର୍ଗଙ୍କ ପାଇଁ ଉଦ୍ଧିଷ୍ଟ ରହିଥିଲା । ବୃନ୍ଦାବତୀ ବି ଆଶାୟୀ ରହିଲେ, ଭୋଟରଙ୍କ ପାଖକୁ ଯାଇ, ମନ କିଣିଲେ । ସ୍ୱାମୀ ରାଜେଶ ପାଠକ ନିଜ ଅଞ୍ଚଳରେ ଅନେକ ସମାଜସେବା କରି ନିଜକୁ ଏକ ସମାଜସେବୀ ଭାବରେ ପରିଚିତ
Read More...

ବଢ଼ୁଛି କି ସୁଗାର୍‌ ଲେବେଲ୍‌ ?

ବିଶୃଙ୍ଖଳିତ ଜୀବନ ଶୈଳୀ ଓ ଖାଦ୍ୟପେୟ ଯୋଗୁଁ ଏବେ ଆମ ସମାଜରେ ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଅନେକାଂଶରେ ଦେଖିବାକୁ ମିଳୁଛି ମଧୁମେହ ରୋଗୀ କେବଳ ଔଷଧ ସେବନ କଲେ ଏହି ରୋଗରୁ ନିସ୍ତାର ମିଳେ ବୋଲି ଭାବନ୍ତି ଓ ପରବର୍ତ୍ତୀ ସମୟରେ ଆହୁରି ଜଟିଳ ଶାରୀରିକ ସମସ୍ୟାର
Read More...

ଶ୍ରୀରାମକୃଷ୍ଣ ଦେବ ଜୟନ୍ତୀ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶ୍ରୀରାମକୃଷ୍ଣ ଆଶ୍ରମ ତରଫରୁ ଶ୍ରୀରାମକୃଷ୍ଣ ଦେବଙ୍କର ୧୮୭ତମ ଜନ୍ମ ଜୟନ୍ତୀ ପାଳିତ ହେଇଯାଇଛି । ଏଥି ନିମନ୍ତେ ପ୍ରାତଃକାଳରୁ ପୂଜାର୍ଚ୍ଚନା, ହୋମାଦି ସମାପନ ପରେ ଦିବା ୧୧ ଘଟିକା ସମୟରେ ଆଶ୍ରମର ସମ୍ପାଦକ
Read More...

ଚିଲିକାରେ ବଣ ବିରାଡ଼ି ଗଣତି ଆରମ୍ଭ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଚିଲିକା ଓ ଏହାର ଆଖପାଖ ଅଞ୍ଚଳରେ ବାସ କରୁଥିବା ବଣୁଆ ମାଛରଙ୍କା ବିରାଡ଼ିଙ୍କ ସଂଖ୍ୟା ଗଣତି ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟ ଗଣତିରେ ୧୧୯ ବଣ ବିରାଡ଼ି ଦେଖିବାକୁ ମିଳିଥିଲେ । ଚଳିତ ମାସ ଦ୍ୱିତୀୟ ସପ୍ତାହ ଠାରୁ ଦ୍ୱିତୀୟ ପର୍ଯ୍ୟାୟ ଗଣତି ଆରମ୍ଭ ହେବ
Read More...

ୟୁକ୍ରେନ୍‌ରୁ ଫେରିଲେ ୬୫ ଜଣ ଓଡ଼ିଆ ଛାତ୍ରଛାତ୍ରୀ

ଭୁବନେଶ୍ୱର : ୟୁକ୍ରେନ୍‌ରୁ ଓଡ଼ିଶାକୁ ଫେରିଛନ୍ତି ୬୫ ଜଣ ଓଡ଼ିଆ ଛାତ୍ରଛାତ୍ରୀ । ଯୁଦ୍ଧ ଅଞ୍ଚଳ ଖାରକିଭ୍ ଓ ପିସୋଚିନ୍ ଅଞ୍ଚଳରେ ଥିବା ଛାତ୍ରଛାତ୍ରୀ ଗତ ତିନିଦିନ ଧରି ଅଟକି ରହି ଭୀଷଣ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ୬୫ ଜଣଙ୍କୁ ରାଜ୍ୟ ସରକାର ଦୁଇଟି ସ୍ୱତନ୍ତ୍ର
Read More...

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା ଅଭିଯୋଗ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୌଣସି ପ୍ରକାର ସାଧାରଣ ସୁବିଧା ନଥିବାରୁ ଡାକ୍ତରଖାନା ଉପରେ ନିର୍ଭର କରୁଥିବା ସମସ୍ତ ଢେଙ୍କାନାଳବାସୀ ଏବଂ ପଡୋଶୀ ଜିଲ୍ଲାବାସୀ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ଢେଙ୍କାନାଳ
Read More...

ଚାଲୁଥିବା ଅବସ୍ଥାରେ ଟ୍ୟାଙ୍କରରେ ଲାଗିଗଲା ନିଆଁ

ଜୟପୁର : ବୋରିଗୁମ୍ମା- କୋଟପାଡ ଦେଇ ଯାଉଥିବା ୬୩ ନମ୍ବର ଜାତୀୟ ରାଜପଥରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବୋରିଗୁମ୍ମା- କୋଟପାଡର ୬୩ ନମ୍ବର ଜାତୀୟ ରାଜପଥରେ ଯାଉଥିବା ଏକ ଟ୍ୟାଙ୍କରଟିର ଟାୟାର ହଠାତ ଫାଟି ଯିବାରୁ ଟ୍ୟାଙ୍କରରେ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି
Read More...

ଏନସିଏସସିଡିଏ ପକ୍ଷରୁ ଆସନ୍ତା ୧୧ ତାରିଖରେ ଆୟୋଜିତ ହେବ ମାଗଣା ନିଯୁକ୍ତି ମେଳା

• ୭୦୦ରୁ ଅଧିକ ପ୍ରାର୍ଥୀଙ୍କ ପାଇଁ ନିଯୁକ୍ତି ସୁଯୋଗ• ଭାଗ ନେବେ ୧୦ରୁ ଅଧିକ କମ୍ପାନୀ ଓ ଫାର୍ମ ଭୁବନେଶ୍ୱର, (ପିଆଇବି) : ଦିବ୍ୟାଙ୍ଗଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର (ଏନସିଏସସିଡିଏ), ଭୁବନେଶ୍ୱର ପକ୍ଷରୁ ଆସନ୍ତା ୧୧ ତାରିଖରେ ଏକ ମାଗଣା ନିଯୁକ୍ତି ମେଳା ଆୟୋଜନ କରାଯିବ ।
Read More...

ଘର ଆଗରେ ଫୁଟିଲା ବୋମା : ୨ ଗିରଫ

ଢେଙ୍କାନାଳ, (ତାପସ ଦାସ) : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପଡୋଶୀ ଘର ଆଗରେ ଫୁଟାଇଲେ ଡିନାମାଇଟ । ଡିନାମାଇଟ ବିସ୍ଫୋରଣରେ ଘରର ମୁଖ୍ୟ ଗେଟ୍‌ର ଗ୍ରିଲ ଭାଙ୍ଗିବା ସହ ଘରର କାନ୍ଥ ଓ ଛାତ ଫାଟି ଯାଇଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମକ୍ଷାନଗର ଥାନା ମହୁଲପାଳ
Read More...

ବଲାଙ୍ଗିର ଜିଲ୍ଲାରେ ପୌର ପରିଷଦ ନିର୍ବାଚନ ପାଇଁ ଆଜି ପର୍ଯ୍ୟନ୍ତ ମାତ୍ର ୨ଟି ନାମାଙ୍କନ ପତ୍ର ଦାଖଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୌର ପରିଷଦ ନିର୍ବାଚନ ପାଇଁ ଗତ ୨ ତାରିଖରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ କେବଳ ୨ଟି ନାମାଙ୍କନ ପତ୍ର ଦାଖଲ ହୋଇଥିବା ଜଣାପଡ଼ିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ୨ ତାରିଖ ଦିନ
Read More...
error: Content is protected !!