pakka

ବୃନ୍ଦାବତୀ ପାଠକଙ୍କ ହାତରେ ବାରବନ୍ଧା ପଞ୍ଚାୟତ : ପଞ୍ଚାୟତ ବାସୀଙ୍କୁ ଜଣାଇଲେ କୃତଜ୍ଞତା

ମ.ରାମପୁର, (ହେମନ୍ତ ସାହୁ) : ତ୍ରିସ୍ତରୀୟ ନିର୍ବାଚନରେ ସରପଞ୍ଚ ପାଇଁ ମହିଳା ବର୍ଗଙ୍କ ପାଇଁ ଉଦ୍ଧିଷ୍ଟ ରହିଥିଲା । ବୃନ୍ଦାବତୀ ବି ଆଶାୟୀ ରହିଲେ, ଭୋଟରଙ୍କ ପାଖକୁ ଯାଇ, ମନ କିଣିଲେ । ସ୍ୱାମୀ ରାଜେଶ ପାଠକ ନିଜ ଅଞ୍ଚଳରେ ଅନେକ ସମାଜସେବା କରି ନିଜକୁ ଏକ ସମାଜସେବୀ ଭାବରେ ପରିଚିତ କରିପାରିଛନ୍ତି, ଯାହାର ପ୍ରତିଦାନ ସ୍ୱରୁପ ନିଜ ଧର୍ମପତ୍ନୀ ବୃନ୍ଦାବତୀଙ୍କ ଉପରେ ଲୋକେ ଆସ୍ଥା ପକ୍ରଟ କଲେ । ବିଶ୍ୱାସ ଭାଜନ ହେଲେ, ଅନ୍ୟ ଦୁଇ ପ୍ରତିଦ୍ୱନ୍ଦୀଙ୍କୁ ଖୁବ୍ ପଛରେ ପକାଇ ସେ ଏହି ପଞ୍ଚାୟତର ସରପଞ୍ଚ ହୋଇଛନ୍ତି । ସେ ନିଜର ପ୍ରତିକ୍ରିୟାରେ ଲୋକଙ୍କ ଭରସା ମୋ ଉପରେ ଥିବାରୁ ନିଶ୍ଚିତ ମୁଁ ପଞ୍ଚାୟତର ବିକାଶରେ ସହାୟକ ହେବି ବୋଲି କହିବା ସହିତ ପଞ୍ଚାୟତବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.

two + 5 =