Daily Archives

ଦ’ ହରିଜୋନ୍‌ ପକ୍ଷରୁ ଆସନ୍ତା ୮ ତାରିଖରେ ଗ୍ରାଣ୍ଡ ମ୍ୟୁଜିକାଲ୍‌ ନାଇଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦ’ ହରିଜୋନ୍‌ ପକ୍ଷରୁ ଆସନ୍ତା ୮ ତାରିଖରେ ସଂଗୀତ ସମ୍ରାଜ୍ଞୀ ଲତା ମଙ୍ଗେଶକର, ସଂଗୀତ ସମ୍ରାଟ ବାପି ଲାହିରୀ ଓ ସଂଗୀତ ସାଧିକା ସଂଧ୍ୟା ମୁଖର୍ଜୀଙ୍କୁ ଶ୍ରଦ୍ଧାଂଜଳି ପ୍ରଦାନ ଉଦ୍ଦେଶ୍ୟରେ ଗ୍ରାଣ୍ଡ ମ୍ୟୁଜିକାଲ୍‌ ନାଇଟ୍‌ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି
Read More...

ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍‌ୱାନ ହଲ ଠାରେ ବଲାଙ୍ଗିର ଜିଲ୍ଲାର ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ବିଭିନ୍ନ ବିଭାଗ ତରଫରୁ ଗ୍ରହଣ କରାଯାଇଥିବା ସତର୍କତା ମୂଳକ ପଦକ୍ଷେପ ସମ୍ପର୍କିତ ଏକ
Read More...

ଦାମ୍ପତ୍ୟ ଜୀବନରେ ଏହି ସବୁ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ : ଦେଖିବେ, ସମ୍ପର୍କ ସୁଦୃଢ଼ ହେବ ଏବଂ ପ୍ରେମ ମଧୁର ହେବ

ସୁଶ୍ରୀ ସ୍ନେହଲତା ବିବାହିତ ଜୀବନ ଅତ୍ୟନ୍ତ ଶକ୍ତିଶାଳୀ ହୋଇଥିଲେ ମଧ୍ୟ ବିଶ୍ୱାସର ସୁତା ଖିଅରେ ବାଂଧି ହୋଇଥାଏ ବୋଲି କୁହାଯାଏ । ଦାମ୍ପତ୍ୟ ଜୀବନରେ ଛୋଟ ଛୋଟ ବିଷୟଗୁଡ଼ିକର ଯତ୍ନ ନେବାକୁ ପଡିଥାଏ । ଯଦି ଏହି ବିଷୟଗୁଡ଼ିକ ପ୍ରତି ଯତ୍ନ ନିଆଯାଏ ନାହିଁ, ତେବେ ସମ୍ପର୍କ ମଧ୍ୟରେ ଦୂରତା
Read More...

ରୁଷ-ୟୁକ୍ରେନ ଯୁଦ୍ଧ ଆଳ : ଘୋରୋଇ ବଜାରରେ ଖାଇବା ତେଲ ଦରବୃଦ୍ଧି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଏପଟେ ନିର୍ବାଚନ, ସେପଟେ ରୁଷ- ୟୁକ୍ରେନ ଯୁଦ୍ଧର ଆଳରେ ବରଗଡ଼ ଘରୋଇ ବଜାରରେ ଖାଇବା ତେଲ ଦରବୃଦ୍ଧି ଯୋଗୁଁ ସାଧାରଣ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଏଥିପ୍ରତି ଧ୍ୟାନ ଦେଉନଥିବାରୁ ମୁନାଫାକାରୀମାନେ ପୁରୁଣା
Read More...

ବଲାଙ୍ଗିର ପୌର ପରିଷଦ ପାଇଁ ପ୍ରଥମ ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କଲେ ହରିଶଙ୍କର ଛତ୍ରିଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ପରିଷଦ ପାଇଁ ପ୍ରଥମ ପ୍ରାର୍ଥୀ ଭାବରେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ହରିଶଙ୍କର ଛତ୍ରିଆ । ବଲାଙ୍ଗିର ପୌର ପରିଷଦ ୱାର୍ଡ ନମ୍ବର ୧୯ରୁ ଶ୍ରୀ ଛତ୍ରିଆ ତାଙ୍କ ସମର୍ଥକମାନଙ୍କ ସହ ଆସି ବଲାଙ୍ଗିର ପୌରପରିଷଦ କାର୍ୟ୍ୟାଳୟ ଠାରେ ନିର୍ବାଚନ
Read More...

୨୫ ବର୍ଷ ଧରି ଆମେ ସାପ ପାଳିଥିଲୁ, ଏବେ ସେହି ସାପଟି ଆମ ଉପରେ ଫଁ କରୁଛି … : ଉଦ୍ଧବ ଠାକରେଙ୍କ ବିଜେପିକୁ…

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଭାରତୀୟ ଜନତା ପାର୍ଟି ଉପରେ ଆକ୍ଷେପ କରି କହିଛନ୍ତି ଯେ, ଆମେ ୨୫ ବର୍ଷ ଧରି ସାପ ପାଳିଥିଲୁ, ବର୍ତ୍ତମାନ ସେହି ସାପଟି ଆମ ଉପରେ ଫଁ କରୁଛି । କିନ୍ତୁ ଆମେ ଜାଣୁ ଏହି ସାପକୁ କିପରି ଦଳିବାକୁ ହେବ । ସିଏମ୍ ଉଦ୍ଧବ ଠାକରେ ଆହୁରି
Read More...

ଜୟପୁରରେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ରାଷ୍ଟ୍ରୀୟ ଅଧିବେଶନ ହେବ

ଜୟପୁର, (କେପିଏନ୍‌ଏସ୍‌) : ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ୨୧ତମ ରାଷ୍ଟ୍ରୀୟ ଅଧିବେଶନ ଆସନ୍ତା ଏପ୍ରିଲ ୧୬, ୧୭ ଓ ୧୮ ତିନିଦିନ ଧରି କୋରାପୁଟର ଜୟପୁର ଠାରେ ଅନୁଷ୍ଠିତ ହେବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂଗଠନର ସଭାପତି ରବି ରଥ ଓ କେବିକେ ସମାଚାରର
Read More...

ରୁଷ୍‌- ୟୁକ୍ରେନ୍‌ ଯୁଦ୍ଧ : ୟୁକ୍ରେନ୍‌ର ଅନେକ ସହର ଧ୍ୱସ୍ତ ବିଧ୍ୱସ୍ତ, ଲୋକେ ଶବ ବି ଉଠାଇ ପାରୁନାହାନ୍ତି

କିଭ୍‌ : ରୁଷ୍‌- ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଭୀଷଣ ରୂପ ନେଇଛି । ୟୁକ୍ରେନ୍‌ର ବହୁ ସହର ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିବା ବେଳେ ଅକାରଣରେ ଅନେକ ନିରୀହ ଲୋକଙ୍କ ଜୀବନ ଯାଉଥିବା ଦେଖିବାକୁ ମିଳିଛି । ଖାରକିଭ୍‌ ଓ କିଭ୍‌ ସହରରେ ତୁହାକୁ ତୁହା ବୋମାମାଡ଼ ଓ ମିଶାଇଲ ମାଡ଼ରେ ଧୂଆଁଳିୟା
Read More...

ପୁରୀ ସହରରେ ବୁଲୁଛି ହେଟାବାଘ : ଲୋକ ଆତଙ୍କୀତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ସମୁଦ୍ର କୂଳ ଥାନା ଅଧୀନସ୍ଥ ବ୍ଲକ ଛକରେ ହେଟାବାଘ ବୁଲୁଥିବା ଜଣାପଡିଛି । ଗତ ୨ ତାରିଖ ରାତିରେ ହେଟାବାଘଟି ବୁଲୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ବାଲୁଖଣ୍ଡ ଅଭୟାରଣ୍ୟରୁ ଏହି ହେଟାବାଘ ସହର ଭିତରକୁ ପଶି ଆସିଥିବା ସନ୍ଦେହ କରାଯାଉଛି । ଏହି ଖବର
Read More...

ଆଜି ଜାତୀୟ ସୁରକ୍ଷା ଦିବସ

ନୂଆଦିଲ୍ଲୀ : ପ୍ରତି ବର୍ଷ ମାର୍ଚ୍ଚ ମାସ ୪ ତାରିଖ ଦିନ ଭାରତରେ ଜାତୀୟ ସୁରକ୍ଷା ଦିବସ ପାଳନ କରାଯାଇଥାଏ । ଦେଶବାସୀଙ୍କ ଭିତରେ ସୁରକ୍ଷା ପ୍ରତି ସଚେତନତା ବୃଦ୍ଧି କରିବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଭାରତ ସରକାରଙ୍କର ଏକ ସ୍ୱୟଂଚାଳିତ ଓ ଅଣ ଲାଭକାରୀ ଅଙ୍ଗ ଜାତୀୟ
Read More...