pakka

ବଲାଙ୍ଗିର ପୌର ପରିଷଦ ପାଇଁ ପ୍ରଥମ ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କଲେ ହରିଶଙ୍କର ଛତ୍ରିଆ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ପରିଷଦ ପାଇଁ ପ୍ରଥମ ପ୍ରାର୍ଥୀ ଭାବରେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ହରିଶଙ୍କର ଛତ୍ରିଆ । ବଲାଙ୍ଗିର ପୌର ପରିଷଦ ୱାର୍ଡ ନମ୍ବର ୧୯ରୁ ଶ୍ରୀ ଛତ୍ରିଆ ତାଙ୍କ ସମର୍ଥକମାନଙ୍କ ସହ ଆସି ବଲାଙ୍ଗିର ପୌରପରିଷଦ କାର୍ୟ୍ୟାଳୟ ଠାରେ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଲମ୍ବୋଧର ଧରୁଆଙ୍କ ପାଖରେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

jay balangir
Leave A Reply

Your email address will not be published.

ten − 2 =