pakka

ଦ’ ହରିଜୋନ୍‌ ପକ୍ଷରୁ ଆସନ୍ତା ୮ ତାରିଖରେ ଗ୍ରାଣ୍ଡ ମ୍ୟୁଜିକାଲ୍‌ ନାଇଟ୍‌

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦ’ ହରିଜୋନ୍‌ ପକ୍ଷରୁ ଆସନ୍ତା ୮ ତାରିଖରେ ସଂଗୀତ ସମ୍ରାଜ୍ଞୀ ଲତା ମଙ୍ଗେଶକର, ସଂଗୀତ ସମ୍ରାଟ ବାପି ଲାହିରୀ ଓ ସଂଗୀତ ସାଧିକା ସଂଧ୍ୟା ମୁଖର୍ଜୀଙ୍କୁ ଶ୍ରଦ୍ଧାଂଜଳି ପ୍ରଦାନ ଉଦ୍ଦେଶ୍ୟରେ ଗ୍ରାଣ୍ଡ ମ୍ୟୁଜିକାଲ୍‌ ନାଇଟ୍‌ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ବିଶ୍ୱ ମହିଳା ଦିବସ ଅବସରରେ ସ୍ଥାନୀୟ ଲ’ କଲେଜ ପରିସରରେ ସଂଧ୍ୟା ୭ଟା ସମୟରେ ବିଶିଷ୍ଟ ସଂଗୀତ ସାଧକମାନଙ୍କୁ ନେଇ ସଂପୃକ୍ତ ସଂଗୀତ ଅନୁଷ୍ଠାନ ପକ୍ଷରୁ ଏହି ମହାର୍ଘ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.

sixteen + 2 =