Daily Archives

‘ବିଜ୍ଞାନ ଯୁଗର ଅଜ୍ଞାନ ମୁନୁଷ୍‌’ ନାଟକ ମଞ୍ଚସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜ୍ଞାନ ସହାୟତାରେ ଆମେ ଅନେକ ବାଟ ଆଗେଇଛୁ । ବିଜ୍ଞାନ ଆମକୁ ଦିଗଦର୍ଶନ ଦେଇଛି, କିନ୍ତୁ ଏହାକୁ ମଣିଷ ସମାଜ ଠିକଣା ଭାବେ ବ୍ୟବହାର କରି ପାରୁନି ଯାହା ଫଳରେ ଯେତିକି ସୁବିଧା ହେଉଛି ସେତିିକି ଅସୁବିଧା ମଧ୍ୟ ହେଉଛି । ଉଦାହରଣ ସ୍ୱରୂପ କୋଭିଡ ସମୟକୁ
Read More...

ୟୁକ୍ରେନରୁ ଫେରିଲେ ବରଗଡ଼ର ଛାତ୍ର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ୟୁକ୍ରେନରେ ଯୁଦ୍ଧର ଭୟାଭୟତା ମଧ୍ୟରେ ରୋମାନିଆ ସୀମାରେ ଫସି ରହିଥିବା ବରଗଡ଼ ସଦର ମହକୁମା ତଲିପଡାର ଡାକ୍ତରୀ ଛାତ୍ର ଅନୁପମ କର ଆଜି ସକାଳୁ ରାୟପୁର ଦେଇ ଘରକୁ ଫେରିଛନ୍ତି । ୟୁକ୍ରେନର ଏକ ମେଡ଼ିକାଲ କଲେଜରେ ଦ୍ବିତୀୟ ବର୍ଷ ମେଡିକାଲ ଛାତ୍ର ଅନୁପମ
Read More...

ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ବିକ୍ରି ଆରମ୍ଭ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତ ୨୮ ତାରିଖରେ ରାଜ୍ୟ ନିର୍ବାଚନ କମିଶନ ପୌର ପରିଷଦ ନିର୍ବାଚନ ଘୋଷଣା ପରେ ଆଜିଠୁ କାଉନସିଲର ଓ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ବିକ୍ରି ଓ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ୧୮ ନମ୍ବର ୱାର୍ଡ ସଭ୍ୟ ପାଇଁ ଏପିପି ଦଳର ଆଭୟ ସାମଲ, ୧୦ ନମ୍ବର
Read More...

କଦଳୀମୁଣ୍ଡା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ୩ ଜଣ ଗୁରୁତର ଆହତଙ୍କୁ ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ଟିଟିଲାଗଡ ରୋଡ କଦଳୀମୁଣ୍ଡା ନିକଟରେ ଏକ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ୩ ଜଣ ସାଙ୍ଗ ଏକ ବଜାଜ ସିଟି ୧୦୦ ବାଇକ (ଓଡି୦୩ଟି୩୩୯୨) ଯୋଗେ ଟିଟିଲାଗଡ ପଟୁ ବଲାଙ୍ଗିରକୁ ଆସୁଥିବା ବେଳେ କଦଳୀମୁଣ୍ଡା ନିକଟରେ ଭାରସାମ୍ୟ ହରାଇ
Read More...

ସନ୍ଥକବି ଭୀମଭୋଇଙ୍କ ୧୨୭ତମ ଶ୍ରାଦ୍ଧ ଉତ୍ସବ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଶୂନ୍ୟବ୍ରହ୍ମ ଉପାସନାର ପ୍ରମୁଖ ଉପାସକ ତଥା ସନ୍ଥକବି ଭୀମଭୋଇଙ୍କ ୧୨୭ତମ ଶ୍ରାଦ୍ଧ ଦିବସ ସୁବର୍ଣ୍ଣପୁର ଠାରେ ପାଳିତ ହୋଇଯାଇଛି । ଜିଲ୍ଲାର ଅଗ୍ରଣୀ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ ପକ୍ଷରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳ ଓ ସୋନପୁର ମ୍ୟୁନିସିପାଲିଟିରେ ବ୍ୟବସ୍ଥିତ ୨୨ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବୀରମହାରାଜପୁର, ଉଲୁଣ୍ଡା, ବିନିକା, ତରଭା,
Read More...

କଳାହାଣ୍ଡି ଶିକ୍ଷା ବିଭାଗର ଅଭିନବ ପ୍ରୟାସ

"ପଢିବାକୁ ଶିଖିବା : ଶିଖିବାକୁ ପଢ଼ିବା" କାର୍ଯ୍ୟକ୍ରମ ଉଦ୍‌ଘାଟିତ କଳାହାଣ୍ଡି, (ହେମନ୍ତ ସାହୁ) : କୋଭିଡ଼ ମହାମାରୀ ଯୋଗୁଁ ଦୁଇବର୍ଷ ବ୍ୟବଧାନରେ ବିଦ୍ୟାଳୟ ଖୋଲିବା ପରେ ଶିକ୍ଷାର୍ଥୀମାନଙ୍କର ହ୍ରାସ ପାଇଥିବା ଶିକ୍ଷଣ ସ୍ତରକୁ ଅଭିବୃଦ୍ଧି କରିବା ଉଦ୍ଦେଶ୍ୟ ନେଇ କଳାହାଣ୍ଡି ଜିଲ୍ଲା
Read More...

ଗାଡ଼ି ଭିତରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଢେଙ୍କାନାଳ, (ତାପସ ଦାସ) : ହିନ୍ଦୋଳ ଥାନା ପୁରୁଣା କଟକ ସମ୍ବଲପୁର ରାସ୍ତା ଗୁଳେହି ଛକ କାଜଲ ଢ଼ାବା ପାଖରୁ ଏକ କାର ମଧ୍ୟରୁ ଜଣେ ଯୁବକଙ୍କ ମୃତ ଦେହ ରହିଥିବା ନେଇ ଲୋକଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା । ଗତକାଲି ଠାରୁ କାରଟି ଷ୍ଟାର୍ଟରେ ଥିବା ବେଳେ ସେଥିରୁ ଏହି ଯୁବକଙ୍କ ମୃତ ଦେହ
Read More...

ବିଜେଡିରେ କାହିଁକି ଭୋଟ ଦେଲ ବୋଲି ଦମ୍ପତିଙ୍କୁ ଆକ୍ରମଣ ଅଭିଯୋଗ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଫାଣ୍ଡି ଦଶିପୁର ପଂଚାୟତ ଗୁରୁଜାଙ୍ଗୁଲି ଗାଁରେ ଦମ୍ପତିଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁଜାଙ୍ଗୁଲି ଗାଁର ରୁନୁବାଳା ବେହେରା ଆଜି ମହାବିରୋଡ଼ ଫାଣ୍ଡିରେ ଆସି ଅଭିଯୋଗ କରିଛନ୍ତି ଯେ, ଗତକାଲି
Read More...

ଢେଙ୍କାନାଳରେ ସାଇନାଥଙ୍କ ପାଲିଙ୍କି ଯାତ୍ରା

ଢେଙ୍କାନାଳ, (ତାପସ ଦାସ) : ଆଜି ଓଁ ଶ୍ରୀ ସାଇ ରାମ ରାଜଧିରାଜ ଯୋଗୀରାଜ ପରମବ୍ରମଃ ସଚିଦାନନ୍ଦ ସାଇନାଥ ମାହାରାଜଙ୍କ ଦ୍ୱାଦଶ ବାର୍ଷିକ ଉତ୍ସବ ଉପଲକ୍ଷେ ଏକ ପାଲିଙ୍କି ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପାଲିଙ୍କି ଯାତ୍ରା ଢେଙ୍କାନାଳ ସହରର ଷ୍ଟେସନ ବଜାର ନିକଟରୁ ବାହାରି ସାଇ ସୁସଜ୍ଜିତ
Read More...