Daily Archives

ପାଖେଇ ଆସୁଛି ପୌର ପରିଷଦ ନିର୍ବାଚନ : ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିକଟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳାଫଳ ଘୋଷଣା ପରେ ପରେ ପୁଣି ପାଖେଇ ଆସୁଛି ପୌର ପରିଷଦ ନିର୍ବାଚନ । ଏଥିପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଥିବା ଜଣାପଡ଼ିଛି । ଜିଲ୍ଲାରେ ଅବାଧ ଓ ନିରପେକ୍ଷ ପୌର ପରିଷଦ ନିର୍ବାଚନ ପାଇଁ ବିଧି
Read More...

“ରାଧା ହଜିଗଲା ଅଧା ବାଟରେ” ନାଟକ ମଞ୍ଚସ୍ଥ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାଶି ପଞ୍ଚାୟତର ବି.କାଇଁଚପୁର ଗ୍ରାମରେ ପବିତ୍ର ମହା ଶିବରାତ୍ରି ଅବସରରେ ନାଟ୍ୟ ନିର୍ଦ୍ଦେଶକ ଭାସ୍କର ପାତ୍ର ଓ ସହନିର୍ଦ୍ଦେଶକ ସିଲୁ କୁମାର ବେଜଙ୍କ ନାଟ୍ୟ ନିର୍ଦ୍ଦେଶନାରେ "ରାଧା ହଜିଗଲା ଅଧା ବାଟରେ" ସାମାଜିକ ନାଟକ
Read More...

ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ମନୋନୟନ ପ୍ରକ୍ରିୟା ଆରମ୍ଭ

ପ୍ରଥମ ଦିନରେ କର୍ପୋରେଟର ପଦବୀ ପାଇଁ ୧୯୪ ଏବଂ ମେୟର ପାଇଁ ୫ଟି ଫର୍ମ ନେଲେ ଆଶାୟୀ ପ୍ରାର୍ଥୀ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମ ସାଧାରଣ ନିର୍ବାଚନ-୨୦୨୨ ପାଇଁ ମନୋନୟନ ପ୍ରକ୍ରିୟା ଆରମ୍ଭ
Read More...

ମଡେଲିଂରେ ବଲାଙ୍ଗିର ଗୃହିଣୀଙ୍କ ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୨୬ ଓ ୨୭ ତାରିଖରେ ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲରେ ଏକ ମଡେଲିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ହାତିଶାଳପଡା ନିବାସୀ ସାବିତ୍ରୀ କୁମ୍ଭାର ଭାଗ ନେଇ ସଫଳତା ହାସଲ କରିଛନ୍ତି । ଦିଲ୍ଲୀରେ ଅନୁଷ୍ଠିତ ଏହି ମଡେଲିଂ
Read More...

ରକ୍ତଦାନ କଲେ କୁଲୁତା ସମାଜର ଯୁବ ସଦସ୍ୟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଇଁନ୍ତଲା ବ୍ଲକ ଡୁଙ୍ଗୁରିପାଲି ଗ୍ରାମର ପରମେଶ୍ୱର ସାହୁ ଗତ ୨୭ତାରିଖରୁ ଭୀମ ଭୋଇ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଶରୀରରେ ରକ୍ତ ପରିମାଣ ୩.୨ ହେବାରୁ ଡାକ୍ତର ତାଙ୍କୁ ରକ୍ତ ଦେବା ପାଇଁ କହିଥିଲେ । ତାଙ୍କ ପୁତ୍ର ବଲାଙ୍ଗିର ଜିଲ୍ଲା ଯୁବ
Read More...

ୟୁକ୍ରେନ୍‌ ମିଗ୍‌-୨୯ ରୁଷ୍‌ର ୨ ସୁଖୋଇ ଯୁଦ୍ଧ ବିମାନକୁ ଧ୍ୱଂସ କଲା : ପୋଲାଣ୍ଡରେ ରୁଷ-ୟୁକ୍ରେନର ଦ୍ୱିତୀୟ ରାଉଣ୍ଡ…

କିଭ୍‌ : ଆଜି ସପ୍ତମ ଦିନ ପାଇଁ ୟୁକ୍ରେନ୍‌ ଉପରେ ରୁଷ୍‌ ଆକ୍ରମଣ ଜାରି ରହିଛି । ଖାର୍କିଭ ସମେତ ଅନେକ ପ୍ରମୁଖ ସହରରେ ତୁହାକୁ ତୁହା ବାରମ୍ବାର ଆକ୍ରମଣ ଚାଲିଛି । ଗତ ୨୪ ଘଂଟା ମଧ୍ୟରେ ଏହି ଆକ୍ରମଣରେ ୨୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧୨ ଜଣ ଆହତ ହୋଇଥିଲେ । ଆଜି ସକାଳେ ରୁଷ ସୈନ୍ୟ
Read More...

ସୁଲେକେଲା ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଶ୍ୟାମ ସୁନ୍ଦର ଚିର୍‌ଗୁନଙ୍କ ବିଜୟ ଶୋଭାଯାତ୍ରା

ବେଲପଡା, (ମନୀଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ସୁଲେକେଲା ପଞ୍ଚାୟତରେ ସରପଞ୍ଚ ଭାବରେ ଶ୍ୟାମ ସୁନ୍ଦର ଚିର୍‌ଗୁନ ବିଜୟୀ ହୋଇଛନ୍ତି । ବିଜୟୀ ହେବା ପରେ ତାଙ୍କ ଗାଁ ସମେତ ପଞ୍ଚାୟତର ଅନ୍ୟାନ୍ୟ ଗ୍ରାମମାନଙ୍କରେ ଶ୍ରୀ ଚିର୍‌ଗୁନ୍‌ ତାଙ୍କର ସମର୍ଥକଙ୍କ ସହ ବିଜୟ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ଉପରବାହାଲ ଗ୍ରା.ପ.ରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ମା’ ତାରିଣୀଙ୍କ ମନ୍ଦିରରେ କଡାକଡି ହେଲା କରୋନା କଟକଣା

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ତାରିଣୀଙ୍କ ଦର୍ଶନ ପାଇଁ କରୋନା ନିୟମ କଡାକଡି ହୋଇଥିବା ବେଳେ ମାର୍ଚ୍ଚ ୩ରୁ ସମସ୍ତ ଭକ୍ତ ମା'ଙ୍କୁ ଦର୍ଶନ କରିପାରବେ । ପୂର୍ବରୁ ୧୦ ବର୍ଷରୁ କମ୍ ବୟସର ଛୋଟ ଶିଶୁ ଓ ୬୫ ବର୍ଷରୁ ଅଧିକ ବୟସ୍କ ବୃଦ୍ଧ ବୃଦ୍ଧାମାନେ ମା'ଙ୍କ
Read More...

ଉପରାଷ୍ଟ୍ରପତିଙ୍କ ଦ୍ୱାରା “ଜଗନ୍ନାଥାଷ୍ଟକମ୍‌” ସଂଗୀତ ଲୋକର୍ପିତ

ବିଜୟୱାଡା, (କେପିଏନ୍‌ଏସ୍‌) : ଜଗତଗୁରୁ ଆଦିଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ବିରଚିତ ଏବଂ ଓଡ଼ିଶାର ଅଗ୍ରଣୀ ଆଧ୍ୟାତ୍ମିକ ଅନୁଷ୍ଠାନ “ଡିଭାଇନ କ୍ୟାପ୍‌ସୁଲ” ଦ୍ୱାରା ପ୍ରସ୍ତୁତ “ଜଗନ୍ନାଥାକଷ୍ଟମ୍‌”ର ସଂଗୀତ ସିଡ଼ିକୁ ଆଜି ବିଜୟୱାଡାର ସ୍ୱର୍ଣ୍ଣଭାରତୀ ସଭାଗାରରେ ଭାରତର ମହାମହିମ
Read More...