pakka

ଗାଡ଼ି ଭିତରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

bbehera

ଢେଙ୍କାନାଳ, (ତାପସ ଦାସ) : ହିନ୍ଦୋଳ ଥାନା ପୁରୁଣା କଟକ ସମ୍ବଲପୁର ରାସ୍ତା ଗୁଳେହି ଛକ କାଜଲ ଢ଼ାବା ପାଖରୁ ଏକ କାର ମଧ୍ୟରୁ ଜଣେ ଯୁବକଙ୍କ ମୃତ ଦେହ ରହିଥିବା ନେଇ ଲୋକଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା । ଗତକାଲି ଠାରୁ କାରଟି ଷ୍ଟାର୍ଟରେ ଥିବା ବେଳେ ସେଥିରୁ ଏହି ଯୁବକଙ୍କ ମୃତ ଦେହ ମିଳିଛି । ହିନ୍ଦୋଳ ପୋଲିସ ପହଞ୍ଚି ଗାଡ଼ି କାଚ ଭାଙ୍ଗି ତାଙ୍କ ଠାରୁ ମୋବାଇଲ୍ ଏବଂ ବହୁ ଗୁରୁତପୂର୍ଣ୍ଣ କାଗଜପତ୍ର ଉଦ୍ଧାର କରିଛି । ସେଥିରୁ ତାଙ୍କ ଘର ମହାରାଷ୍ଟ୍ର ନାଗପୁରର ପ୍ରଣବ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ବୋଲି ଜାଣାପଡିଛି । ପୋଲିସ ତାଙ୍କ ଘର ଲୋକଙ୍କୁ ଜଣାଇବା ପରେ ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

18 − 13 =