ଗୁରୁଣ୍ଡାରେ ସମାଜ ସେବା ଦିବସ ପାଳିତ
ମୁରିବାହାଲ, (କେପିଏନ୍ଏସ୍) : ମୁରିବାହାଲ ବ୍ଲକର ଗୋଇମୁଣ୍ଡ ଗ୍ରାମ ପଞ୍ଚାୟତର ଗୁରୁଣ୍ଡା ଗ୍ରାମଠାରେ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ଏବଂ ଜୟ ଜଗନ୍ନାଥ ଯୁବକ ସଂଘ ଗୁରୁଣ୍ଡାର ଆନୁକୂଲ୍ୟରେ ଜାତୀୟ ଯୁବ ସପ୍ତାହ ଅବସରରେ ସମାଜ ସେବା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ!-->…
Read More...
Read More...