Monthly Archives

January 2022

ଡା. ଶ୍ୟାମସୁନ୍ଦର ଦାସଙ୍କ ନବମ ସ୍ମୃତି ଚାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଡାକ୍ତର ଶ୍ୟାମସୁନ୍ଦର ଦାସ ଥିଲେ ଅଜାତଶତ୍ରୁ । ନିଷ୍କପଟ ସମାଜସେବା ତାଙ୍କୁ ଅମର କରି ରଖିଛି ବୋଲି ତାଙ୍କର ସ୍ମୃତିଚାରଣ ସଭାରେ ଅତିଥିମାନେ ମତ ରଖିଥିଲେ । ଡା.ଶ୍ୟାମସୁନ୍ଦର ଦାସ ମେମୋରିଆଲ ଟ୍ରଷ୍ଟ, ଜଗଦା ପକ୍ଷରୁ ଦିବଙ୍ଗତ ଡାକ୍ତର ଶ୍ୟାମସୁନ୍ଦର
Read More...

ପରମ୍ପରାର ଗଣପର୍ବ ପୁଷ୍‌ପୁନିରେ ସାମିଲ ହେଲେ ନରସିଂହ : ପୂର୍ବ ବର୍ଷ ପରି ଏଥର ମଧ୍ୟ ଘରକୁ ଘର ବୁଲି ଖୁଆଇଲେ ପିଠା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଷ୍‌ପୁନି ପଶ୍ଚିମ ଓଡିଶାର ଗାଁରୁ ସହର ପର୍ଯ୍ୟନ୍ତ ପାଳନ କରାଯାଉଥିବା ଏକ ଗଣ ପର୍ବ । ପ୍ରାୟତଃ ଦେଖାଯାଏ ଅଂଚଳର କୃଷକ ତାର ବହୁ କଷ୍ଟ ଲବ୍ଧ ଫସଲ ଅମଳ ସରିବା ପରେ ଘରକୁ ନିଏ ତାର ଖୁସିରେ ପ୍ରତ୍ୟେକ ଚାଷୀ ପରିବାର ଘରେ ଘରେ ପିଠା ମଣ୍ଡା କରି ଏହି ପର୍ବ
Read More...

ନାମାଙ୍କନପତ୍ର ଦାଖଲ ସହିତ ସୁବର୍ଣ୍ଣପୁର ଜିଲ୍ଲାରେ ନିର୍ବାଚନ ଉଷ୍ଣତା ବଢ଼ିଲା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପ୍ରକ୍ରିୟା ସମଗ୍ର ରାଜ୍ୟରେ ତଥା ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଆରମ୍ଭ ହୋଇଯାଇଛି । ୧୭ ତାରିଖରୁ ୨୧ ତାରିଖ ଯାଏଁ ୱାର୍ଡମେମ୍ବର, ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ
Read More...

ମ.ରାମପୁର ବ୍ଲକ : ପ୍ରଥମ ଦିନରେ ୧୪ ପ୍ରାର୍ଥୀପତ୍ର ଦାଖଲ

ମ.ରାମପୁର, (ହେମନ୍ତ ସାହୁ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ପ୍ରାର୍ଥୀ ପତ୍ର ଦାଖଲର ପ୍ରଥମ ଦିନ । ଆଜିଠାରୁ ହିଁ ଗ୍ରାମ ପଞ୍ଚାୟତ ଏବଂ ପଞ୍ଚାୟତ ସମିତି ଗୁଡ଼ିକରେ ଆରମ୍ଭ ହୋଇଗଲାଣି ସରଗରମ ରାଜନୀତି । ତେବେ ଆଜି ପ୍ରଥମ ଦିବସରେ ବିଭିନ୍ନ ପଞ୍ଚାୟତରେ ପ୍ରାର୍ଥୀମାନେ ଫର୍ମ ସଂଗ୍ରହ
Read More...

ସଇଁନ୍ତଲା-ଟିଟିଲାଗଡ଼ ଲାଂଥ ନଦୀ ବ୍ରିଜ ଭିତ୍ତିପ୍ରସ୍ତର ସ୍ଥାପନ କଲା କିଏ ? ପଞ୍ଚାୟତ ନିର୍ବାଚନକୁ ନେଇ ବିଜେଡି…

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଉ କିଛି ଦିନ ପରେ ପଞ୍ଚାୟତ ନିର୍ବାଚନ । ଗାଁ ଠୁ ସହର ଏବେ ନେତା ମନ୍ତ୍ରୀଙ୍କ ପଡୁଛି ପାଦ । ନିର୍ବାଚନକୁ ନେଇ ଜୋର ସୋରେ ରାଜନୀତି ଆରମ୍ଭ ମଧ୍ୟ ହେଲାଣି ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା-ଟିଟିଲାଗଡ଼ ରୋଡ଼ ଲାଂଥ ନଦୀ ବ୍ରିଜର ଭିତ୍ତି ପ୍ରସ୍ତରକୁ ନେଇ
Read More...

ଫେବୃୟାରୀ ୨୦ରେ ହେବ ପଞ୍ଜାବ ବିଧାନସଭା ନିର୍ବାଚନ

ଚଣ୍ଡିଗଡ଼ : ଫେବୃୟାରୀ ୨୦ରେ ହେବ ନିର୍ବାଚନ । ପୂର୍ବରୁ ୧୪ ଫେବୃୟାରୀରେ ନିର୍ବାଚନ ହେବା ଲାଗି ଘୋଷଣା କରାଯାଇଥିବା ବେଳେ କେନ୍ଦ୍ର ନିର୍ବାଚନ କମିଶନ ଏହାକୁ ବଦଳାଇ ଫେବୃୟାରୀ ୨୦ ଘୋଷଣା କରିଛନ୍ତି । ହେଲେ ଭୋଟ ଗଣତି ନିର୍ଦ୍ଧାରିତ ତାରିଖ ଅର୍ଥାତ୍ ମାର୍ଚ୍ଚ ୧୦ରେ ହେବ ବୋଲି ଜଣାପଡିଛି ।
Read More...

ପତ୍ନୀଙ୍କ ଇଚ୍ଛାକୁ ସମ୍ମାନ ଦେଇ ଡାକ୍ତର ସ୍ୱାମୀ ସମଗ୍ର ସମ୍ପତ୍ତି ଦାନ କଲେ

ନୂଆଦିଲ୍ଲୀ : ବିବାହ ସମୟରେ ହୋମ କୁଣ୍ଡରେ ସାତ ଥର ପଇଁତରା ମାରିବା ବେଳେ ପ୍ରତ୍ୟେକ ଦମ୍ପତି ଜୀବନର ପ୍ରତ୍ୟେକ ନିଷ୍ପତ୍ତିରେ ପରସ୍ପରକୁ ସମର୍ଥନ କରିବା ପାଇଁ ଏକ ଶପଥ ନିଅନ୍ତି । ଅଥଚ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହି ଶପଥକୁ ଭୁଲିଯାଆନ୍ତି । କିନ୍ତୁ କିଛି ସ୍ୱାମୀ-ସ୍ତ୍ରୀ ଅଛନ୍ତି
Read More...

ୱେଷ୍ଟ ଜୋନ୍‌ ତାଇକୋଣ୍ଡୋ ଚାମ୍ପିଆନସିପରେ ବଲାଙ୍ଗିରର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁରଠାରେ ୱେଷ୍ଟ ଜୋନ ତାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ କୋଚ ତଥା ବଲାଙ୍ଗିର ଜିଲ୍ଲା ତାଇକୋଣ୍ଡୋ ଏସୋସିଏସନର ସମ୍ପାଦକ ଅସିମ କୁମାର ଭୋଇଙ୍କ ନେତୃତ୍ୱରେ ଏକ ୧୩
Read More...

କପିଳେଶ୍ୱର ଯୁବକ ସଂଘର ଜାତୀୟ ଯୁବ ସମାବେଶ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜୁରାବନ୍ଧ ଗ୍ରାମଠାରେ ଆଜି କପିଳେଶ୍ୱର ଯୁବକ ସଂଘର ଯୁବ ସମାବେଶ ଓ ବାର୍ଷିକ ଉତ୍ସବ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଥମେ
Read More...