Monthly Archives

January 2022

କରୋନା ମହାମାରୀ ସଂପର୍କରେ ଆମେରିକୀୟ ବୈଜ୍ଞାନିକଙ୍କ ଆଶ୍ୱସ୍ତ ଖବର

ନୂଆଦିଲ୍ଲୀ : କରୋନା ମହାମାରୀର ତୃତୀୟ ଲହର ଦେଶରେ ହଇଚଇ ସୃଷ୍ଟି କରିବାରେ ଲାଗିଛି । ଏହି ଲହର ପଛରେ ରହିଛି କରୋନାର ଓମିକ୍ରନ୍ ଭାରିଆଣ୍ଟ ବୋଲି କୁହାଯାଉଛି । ଯଦିଓ କରୋନା ଟୀକା ଆସିଛି, କିନ୍ତୁ ମହାମାରୀ ସମାପ୍ତ ହେଉନାହିଁ । ଏହା ଉପରେ ଆମେରିକାର ଜଣେ ବୈଜ୍ଞାନିକ ଆଶ୍ୱସ୍ତ ଖବର
Read More...

ଜଣେ ୧୧ ବର୍ଷ ବୟସର ଶିଶୁଙ୍କ ଆତ୍ମହତ୍ୟା ପରେ ମଧ୍ୟପ୍ରଦେଶ ସରକାର ଅନଲାଇନ୍ ଗେମିଂ ଉପରେ ଆଇନ ଆଣିବେ

ଭୋପାଳ : ଭୋପାଳରେ ଜଣେ ୧୧ ବର୍ଷର ବାଳକ ଆତ୍ମହତ୍ୟା କରିବା ପରେ ମଧ୍ୟପ୍ରଦେଶ ସରକାର ଅନଲାଇନ୍ ଖେଳକୁ ନିୟନ୍ତ୍ରଣ କରିବା ପାଇଁ ଏକ ଆଇନ ଆଣିବେ । ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଏହି ଘୋଷଣା କରିଛନ୍ତି । ଅନ୍‌ଲାଇନ୍ ମୋବାଇଲ ଖେଳର ନିଶା ଯୋଗୁଁ ଜଣେ ୧୧ ବର୍ଷର ବାଳକ ଭୋପାଳରେ
Read More...

କୃଷକଙ୍କ ମୁଣ୍ଡ କାଟି ହତ୍ୟା, ନିଜ ତିନି ଭାଇ ହତ୍ୟାରେ ସାମିଲ ଥିବା ଅଭିଯୋଗ

ହାର୍‌ଦୋଇ : ଉତ୍ତରପ୍ରଦେଶର ହାର୍‌ଦୋଇର ବାଘୋଲି ଅଞ୍ଚଳର କୋଇଲିପୁରୱା ମୌଜା ଆଥୋଆ ଗାଁରେ ବଜାରକୁ ଯାଇଥିବା ଜଣେ ଚାଷୀଙ୍କ ମୁଣ୍ଡ ଛେଚି ହତ୍ୟା କରିଥିବା ଏକ ଘଟଣା ସାମ୍ନାକୁ ଆସିଛି । ଶୁକ୍ରବାର ସନ୍ଧ୍ୟାରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଶନିବାର ସକାଳେ ଗାଁ ବାହାରେ ଥିବା
Read More...

ବରଗଡ଼ର କଳାକାର ଏମ୍‌.ରାମକ୍ରିଷ୍ଣା ତେଲୁଗୁ ସିନେମା ‘ପୁଷ୍ପା’ରେ

ବରଗଡ଼ : ସର୍ବଭାରତୀୟ ସ୍ତରରେ ବକ୍ସ ଅଫିସ୍‌ରେ ବେଶ୍‌ ଚର୍ଚ୍ଚାରେ ରହିଛି ତେଲୁଗୁ ସିନେମା ‘ପୁଷ୍ପା’ । ବରଗଡ଼ର ଜଣେ କଳାକାର ଏହି ସିନେମା ‘ପୁଷ୍ପା’ରେ ଅଭିନୟ କରି ଚର୍ଚ୍ଚାକୁ ଆସିଛନ୍ତିି । ମାତ୍ର ୨୬ ଦିନରେ ୩୨୫ କୋଟି ଟଙ୍କାର ବ୍ୟବସାୟ କରି ହିଟ୍‌ ସାବ୍ୟସ୍ତ ହୋଇଛି ଏହି ସିନେମା । ବଡ଼
Read More...

ନୂଆପଡ଼ା ଜିଲ୍ଲା ଗ୍ରସ୍ତରେ ପୋଲିସ ଡିଜି

ନୂଆପଡ଼ା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଗ୍ରସ୍ତରେ ପୋଲିସ ଡିଜି ସୁନିଲ କୁମାର ବଂଶଲ । ଭୁବନେଶ୍ଵରରୁ ସ୍ଵତନ୍ତ୍ର ହେଲିକ୍ୟାପ୍ଟରରେ ଆସି ଗୋତମା ଠାରେ ଅବତରଣ ପରେ ଜିଲ୍ଲା ପାେଲିସ କାର୍ଯ୍ୟାଳୟ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ସମୀକ୍ଷା ବୈଠକରେ ବିଶେଷ କରି
Read More...

ଦିଲ୍ଲୀପ ପାଣ୍ଡେଙ୍କ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ଦାବୀରେ ଝାରମୁଣ୍ଡା ଗ୍ରାମବାସୀଙ୍କ ଏସ୍‌ପିଙ୍କ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିଲ୍ଲୀପ ପାଣ୍ଡେଙ୍କ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ଦାବୀରେ ଝାରମୁଣ୍ଡା ଗ୍ରାମବାସୀମାନେ ଏସ୍‌ପିଙ୍କ ନିକଟରେ ଦାବୀ କରିଛନ୍ତି । ସୂଚନା ଅନୁସାରେ ଝାରମୁଣ୍ଡାର ଦିଲ୍ଲୀପ ପାଣ୍ଡେ ହତ୍ୟା ଘଟଣାରେ ଲୋଇସିଂହା ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଆଣି
Read More...

ଚାଲିଗଲେ ସମାଜସେବୀ ପଦ୍ମଶ୍ରୀ ଶାନ୍ତି ଦେବୀ

ଗୁଣୁପୁର, (କେପିଏନ୍‌ଏସ୍‌) : ଶ୍ରେଷ୍ଠ ସମାଜସେବୀ ପଦ୍ମଶ୍ରୀ ଶାନ୍ତି ଦେବୀ(୮୮)ଙ୍କ ପରଲୋକ ହୋଇଯାଇଥିବା ସୂଚନା ମିଳିଛି । ଗୁଣୁପୁର ଓଡ଼ିଶା ସେବା ସମାଜର ପ୍ରତିଷ୍ଠାତ୍ରୀ ପଦ୍ମଶ୍ରୀ ଶାନ୍ତି ଦେବୀ ଗତ ବିଳମ୍ବିତ ରାତ୍ରି ପ୍ରାୟ ୧ଟା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରି ଚେତାଶୂନ୍ୟ
Read More...

ବରଗଡ଼ରେ କଳିଙ୍ଗ ସମ୍ମାନରେ ସମ୍ମାନିତ ହେଲା ବଲାଙ୍ଗିରର ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ନିଉଜ ୮ର ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ବିକାଶ ପଥେ ପଶ୍ଚିମ ଓଡିଶା”ରେ ବଲାଙ୍ଗିରର ବିଙ୍ଗ ହ୍ୟୁମାନ ଫାଉଣ୍ଡେସନକୁ କଳିଙ୍ଗ ସମ୍ମାନରେ ସମ୍ମାନିତ କରାଯାଇଛି । କବିରତ୍ନ ପଦ୍ମଶ୍ରୀ ଡ. ହଳଧର ନାଗଙ୍କ ହାତରୁ କଳିଙ୍ଗ ସମ୍ମାନ
Read More...

ବଡଦେଓଙ୍କ ପୌଷଯାତ୍ରା ମହାସମାରୋହରେ ପାଳିତ : ମଲ୍ଲିକ ବଂଶୀୟର ଏକତା ଭାତୃଭାବ ସମ୍ପର୍କ ସୃଷ୍ଟି କରେ ବଡଦେଓଙ୍କ…

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବଲାଙ୍ଗିର ବ୍ଲକ ଡଙ୍ଗା ଘାଟଠାରେ ମଲ୍ଲିକ ବଂଶ ଗୋଣ୍ଡଁ ସମାଜ ପକ୍ଷରୁ ଇଷ୍ଟ ଦେବତା ବଡଦେଓଙ୍କ ପୌଷଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ତିନି ଦିନ ଧରି ଅନୁଷ୍ଠିତ ପୌଷଯାତ୍ରାର ପ୍ରାରମ୍ଭରେ ସମାଜର ଇଷ୍ଟ ଦେବତା ବୁଢାଦେଓ,
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଝିଙ୍କି ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଝିଙ୍କି ନିକଟ ରାସ୍ତା କଡରେ ଏକ ଟ୍ରକ (ଓଡି୦୭ଇ୯୦୦୯) ଛିଡା ହୋଇଥିବା ବେଳେ ଏକ ବାଇକ ଯୋଗେ ୨
Read More...