Monthly Archives

January 2022

ଜମିବାଡି କଳହକୁ କେନ୍ଦ୍ରକରି ରାଜଧାନୀ ଉପକଣ୍ଠରେ ବୋମା ମାଡ଼

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଜମିବାଡି କଳହକୁ କେନ୍ଦ୍ରକରି ରାଜଧାନୀ ଉପକଣ୍ଠରେ ବୋମା ମାଡ଼ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବାଲିଅନ୍ତା ଥାନା ଅନ୍ତର୍ଗତ ସରକଣାରେ ଜମିବାଡି ବିକ୍ରି ବାବଦରେ ମିଳିଥିବା କମିଶନ୍‌ ଟଙ୍କାକୁ ନେଇ କଳହ ସୃଷ୍ଟି ହୋଇଥିବା ବେଳେ ଦୁର୍ବୃତ୍ତମାନେ ବୋମା
Read More...

କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇବାପରେ ଚାଇନାରେ ଆତଙ୍କ : କରୋନା କଟକଣା କଡାକଡ଼ି

ବେଜିଂ : ବେଜିଂ ତଥା ଦେଶର ଅନ୍ୟାନ୍ୟ ଅଂଚଳରେ ଏହି ମହାମାରୀକୁ ରୋକିବା ପାଇଁ ଚୀନ୍‌ ଶୁକ୍ରବାର ଦିନ ଆହୁରି କଡାକଡି କରିଛି କଟକଣା । ଦେଶରେ ଶୀତକାଳୀନ ଅଲିମ୍ପିକ୍ସ ଆରମ୍ଭ ହେବାର ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ବିଭିନ୍ନ ସ୍ଥାନରୁ ଅଧିକ ସଂକ୍ରମଣ ହେବାର ଖବର ଆସୁଛି । ଆନ୍ତର୍ଜାତୀୟ
Read More...

ଭେଟେରାନ୍‌ କଥକ ନୃତ୍ୟଶିଳ୍ପୀ ବିରଜୁ ମହାରାଜଙ୍କ ୮୩ ବର୍ଷ ବୟସରେ ଦେହାନ୍ତ

ମୁମ୍ବାଇ : କଥକ ସମ୍ରାଟ ଭାବରେ ଜଣାଶୁଣା ପଣ୍ଡିତ ବିରଜୁ ମହାରାଜଙ୍କ ଦେହାନ୍ତ ହୋଇଛି । ୮୩ ବର୍ଷର ବିରଜୁ ମହାରାଜଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । କଥାକରେ ତାଙ୍କର ବିଶେଷ ଅବଦାନ ପାଇଁ ବିରଜୁ ମହାରାଜଙ୍କୁ ୧୯୮୩ ମସିହାରେ ପଦ୍ମଭୂଷଣ ପ୍ରଦାନ କରାଯାଇଥିଲା । ବିରଜୁ ମହାରାଜ ସଂଗୀତ ନାଟକକ
Read More...

କଳିଙ୍ଗ ସମ୍ମାନରେ ସମ୍ମାନିତ ହେଲେ ସମାଜସେବୀ ଯଶୋବନ୍ତ ରଣା

କଳାହାଣ୍ଡି, (ପି.କେ ସାହୁ) : ସବୁବେଳେ ଅସହାୟ, ଦିବ୍ୟାଙ୍ଗ, ଅନାଥ ମାନଙ୍କ ସମସ୍ୟାକୁ ନେଇ ପ୍ରଶାସନ ପାଖରେ ଉପସ୍ଥାପନା କରିଥାନ୍ତି ସମାଜସେବୀ ଯଶୋବନ୍ତ ରଣା । କେତେବେଳେ ଦିବ୍ୟାଙ୍ଗ ମାନଙ୍କୁ ନେଇ ହୁଇଲଚେୟାର ପାଇବାରେ ସହଯୋଗ କରିଥାନ୍ତି ତ କେତେବେଳ ଅନାଥ ଅସହାୟ ମାନଙ୍କୁ ନେଇ
Read More...

ସରସରା ରାସ୍ତା କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର କଲା ପୋଲିସ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ୫୭ ନଂ ଜାତୀୟ ରାଜପଥ ସରସରା ରାସ୍ତା କଡରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ ବୋଲି ଜଣାପଡିଛି । ମୃତକ ଜଣଙ୍କ ହେଲେ ସରସରା ଗାଁର ଅନାମୁ ମିର୍ଦ୍ଧା । ସୂଚନା ଅନୁସାରେ ଆଜି ସକାଳୁ ଅନାମୁଙ୍କ ମୃତଦେହ ୫୭ ନଂ ଜାତୀୟ ରାଜପଥ ସରସରା
Read More...

ଆଜି ଗଣପର୍ବ ପୁଷ୍‌ପୁନି : ଗ୍ରାମାଞ୍ଚଳରେ ବଞ୍ଚିଛି ପରମ୍ପରା

ଦେଓଗାଁ, (ମନୀଷ କୁମାର ସାହୁ) : 'ଛେର୍ ଛେର୍ ଛେର୍ ଛେରା, ଇ ଘରର ବୁଢ଼ୀ କାହିଁ ଗଲା…..' ଆଜି ଭଳି ଦିନରେ ଏଭଳି ଗୀତରେ ଫାଟି ପଡୁଥିଲା ଗ୍ରାମାଞ୍ଚଳ । ଛୋଟରୁ ବଡ ପିଲାମାନେ ବସ୍ତାନି ଓ ବାଡ଼ି ଧରି ଘରକୁ ଘର ଯାଇ ଏହି ଗୀତ ଗାଇ ଚାନ୍ଦା ଆଦାୟ କରି ଭୋଜି ଭାତ କରିଥାନ୍ତି । ହେଲେ ଏବେ ଏଭଳି
Read More...

ଡ଼ିଜିଟାଲ ପ୍ରଚାର : ଅପହଞ୍ଚ ଇଲାକାରେ ପ୍ରାର୍ଥୀ ଯିବେ ଘରକୁ ଘର, ମ.ରାମପୁର ବ୍ଲକରେ ଭାଗ୍ୟ ନିର୍ଦ୍ଧାରଣ କରିବେ ୫୮୭୫୬…

ମ.ରାମପୁର, (ହେମନ୍ତ ସାହୁ) : କୋଭିଡ଼ କଟକଣା ମଧ୍ୟରେ ଏଥର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରଚାରର ଅନ୍ୟ ଏକ ପ୍ରମୁଖ ମାଧ୍ୟମ ଡ଼ିଜିଟାଲ ମିଡ଼ିଆ ହେବା ନେଇ ଘୋଷଣା ପରେ ପ୍ରାର୍ଥୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ଗୋଟିଏ ପଟେ ନିଜ ପ୍ରିୟ ଭୋଟରଙ୍କ ସ୍ୱାସ୍ଥ୍ୟ ଏବଂ ଅନ୍ୟପଟେ ନିଜ ବିଜୟ ପାଇଁ
Read More...

ଆଜି ଦେଶରେ ୨ ଲକ୍ଷ ୫୮ହଜାର ନୂଆ କରୋନା ମାମଲା, ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୬ ଲକ୍ଷ, ୩୮୫ଙ୍କ ମୃତ୍ୟୁବରଣ

ନୂଆଦିଲ୍ଲୀ : ଗତ ୨୪ ଘଂଟା ମଧ୍ୟରେ ଭାରତରେ ୨ ଲକ୍ଷ ୫୮ ହଜାର ୮୯ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୩୮୫ ଜଣଙ୍କର ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୧ ଲକ୍ଷ ୫୧ ହଜାର ୭୪୦ ଲୋକ କରୋନାକୁ ପରାସ୍ତ କରି ସୁସ୍ଥ ମଧ୍ୟ ହୋଇଛନ୍ତି । ତେବେ ବଡ଼ କଥା ହେଲା, ଗତକାଲି ଠାରୁ ଆଜି ୧୩ ହଜାର ରୋଗୀ
Read More...

ନାଇଁ ଶୁଭୁଛେ ଆରୁ ‘ଛେର୍ ଛେର୍ ଛେର୍ ଛେରା’ : ଆଏଜ୍ ପରେ ପୁଷ୍‌ପୁନି, କୃଷି ପରମ୍ପରାର ଆଉ ଏକ ମହାନ…

ହେମନ୍ତ ସାହୁ ଆରୁ ନାଇଁ ଶୁଭୁଛେ 'ଛେର୍ ଛେର୍ ଛେର୍ ଛେରା, ଇ ଘରର୍ ବୁଢୀ କାହିଁ ଗଲା, କୁଣା ଖାଇ ଖାଇ.. ଆଏଜ୍‌ ପୁନି, କାଏଲ ପୁନି, ନୂଆ ଲୁଗା ତୁନା ତୁନି..ଛେର୍ ଛେରା…' କୃଷି ପରମ୍ପରାର ଆଉ ଏକ ଅନନ୍ୟ ପର୍ବ ତଥା ମୁକ୍ତିର ଆଉ ଉଲ୍ଲାସର ପର୍ବ ହେଉଛି ପୁଷ୍‌ପୁନି । ଆଏଜ୍‌ ସେ ପୁଷ୍
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨ଜଣ ରହିଥିବା ବେଳେ ଅନୁଗୁଳ ଜିଲ୍ଲାରୁ ଜଣେ ରହିଛନ୍ତି । ଏନେଇ
Read More...