Monthly Archives

January 2022

ଆଗକୁ ପଞ୍ଚାୟତ ନିର୍ବାଚନ : ସୁବର୍ଣ୍ଣପୁର କଂଗ୍ରେସ କମିଟି ପକ୍ଷରୁ ସଭା ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଜିଲ୍ଲା କଂଗ୍ରେସ କମିଟି ସୁବର୍ଣ୍ଣପୁର ତରଫରୁ ଜିଲ୍ଲା ସଭାପତି ଗୌରିଶ୍ୟାମ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଜିଲ୍ଲା ପରିଷଦ ପ୍ରାର୍ଥୀର ଚୂଡାନ୍ତ ତାଲିକା ପ୍ରସ୍ତୁତ କରାଗଲା ।
Read More...

ଦ୍ୱିତୀୟ ଖ୍ରୀଷ୍ଟିୟାନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ତାଲପାଲିପଡ଼ା ବିଜୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ମିଶନ ପଡ଼ିଆଠାରେ ଆଲୋକ ନଗର ୟୁଥ୍‌ କ୍ଲବ୍‌ ଦ୍ୱାରା ଆୟୋଜିତ ହୋଇଥିବା ଦ୍ୱିତୀୟ ଖ୍ରୀଷ୍ଟିୟାନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପନୀ ମ୍ୟାଚରେ ଗନ୍ଧରେଲ ଦଳ ଓ ତାଲପାଲିପଡ଼ା ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା ।
Read More...

ରାଜ୍ୟରେ ଗତ ୨୪ ଘଂଟାରେ ୧୦ ହଜାର ୪୮୯ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦ ହଜାର ୪୮୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୯୮୨ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୫୭୯୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୦୮୨ ଜଣ
Read More...

ମାହେଶ୍ଵରୀ ସଂଗଠନ କୁଡାସିଂହା ଶାଖାର ଦ୍ଵିତୀୟ ବାର୍ଷିକୋତ୍ସବ : ୯ଜଣ ଦିବ୍ୟାଙ୍ଗଙ୍କୁ ପ୍ରଦାନ କଲେ ହ୍ୱିଲ ଚେୟାର ଓ…

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ବଲାଙ୍ଗିର ସଦର ବ୍ଳକ ଅନ୍ତର୍ଗତ କୁଡାସିଂହାରେ ମାହେଶ୍ଵରୀ ସାମାଜିକ ସଂଗଠନର କୁଡ଼ାସିଂହା ଶାଖାର ଦ୍ଵିତୀୟ ବାର୍ଷିକୋତ୍ସବ ଅବସରରେ କୋଭିଡ୍‌ କଟକଣା ଯୋଗୁଁ ଏକ ସୌଜନ୍ୟମୂଳକ ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ୯ଜଣ ଦିବ୍ୟାଙ୍ଗଙ୍କୁ
Read More...

ଗତ ୨୪ ଘଂଟା ମଧ୍ୟରେ ବଲାଙ୍ଗିର ଜିଲ୍ଲାରେ ୨୩୮ ସଂକ୍ରମିତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌‌ଏସ୍‌‌) : ଗତ ୨୪ ଘଂଟା ମଧ୍ୟରେ ବଲାଙ୍ଗିର ଜିଲ୍ଲାରେ ୨୩୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଗତକାଲି ଜିଲ୍ଲାରେ ୩୧୨ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ଟିକିଏ ସଂକ୍ରମଣ ହାର ତଳକୁ ଖସିଛି । କିନ୍ତୁ ଜିଲ୍ଲାରେ କରୋନା ସଂକ୍ରମଣକୁ ହ୍ରାସ
Read More...

ସପ୍ତ ଭଗ୍ନୀପୀଠରେ ଗବେଷକ ଦଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : କିଛି ଦିନ ତଳେ ବରଗଡ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ହୋତା ନିଜ ସୋସିଆଲ୍‌ ମିଡିଆରେ "ଟଣ୍ଢେଇମାନଙ୍କ ସୁରକ୍ଷା ଆବଶ୍ୟକ" ଶୀର୍ଷକ ଉପରେ ଖବର ପୋଷ୍ଟ କରିଥିଲେ । ଯେଉଁଥିରେ ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ପଣ୍ଡରିପାଣୀ ଗାଁର ଇଷ୍ଟଦେବୀ
Read More...

ମା’ ଘଣ୍ଟେଶ୍ୱରୀ ଖେଳ ପଡ଼ିଆ ଆମ୍ବବାହାଲିରେ ଏକ ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଆମ୍ବବାହାଲିରେ ଏକ ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଖେଳରେ ଆଠଟି ଦଳ ଯୋଗ ଦେଇଥିବା ବେଳେ ବର୍ତିଆ ଦଳ ଓ ଆମ୍ବବାହାଲି ଦଳ ଫାଇନାଲ୍ ଖେଳିଥିଲେ । ଆମ୍ବବାହାଲିକୁ ପରାସ୍ତ କରି
Read More...

ଶିବ ଶକ୍ତି ଯୁବକ ସଂଘ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଟିତ : ୭୦ ୟୁନିଟ ରକ୍ତ ସଂଗ୍ରହ

ଢେଙ୍କାନାଳ, (ତାପସ ଦାସ) : ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଚିତ୍ତଳପୁର ଗ୍ରାମର ଅନନ୍ୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶିବଶକ୍ତି ଯୁବକ ସଂଘ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଚିତ୍ତଳପୁର ଗ୍ରାମ ଉଗ୍ରେଶ୍ୱର ମନ୍ଦିର ନିକଟସ୍ଥ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ସମ୍ବାଦ ଆମ
Read More...

ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ‘ପୁଷ୍‌ପୁନି’ : କରୋନା ସଂକ୍ରମଣ ଚାଟି ନେଇଛି ମଉଜମସ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପଶ୍ଚିମ ଓଡ଼ିଶାର ଅନନ୍ୟ ଗଣପର୍ବ ‘ପୁଷ୍‌ପୁନି’ । ଅଥଚ କରୋନା ସଂକ୍ରମଣ ଚାଟି ନେଇଛି ମଉଜମସ୍ତି । ତଥାପି ଏହାର ପରମ୍ପରାକୁ ରକ୍ଷା କରିବା ପାଇଁ ଗାଁ ଗାଁରେ ଘରେ ଘରେ ପିଠାମଣ୍ଡା ହେଉଛି । ଯିଏ ଯାହାର ନିଜ ନିଜ ଘରେ ଗଣପର୍ବକୁ ପାଳନ କରୁଥିବା ଦେଖିବାକୁ
Read More...

ଯୁବ ଗୋଷ୍ଠୀ କଲେ ବୃକ୍ଷ ରୋପଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗଛ ଲଗାଅ ଦେଶ ବଞ୍ଚାଅ ବୋଲି ସରକାର ନାରା ଦେଉଛନ୍ତି ।କେତେ ବେଳେ କିଏ ଗଛକୁ କାଟି ଦେଉଛି ତ ଆଉ କିଏ ବୃକ୍ଷର ରକ୍ଷଣ ବ୍ୟବସ୍ଥା କରୁଛି । ତେବେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କୁମ୍ଭାରୀ ଗ୍ରାମର ବୁଲୁ ବଗର୍ତ୍ତି, ବସନ୍ତ ବୁଡେକ, ବିଘ୍ନ,
Read More...