Monthly Archives

January 2022

ରୁଣୀମହୁଲ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା : ଅଜଣା ଗାଡି ଧକ୍କାରେ ବାଇକ ଅରୋହୀ ମୃତ୍ୟୁ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ଥାନା ରୁଣୀମହୁଲ ଛକ ନିକଟରେ ବିଳମ୍ବିତ ରାତିରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁକ ବ୍ୟକ୍ତି ଜଣକ ହେଲେ ଦେଓଗାଁ ଥାନା ଝରାବାହାଲ ଗାଁର ଗୋବିନ୍ଦ ବଗର୍ତ୍ତି ବୋଲି ଜଣାପଡିଛି । ଗୋବିନ୍ଦ ନିଜ ସମ୍ପର୍କୀୟଙ୍କୁ
Read More...

ଗତ ୨୪ ଘଂଟାରେ ୪୨୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୨୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୪୭ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୩୫୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୪୬ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

କନିଷ୍ଟ ବର୍ଗର ଶ୍ରେଣୀ-କ ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କ ଆଡ୍‌ହକ୍‌ ନିଯୁକ୍ତିକୁ ନିୟମିତ କଲେ ଓଡିଶା ସରକାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ୬୮ ଜଣ ଓଡ଼ିଶା ପ୍ରଶାସନିକ ଅଧିକାରୀ ଶ୍ରେଣୀ- କ(କନିଷ୍ଟ ବର୍ଗ)ଙ୍କ ଆଡ୍‌ହକ୍‌ ନିଯୁକ୍ତିକୁ ନିୟମିତ କରିଛନ୍ତି ଓଡିଶା ସରକାର । ଏଥିରେ ବଲାଙ୍ଗିର ଜିଲ୍ଲାର ଜିଲ୍ଲା ଉପନିବନ୍ଧକ ପଦ୍ମନାଭ ପୁରୋହିତ, ଲୋଅର ସୁକତେଲ ପ୍ରକଳ୍ପ ଜୋନ ଅଧିକାରୀ ଶଙ୍କର୍ଷଣ ପ୍ରଧାନ,
Read More...

ଖଇରାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ବୈଠକ

ସଂରକ୍ଷିତ ସରପଞ୍ଚ ଓ ବ୍ଲକ ଅଧ୍ୟକ୍ଷ ପଦବୀ ଗୁଡିକକୁ ତୁରନ୍ତ ଲାଗୁ ନେଇ ଉଠିଲା ଦାବୀ୩ ତାରିଖରେ ଜିଲ୍ଲାପାଳ ଅଫିସ ଘେରାଉ ପାଇଁ ନିଷ୍ପତ୍ତି ବଙ୍ଗୋମୁଣ୍ଡ, (ମନୀଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଖଇରା ଗାଁର ଖେଳ ପଡିଆଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ବଙ୍ଗୋମୁଣ୍ଡା
Read More...

ମନ୍ଦିରରୁ ଚୋରି ସାମଗ୍ରୀ ଜବତ : ଦୁଇ ଗିରଫ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଥାନା ଅନ୍ତର୍ଗତ କୁମୁଣ୍ଡାଲ ଗ୍ରାମର ପ୍ରସିଦ୍ଧ ନୀଳକଣ୍ଠେଶ୍ଵର ମନ୍ଦିରରୁ ଶନିବାର ବିଳମ୍ବିତ ରାତ୍ରରେ ଚୋରି ହୋଇଥିବା ନେଇ ଡେଲାଙ୍ଗ ହାଟ ଫାଣ୍ଡିରେ ମନ୍ଦିର ସେବକ ହୁଲାସ ରଣା ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ମନ୍ଦିର କବାଟ ତାଲା
Read More...

ଆହ୍ଲାବାଦ ବ୍ୟାଙ୍କ ନିକଟରେ ଦୁର୍ଘଟଣା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ନବ ବର୍ଷର ଦ୍ବିତୀୟ ଦିନ ସନ୍ଧ୍ୟା ସମୟରେ ଚଟୁଅନକାସ୍ଥିତ ଆହ୍ଲାବାଦ ବ୍ୟାଙ୍କ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଦୁଇଟି ବାଇକ ମୁହାଁମୁହିଁ ହେବା ଫଳରେ ଚଟୁଅନକା ଗ୍ରାମର ଯୁଗୀ ପୁଟେଲ ଆହତ ହୋଇଥିଲେ । ଘଟଣା ସ୍ଥଳରେ
Read More...

ଜଡ଼ାଗଞ୍ଜାରେ ଶ୍ରୀ ଅରବିନ୍ଦ ପାଠଚକ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଅରବିନ୍ଦ ପାଠଚକ୍ର ସଂଗଠନ, ବରଗଡ ଜିଲ୍ଲା ଆନୁକୂଲ୍ୟରେ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଳକ ଅନ୍ତର୍ଗତ ଜଡାଗଞା ଗ୍ରାମରେ ବ୍ଳକ ଆବାହକ ଧନପତି ଦେବତାଙ୍କ ସଂଯୋଜନାରେ ଶ୍ରୀ ଅରବିନ୍ଦ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି ।
Read More...

ଶିଶୁପୁତ୍ରକୁ କିଡନେପ୍ କରି ୧୦ ଲକ୍ଷ ଟଙ୍କା ଦାବୀ କଲେ ଦୁବୃର୍ତ୍ତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ସହର ଉପକଣ୍ଠ ସିମେଣ୍ଟ ନଗରରୁ ରବିବାର ସନ୍ଧ୍ୟାରେ ଜଣେ ୫ବର୍ଷର ଶିଶୁପୁତ୍ରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଶିଶୁଟି ଖେଳୁଥିବା ବେଳେ କିଛି ଦୁବୃର୍ତ୍ତ ତାଙ୍କୁ ଉଠାଇ ନେଇଥିବା ଜଣାପଡିଛି । ତେବେ ଅପହୃତ ଶିଶୁ ବରଗଡ଼ ସିମେଣ୍ଟ
Read More...

ରକ୍ତଦାନ କଲେ ଯୁବ କୁଲୁତା ସମାଜର ଦୁଇ ସଦସ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରକ୍ତଦାନ କରି ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ନୂତନ ବର୍ଷରେ ତାର କାର୍ଯ୍ୟକ୍ରମ ଆରମ୍ଭ କରିଛି । ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ମାଲିସିଉଡି ଗ୍ରାମର ମକରଧ୍ୱଜ ପଧାନ (୫୯) ଓ ତରଭା ବ୍ଲକ ପୂର୍ଣ୍ଣପାଣି ଗ୍ରାମର ଲାଲ ବିଶି (୬୭)
Read More...

ନୂତନ ବର୍ଷରେ କଳାକାର ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଭଟଲିଠାରେ ଦଧିବାମନ କଳାକାର ସଂଘ ପକ୍ଷରୁ ବ୍ଲକ ସ୍ତରୀୟ କଳାକାର ସମାବେଶ ଅନୁଷ୍ଠିତ ହୋଇଛି । ଆଜି ଅନୁଷ୍ଠିତ ବୈଠକରେ ପଶ୍ଚିମ ଓଡ଼ିଶା କଳାକାର ମହାସଂଘର ଅଧକ୍ଷ ଚୈତନ୍ୟ ପାଇକ, ସମ୍ପାଦକ ଗୋପବନ୍ଧୁ ପୁରୋହିତ, ମିଳିତ କଳାକାର ମଞ୍ଚର ସଭାପତି ଶଙ୍କର
Read More...