pakka

କନିଷ୍ଟ ବର୍ଗର ଶ୍ରେଣୀ-କ ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କ ଆଡ୍‌ହକ୍‌ ନିଯୁକ୍ତିକୁ ନିୟମିତ କଲେ ଓଡିଶା ସରକାର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ୬୮ ଜଣ ଓଡ଼ିଶା ପ୍ରଶାସନିକ ଅଧିକାରୀ ଶ୍ରେଣୀ- କ(କନିଷ୍ଟ ବର୍ଗ)ଙ୍କ ଆଡ୍‌ହକ୍‌ ନିଯୁକ୍ତିକୁ ନିୟମିତ କରିଛନ୍ତି ଓଡିଶା ସରକାର । ଏଥିରେ ବଲାଙ୍ଗିର ଜିଲ୍ଲାର ଜିଲ୍ଲା ଉପନିବନ୍ଧକ ପଦ୍ମନାଭ ପୁରୋହିତ, ଲୋଅର ସୁକତେଲ ପ୍ରକଳ୍ପ ଜୋନ ଅଧିକାରୀ ଶଙ୍କର୍ଷଣ ପ୍ରଧାନ, ଗୁଡଭେଲା ବିଡିଓ ବିନୋଦ ନାୟକ ତଥା ବରଗଡ଼ ଜିଲ୍ଲାର ବିଜେପୁର ତହସିଲ୍‌ଦାର୍‌ ଆର୍ତ୍ତତ୍ରାଣ ଥାଟି ସାମିଲ୍‌ ରହିଛନ୍ତି ।

Leave A Reply

Your email address will not be published.

1 + 1 =