Monthly Archives

January 2022

କେନ୍ଦୁପତ୍ର କର୍ମଚାରୀ ସଂଘ ଦ୍ୱାରା ଶ୍ରମିକ ନେତା ବିଶ୍ଵନାଥ ପଣ୍ଡିତଙ୍କ ଜୟନ୍ତୀ ପାଳିତ : ସାମ୍ବାଦିକମାନଙ୍କୁ ସଂଘ…

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦୁପତ୍ର ସଂଘର ପ୍ରତିଷ୍ଠାତା ଓଡ଼ିଶାର ବିଶିଷ୍ଟ ଶ୍ରମିକ ନେତା ସ୍ୱର୍ଗତ ବିଶ୍ଵନାଥ ପଣ୍ଡିତଙ୍କ ୧୦୨ ତମ ଜୟନ୍ତୀ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ, ପଦ୍ମପୁର ଡିଭିଜନ ଦ୍ବାରା ପାଇକମାଲ କେନ୍ଦୁପତ୍ର ଡାକ ବଙ୍ଗଳାଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର
Read More...

ବିଜେଡି ସମିତି ସଭ୍ୟ ଓ ଅବସରପ୍ରାପ୍ତ ଆର୍‌ଆଇଙ୍କ ବିଜେପିରେ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବ୍ୟବହିତ ପୂର୍ବରୁ ପଦ୍ମପୁର ଅଞ୍ଚଳରେ ମିଶ୍ରଣ ପର୍ବ ବିଜେପିର ବ୍ୟାପକ ଭାବେ ଚାଳିଛି । ଆଜି ବିଜୁ ଜନତା ଦଳର ପାଇକମାଲ ବ୍ଲକ କେଛୋଦାଦର ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଶ୍ରୀମତୀ ଅଁଏଲା ଧରୁଆ ସହ ତାଙ୍କ ସ୍ବାମୀ ସମାରୁ
Read More...

ସଇଁନ୍ତଲାରେ ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ଆରମ୍ଭ

ସଇଁନ୍ତଲା, (ଅଜିତ କୁମାର ସାହୁ) : କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜିଠାରୁ ରାଜ୍ୟରେ ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଡାକ୍ତରଖାନା ପରିସରରେ ଟିକାକରଣର ଶୁଭାରମ୍ଭ ହୋଇଯାଇଛି । ୧୫ରୁ ୧୮ ବର୍ଷର କଲେଜ,
Read More...

ପାଟଣାଗଡ ବ୍ଲକରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ଶୁଭାରମ୍ଭ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲାରେ ଆଜକୁ ପ୍ରାୟ ୬ ବର୍ଷ ହେବ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଅନବରତ ଭାବରେ ସାମାଜିକ କାର୍ଯ୍ୟ କରିଆସୁଛି । ଜିଲ୍ଲାରେ ୩୦ରୁ ଅଧିକ ଶାଖାରେ ଏବେ ଯୁବ ପିଢ଼ି ସମାଜସେବା କ୍ଷେତ୍ରରେ କାମ କରୁଛନ୍ତି । ଆଜି ପାଟଣାଗଡ଼ ବ୍ଲକରେ ମଧ୍ୟ ଏହାର
Read More...

ପିଆରୀ ସାହୁଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ କଛାରପାଲିର ପିଆରୀ ସାହୁଙ୍କ ଶନିବାର ଦିନ ପରଲୋକ ହୋଇଯାଇଥିବା ସୂଚନା ମିଳିଛି । ସୂଚନା ଅଦୁସାରେ ସେ ବୃଦ୍ଧାବସ୍ଥା ଯୋଗୁଁ ଶଯ୍ୟାସାୟୀ ଥିଲେ । ପୁଅ ବିଦ୍ୟାଧର ସାହୁ, ବଡ ଝିଅ ମାଧୁରୀ ସାହୁ, ସାନ ଝିଅ ବୁଇ ସାହୁ ସମେତ ପରିବାର ବର୍ଗ ଓ ନାତି
Read More...

ଭୀମଡ଼ୁଙ୍ଗରୀ ତଳେ ୧୪ ଟିକିଆ ହାତୀପଲ : ନଷ୍ଟ କରିଦେଲେ ଧାନ ସହ ପନିପରିବା, ଚିନ୍ତାରେ ଚାଷୀ

ଦେଓଗାଁ, (ମନୀଷ କୁମାର ସାହୁ) : ଭୀମଡ଼ୁଙ୍ଗରୀ ତଳେ ୧୪ ଟିକିଆ ହାତୀପଲ ଧାନ ସହ ପନିପରିବା ସବୁ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଆସନ୍ତା ୪ ତାରିଖ ଦିନ ଆପଣ ମଣ୍ଡିରେ ଧାନ ବିକ୍ରି କରିପାରିବେ, ସେଥିପାଇଁ ଆପଣଙ୍କୁ ମୋବାଇଲ ମାଧ୍ୟମରେ ଜଣାଇ ଦିଆଗଲା ବୋଲି ରୁଗୁଡ଼ିପାଲି
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଦିବାସୀଙ୍କୁ ଅଣଦେଖା ନେଇ ଅସନ୍ତୋଷ : ପୂର୍ବତନ ମନ୍ତ୍ରୀ ତଥା ଆଦିବାସୀ ନେତା…

ସଇଁନ୍ତଲା, (ଅଜିତ କୁମାର ସାହୁ) : ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନରେ ଆଦିବାସୀ ଓ ପଛୁଆ ବର୍ଗଙ୍କୁ ରାଜ୍ୟ ସରକାର ଅଣଦେଖା କରୁଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିଥିବା ନେଇ ଆଜି ପୂର୍ବତନ ମନ୍ତ୍ରୀ ତଥା ଆଦିବାସୀ ନେତା ସୁରେନ୍ଦ୍ର
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନମ୍ବର ୧୦ରୁ ଜଣେ ଚିହ୍ନଟ ହୋଇଥିବା ବେଳେ ୱାର୍ଡ ନମ୍ବର ୨ରୁ ୪ ଜଣ ଓ କଣ୍ଟାବାଞ୍ଜି ଏନ୍‌ଏସି
Read More...

ବଲାଙ୍ଗିରରେ ଆଦିବାସୀଙ୍କ ଘନଘୋର ରଣ ହୁଙ୍କାର : ଟାଙ୍ଗୀ, ତରୱାଲ, ଧନୁ, ତୀର ତଥା ପାରମ୍ପରିକ ଅସ୍ତ୍ରଶସ୍ତ୍ର ନେଇ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜି ଆଦିବାସୀ ମାନଙ୍କ ଏକ ବିଶାଳ ରାଲି ଦେଖିବାକୁ ମିଳିଛି । ଆଦିବାସୀଙ୍କ ରଣ ହୁଙ୍କାରରେ ପ୍ରକମ୍ପିତ ହୋଇଛି ସହର । ଧନୁ, ତୀର, ଟାଙ୍ଗୀ, ତରୱାଲ ଆଦି ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଦେଇ ଆଦିବାସୀ ମାନେ ସହରର ବିଭିନ୍ନ ଦିଗରୁ ବିଶାଲ ପଟୁଆର
Read More...

ସାମ୍ବାଦିକ ଭବନ ଠାରେ ମାତା ସାବିତ୍ରୀ ବାଇ ଫୁଲେ ଜୟନ୍ତୀ ସମାରୋହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ପଶ୍ଚିମ ଓଡିଶା ମହିଳା ସଂଗଠନ ତରଫରୁ ମାତା ସାବିତ୍ରୀ ବାଇ ଫୁଲେ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରୀମତୀ ସବିତା ନନ୍ଦ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ତରଭା ଏଇଏସ୍‌ କଲେଜର ଅଧ୍ୟକ୍ଷା
Read More...