pakka

ପିଆରୀ ସାହୁଙ୍କ ପରଲୋକ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ କଛାରପାଲିର ପିଆରୀ ସାହୁଙ୍କ ଶନିବାର ଦିନ ପରଲୋକ ହୋଇଯାଇଥିବା ସୂଚନା ମିଳିଛି । ସୂଚନା ଅଦୁସାରେ ସେ ବୃଦ୍ଧାବସ୍ଥା ଯୋଗୁଁ ଶଯ୍ୟାସାୟୀ ଥିଲେ । ପୁଅ ବିଦ୍ୟାଧର ସାହୁ, ବଡ ଝିଅ ମାଧୁରୀ ସାହୁ, ସାନ ଝିଅ ବୁଇ ସାହୁ ସମେତ ପରିବାର ବର୍ଗ ଓ ନାତି ପ୍ରଦିପ କୁମାର ସାହୁ, ବଡ ସାହୁ, ଦିଲୀପ ସାହୁ, ଦୀପକ ସାହୁ, ହେମନ୍ତ ସାହୁ, ସନତ, ସୁରଥ, ରାଜେଶ, ରେସମା, ସସ୍ମିତା, ରଶ୍ମିତା ସହ ବନ୍ଧୁ ବାନ୍ଧବ ତାଙ୍କ ମୃତ୍ୟୁ ସମୟରେ ଉପସ୍ଥିତ ଥିଲେ । ତାଙ୍କର ଶେଷକୃତ୍ୟ ଦେଓଗାଁ ସୋନଗଡ ନଦୀରେ କରାଯାଇଥିଲା ।

Leave A Reply

Your email address will not be published.

three × one =