pakka

ବଲାଙ୍ଗିରରେ ଆଦିବାସୀଙ୍କ ଘନଘୋର ରଣ ହୁଙ୍କାର : ଟାଙ୍ଗୀ, ତରୱାଲ, ଧନୁ, ତୀର ତଥା ପାରମ୍ପରିକ ଅସ୍ତ୍ରଶସ୍ତ୍ର ନେଇ ବିଚ୍‌ ବଜାରରେ ବିଶାଳ ରାଲି ପ୍ରଦର୍ଶନ କଲେ ଆଦିବାସୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜି ଆଦିବାସୀ ମାନଙ୍କ ଏକ ବିଶାଳ ରାଲି ଦେଖିବାକୁ ମିଳିଛି । ଆଦିବାସୀଙ୍କ ରଣ ହୁଙ୍କାରରେ ପ୍ରକମ୍ପିତ ହୋଇଛି ସହର । ଧନୁ, ତୀର, ଟାଙ୍ଗୀ, ତରୱାଲ ଆଦି ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଦେଇ ଆଦିବାସୀ ମାନେ ସହରର ବିଭିନ୍ନ ଦିଗରୁ ବିଶାଲ ପଟୁଆର ନେଇ ବାଦ୍ୟ ଯନ୍ତ୍ରର ତାଳେ ତାଳେ ମାଡି ଆସୁଥିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାର ଧାଣା ସ୍ଥଳକୁ । ସରକାରଙ୍କ ବିପକ୍ଷରେ କଟୁ ଶ୍ଲୋଗନ ଦେଇ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଜବରଦସ୍ତ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.

12 − 1 =