Monthly Archives

January 2022

ସମାଡାଙ୍କି ଜଙ୍ଗଲରେ ଗଳିତ ଶବ ଉଦ୍ଧାର

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ଥାନା ଘଣ୍ଟାପଡା ଫାଣ୍ଡି ଅଧିନସ୍ଥ ଉମା ପଞ୍ଚାୟତ ଅନ୍ତର୍ଗତ ସମାଡାଙ୍କି ଗ୍ରାମର ଫୁଲିଝରନ୍ ଜଳପ୍ରପାତକୁ ଯାଇଥିବା ଜଙ୍ଗଲି ରାସ୍ତା ପାର୍ଶ୍ବରୁ ଏକ ଯୁବକର ଗଳିତ ଶବ ଉଦ୍ଧାର । ଉକ୍ତ ଅଞ୍ଚଳ ବୌଦ୍ଧ-କନ୍ଧମାଳ ଜିଲ୍ଲାର ସୀମାନ୍ତବର୍ତ୍ତୀ ଇଲାକା ଏବଂ
Read More...

ସୌନ୍ଦର୍ଯ୍ୟକରଣ ପାଇଁ ୧୧୦ ପ୍ରକାର ଫୁଲଚାରା ରୋପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନବବର୍ଷ ଆରମ୍ଭରେ ଗତକାଲି ଡେଲାଙ୍ଗ ବ୍ଲକ ପରିସରକୁ ସୌନ୍ଦର୍ଯ୍ୟକରଣ ଓ ସୁସ୍ଥ ପରିବେଶ ପାଇଁ ୧୧୦ ପ୍ରକାର ଫୁଲଚାରା ରୋପଣ କରାଯାଇଛି । ପ୍ରକୃତିର ସୌଦର୍ଯ୍ୟଭରା ପରିବେଶ ସୃଷ୍ଟି ନେଇ ବ୍ଲକ ପରିସରରେ ବିଡ଼ିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ବ୍ଲକ ଅଧ୍ୟକ୍ଷ
Read More...

ଜିଲ୍ଲା ପ୍ରଶାସନ ପକ୍ଷରୁ ବସ୍ତି ପୁନଃସ୍ଥାପନ ପାଇଁ ଲଟେରି ଦ୍ୱାରା ଇନ୍ଦିରା ନଗର ଓ ଇଚ୍ଛାପଡାର ୩୨୧ ଜଣଙ୍କୁ ଜାଗା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ ଓ ପୌରପରିଷଦ ମିଳିତରେ ବସ୍ତି ପୁନଃସ୍ଥାପନ ପାଇଁ ଲଟେରି ମାଧ୍ୟମରେ “ଜାଗା ମିଶନ’ ଯୋଜନାରେ ଜାଗା ଆବଣ୍ଟନ କାର୍ଯ୍ୟକ୍ରମ ଗତକାଲି ଅପରାହ୍ନରେ ସ୍ଥାନୀୟ କଲେଜ ଛକ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ
Read More...

ମହିଳାଙ୍କ ଦାବୀ – ଆମକୁ ପାଇଖାନା ଦିଅ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ୱଚ୍ଛ ଭାରତ ଅଭିଯାନ ଅନୁଯାୟୀ ଭାରତର ଘରେ ଘରେ ପାଇଖାନା । ଓଡ଼ିଶାରେ ମଧ୍ୟ ଗାଁକୁ ଓ ମା'ଙ୍କୁ ସମ୍ମାନର ନାରା ତେବେ ବରଗଡ଼ ଜିଲ୍ଲାର ବରଗଡ଼ ବ୍ଲକ ଅନ୍ତର୍ଗତ କୁରୁଆ ଗ୍ରାମ ପଞ୍ଚାୟତ ଅଧୀନ ବାଉଁସେନପାଲି ଗ୍ରାମରେ ଏ ପର୍ୟ୍ୟନ୍ତ ଗୋଟିଏ ହେଲେ ପାଇଖାନା
Read More...

କନିଷ୍ଠ ଶିକ୍ଷକ ଆଶାୟୀ ସଂଘର ବିକ୍ଷୋଭ ପ୍ରଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ଆଜି ଦୁଇ ଦଫା ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦୁଇ ଦଫା ଦାବୀ ମଧ୍ୟରେ ବରଗଡ଼ ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ
Read More...

ଭାଗବତ ପ୍ରସାଦ ନନ୍ଦ ଶ୍ରଦ୍ଧାଞ୍ଜଳି ସମାବେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଥିଲା ଭାଗବତ ପ୍ରସାଦ ନନ୍ଦଙ୍କ ଜନ୍ମଭୂମି । ଏ ମାଟିର ପାଣି ପବନରେ ଗଢା ସେଇ ପୁଣ୍ୟାତ୍ମ ମଣିଷଙ୍କ ଜୀବନକୁ, କର୍ମର ଧାରାକୁ ନେଇ ଆଗାମୀ ପିଢି ନିଜକୁ ପ୍ରସ୍ତୁତ କରିପାରିବ, ସମାଜର ମଙ୍ଗଳ ପାଇଁ ବୋଲି ଆଜି ବଲାଙ୍ଗିରରେ ସ୍ୱର୍ଗତ ଭାଗବତ ପ୍ରସାଦ
Read More...

ଅବସରପ୍ରାପ୍ତ ଶିକ୍ଷକ ଗିରିଧାରୀ ମେହେରଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅବସରପ୍ରାପ୍ତ ସୁଦୁକ୍ଷ ଶିକ୍ଷକ ଗିରିଧିରୀ ମେହେରଙ୍କ ବାଦିକଟା ଗ୍ରାମ ପଞ୍ଚାୟତ ସାପଲହର ନିଜ ବାସଭବନ ଠାରେ ଗତ ରବିବାର ଦିନ ପରଲୋକ ହୋଇଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା ।
Read More...

ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣରେ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ କଲେ ଏସ୍ଏଚ୍‌ଜି ମହିଳା ବୃନ୍ଦ ଓ…

ତୁରେକେଲା, (କୈଳାଶ ସଗ୍ରିଆ) : ବଡବାଙ୍କି ଗ୍ରା.ପ. ଅନ୍ତର୍ଗତ ସାଲେମୁଣ୍ଡା ଗାଁରୁ କନ୍ଦ୍ଇ ଗ୍ରା.ପ. ଅନ୍ତର୍ଗତ ଟିକ୍ରାପଡା ଗାଁକୁ ଯାଇଥିବା ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣରେ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଟିକ୍ରାପଡା ଛୁଟିଗୁଡି ଛକ୍ ଯାହାକି
Read More...

ଅପହୃତ ବାଳକକୁ ଉଦ୍ଧାର କଲେ ପୋଲିସ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଏସିସି ସିମେଣ୍ଟ କାରଖାନାର ବରିଷ୍ଠ ଅଧିକାରୀ ଜମିଲ ଖାଁଙ୍କ ନାବାଳକ ପୁଅକୁ ରବିବାର ସନ୍ଧ୍ୟାରେ ସିମେଣ୍ଟନଗର କଲୋନୀରୁ ଅପହରଣ କରି ନିଆଯାଇଥିଲା । କିନ୍ତୁ ପୁଲିସ ତନାଘନା ପରେ ଅପହରଣକାରୀ ବିଳମ୍ବିତ ରାତିରେ ତାକୁ ଆଣି ଘରଠାରୁ ପ୍ରାୟ ୧ କିଲୋମିଟର
Read More...

ସଂରକ୍ଷିତ ପଦବୀ ଦାବୀରେ ଆଦିବାସୀ ସଂଘର ଶସସ୍ତ୍ର ବିକ୍ଷୋଭ

ସଂରକ୍ଷଣ ଲାଗୁ ନ କଲେ ନିର୍ବାଚନ କରାଇ ଦେବୁ ନାହିଁ : ଆଦିବାସୀ ସଂଘ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ସମ୍ବିଧାନରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ପଦବୀ ଗୁଡିକ ପାଇଁ ଆରକ୍ଷଣ ବ୍ୟବସ୍ଥା ରହିଛି । କିନ୍ତୁ ବଲାଙ୍ଗିର ଜିଲ୍ଲା ସମେତ ଓଡିଶାର ୨୩ଟି ଜିଲ୍ଲାର
Read More...