pr

ବିଜେଡି ସମିତି ସଭ୍ୟ ଓ ଅବସରପ୍ରାପ୍ତ ଆର୍‌ଆଇଙ୍କ ବିଜେପିରେ ଯୋଗଦାନ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବ୍ୟବହିତ ପୂର୍ବରୁ ପଦ୍ମପୁର ଅଞ୍ଚଳରେ ମିଶ୍ରଣ ପର୍ବ ବିଜେପିର ବ୍ୟାପକ ଭାବେ ଚାଳିଛି । ଆଜି ବିଜୁ ଜନତା ଦଳର ପାଇକମାଲ ବ୍ଲକ କେଛୋଦାଦର ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଶ୍ରୀମତୀ ଅଁଏଲା ଧରୁଆ ସହ ତାଙ୍କ ସ୍ବାମୀ ସମାରୁ ଧରୁଆ ଏବଂ ଅବସରପ୍ରାପ୍ତ ଆର୍‌ଆଇ ଇଶ୍ଵର ନାୟକ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନିବାସରେ ବିଜେପି ମଣ୍ତଳ ସଭାପତି କୌଲାସ ଦିଶ୍ରୀ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ କୁମୁଦିନୀ ସାହୁ, ପୁରନ୍ଦର ସାହୁ, ପୂର୍ବତନ ସରପଞ୍ଚ ଦୁଃଶାସନ କୁମ୍ଭାର, ରାଜ ମହମ୍ମଦ, ଲଳିତ ସାହୁ, ଉଚ୍ଚବ ପଟ୍ଟନାୟକ, ପବିତ୍ର ପ୍ରଧାନ, ମନୋଜ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.