Monthly Archives

January 2022

୫ ମାସ ହେଲା ଅଚଳ ପଡ଼ିଛି ପାନୀୟ ଜଳ ପ୍ରକଳ୍ପ : ଶୀଘ୍ର ମରାମତି ନ କଲେ ଆନ୍ଦୋଳନକୁ ଓହ୍ଲାଇବେ ଯୁବନେତା ଦେବେନ୍ଦ୍ର…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଦର ଗ୍ରାମ ଯୋଖିପାଲିର ଲିଟିପାଲି ରାସ୍ତା କଡରେ ଥିବା ଗଭୀର ନଳକୂପ ଦୀର୍ଘମାସ ଧରି ଅଚଳ ହୋଇପଡିଛି ଯାହାଦ୍ୱାରା ୨ ନମ୍ବର ୱାର୍ଡବାସୀ ହଇରାଣ ହେଉଥିବା ଅଭିଯୋଗ ହେଉଛି । ଏହି କାମ
Read More...

ଆଜିଠୁ ପ୍ରବଳ ଶୀତରେ ଥରିବ ୫ ଜିଲ୍ଲା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବର୍ତ୍ତମାନ ରାଜ୍ୟରେ ପାଗ ଶୁଖିଲା ରହିଛି । ବରଗଡ଼, ଅନୁଗୋଳ, ଭବାନୀପାଟଣା, ଫୁଲବାଣୀ, ଟିଟିଲାଗଡ଼, ପାରଳାଖେମୁଣ୍ଡି ଆଦି ଅଞ୍ଚଳରେ ଭୋର୍‌ ସମୟରେ ଘନ କୁହୁଡ଼ି ଦେଖାଯାଉଛି । ଆଜି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ
Read More...

ବିଜେଡି କର୍ମୀଙ୍କ କଂଗ୍ରେସରେ ଯୋଗଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ମିର୍ଦ୍ଧାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଅଗାଁ ଗ୍ରାମର ବରିଷ୍ଠ ବିଜେଡି କର୍ମୀ ପୂର୍ବତନ ୱାର୍ଡ ମେମ୍ବର ମଟିଆ ଜାଲ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଆଦର୍ଶ ଏବଂ ତାଙ୍କ ଉନ୍ନୟନାଭିମୁଖୀ କାର୍ୟ୍ୟକ୍ରମରେ ଆସ୍ଥା ପ୍ରକଟ
Read More...

ଜାତୀୟସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ବଡ଼ମାଲର ୧୧ ଜଣ ଖେଳାଳି ସାମିଲ

ସଇଁନ୍ତଲା, (ଅଜିତ କୁମାର ସାହୁ) : ମଧ୍ୟପ୍ରଦେଶର ଅନୁପପୁର ଜିଲ୍ଲାର କାତମା ନଗର ସ୍ଥିତ କୁସାଭାଉ ଠାକରେ ମଙ୍ଗଳ ଭବନଠାରେ ଇଣ୍ଡିଆନ ଟାଇକୋଣ୍ଡୋ ୟୁନିୟନ ପକ୍ଷରୁ ଅନୁଷ୍ଠିତ ଚତୁର୍ଥ ନ୍ୟାସନାଲ ଟାଇକୋଣ୍ଡୋ ପ୍ରତିଯୋଗୀତାରେ ରାଜ୍ୟରୁ ୪୦ ଜଣ ପ୍ରତିଭାଶାଳି ଟାଇକୋଣ୍ଡୋ ଖେଳାଳି ସାମିଲ ହୋଇଥିବା
Read More...

ନିଷ୍ଠା ପରିବାର ମହିଳା ଶାଖାର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅଗ୍ରଗାମୀ ଯୁବକ ସଂଘ, ବରଗଡଠାରେ ନବବର୍ଷ-୨୦୨୨ ପାଳନ ଅବସରରେ ନିଷ୍ଠା ପରିବାର, ମହିଳା ଶାଖାର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ସ୍ବେଚ୍ଛାକୃତ ମହିଳା ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଶିବିରକୁ ସମ୍ବାଦ ପାଠିିକା(ଏଆଇଆର୍‌) ଓ କବୀୟତ୍ରି ଶ୍ରୀମତୀ
Read More...

ଲୋଇସିଂହା ମାନାଛକଠାରେ ନୂତନ ବର୍ଷକୁ ସ୍ୱାଗତ ସମାରୋହ

ଲୋଇସିଂହା, (କେପିଏନ୍‌ଏସ୍‌) : ନବବର୍ଷ-୨୦୨୨କୁ ସ୍ୱାଗତ କରିବା ପାଇଁ ଲୋଇସିଂହା ମାନାଛକଠାରେ ଶିଶୁମାନଙ୍କୁ ନେଇ ଏକ କାର୍ୟ୍ୟକ୍ରମ ଆୟୋଜିତ ହୋଇଯାଇଛି । ଛୋଟ ପିଲାମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ ପାଇଁ ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏଥିରେ ନଯୁ
Read More...

ଓଡ଼ିଶାରେ ଦଳିତ ଆଦିବାସୀ ବିରୋଧୀ ସରକାର ଚାଲିଛି – ଡ. ବିଭୁ ତରାଇ

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଅନୁଗୁଳ ଜିଲ୍ଲାରେ ବିଜେପି ଏସ୍‌ସି ମୋର୍ଚ୍ଚାର ଜିଲ୍ଲା କାର୍ଯ୍ୟକାରିଣୀ ଏବଂ ସମ୍ବିଧାନ ଗୌରବ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜେପି ରାଜ୍ୟ ଏସ୍‌ସି ମୋର୍ଚ୍ଚା ସଭାପତି ତଥା ପ୍ରାକ୍ତନ ସାଂସଦ ଡ. ବିଭୁ ପ୍ରସାଦ ତରାଇ ମୁଖ୍ୟ ଅତିଥି ଭାବେ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନମ୍ବର ୧୦ରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ମଦ ପାଉଚ୍‌, ମଦ ବୋତଲ ଓ ୟୁଜ୍‌ ଏଣ୍ଡ ଥ୍ରୋ ଗ୍ଲାସରେ ପରିପୂର୍ଣ୍ଣ ଅଳିଆ ଗଦା : ବେଆଇନ ମଦ କାରବାର ବଢୁଛି ବଲାଙ୍ଗିର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବିଭିନ୍ନ ନିଛାଟିଆ ସ୍ଥାନରେ ଦେଖିବାକୁ ମିଳୁଛି ଗଦା ଗଦା ମଦ ପାଉଚ୍‌, ମଦ ବୋତଲ ଓ ୟୁଜ୍‌ ଏଣ୍ଡ୍‌ ଥ୍ରୋ ଗ୍ଲାସ । ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି ଯେ ବେଆଇନ ମଦ କାରାବାର ବଢୁଛି ବଲାଙ୍ଗିର ସହରରେ । ଦେଶୀ କୁଚିଆ ମଦ ବେପାରୀ ସହରର
Read More...

୫୦ ବର୍ଷର ସ୍ଵର୍ଣ୍ଣିମ ଇତିହାସ, ତଥାପି ସମସ୍ୟା ଜର୍ଜରିତ ବରପିଟା ସରକାରୀ ପ୍ରାଥମିକ ବିଦ୍ୟାଳୟ

ଆମ ଗାଁ ସ୍କୁଲ ଭଙ୍ଗା ଘରେ ଚକାଜହ୍ନ ସଦୃଶ : ବରପିଟା ଗ୍ରାମବାସୀ ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ଦେଉଳ ଗାଁ ପଞ୍ଚାୟତ ବରପିଟା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ୧୯୭୧ ମସିହାରେ ସ୍ଥାପିତ ହୋଇଛି । ବିଦ୍ୟାଳୟର ସ୍ଥାପିତ ଦିନ ଠାରୁ ୫୦ଟି ବସନ୍ତ ଅତିକ୍ରମ କରି
Read More...