Monthly Archives

January 2022

ସ୍ୱୟଂ ସହାୟକ ଗୋଷ୍ଟୀ ପକ୍ଷରୁ ସ୍ୱଚ୍ଛତା ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଳକ ବରିକେଲ ପଞ୍ଚାୟତ ସିଂହନପୁର ଗ୍ରାମରେ ସ୍ୱୟଂ ସହାୟକ ଗୋଷ୍ଟୀ ପକ୍ଷରୁ ଗ୍ରାମରେ ସ୍ୱଚ୍ଛ ଅଭିଯାନ । ସଭାନେତ୍ରୀ ପଦ୍ମିନୀ ପୁରୋହିତ ଏବଂ ସମ୍ପାଦିକା ପଦ୍ମିନୀ ପାଣ୍ଡେଙ୍କ ନେତୃତ୍ୱରେ ପ୍ରାୟ ୧୮ ଜଣ ମହିଳା ଉପସ୍ଥିତ ରହି ସଫେଇ
Read More...

ଜିଲ୍ଲାସ୍ତରୀୟ ଗୋଲଡେନ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଉ ଦିନ କେଇଟା ପରେ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଖଇରପାଲି ହାଇସ୍କୁଲ ପଡ଼ିଆଠାରେ ଆରମ୍ଭ ହେବ ୯ ତମ ଜିଲ୍ଲାସ୍ତରୀୟ ଗୋଲଡେନ ଷ୍ଟାର କ୍ରିକେଟ କପ୍‌ । ଏନେଇ ଜୋରଦାର ଚାଲିଛି ପ୍ରସ୍ତୁତି । ଆସନ୍ତା ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ କ୍ରିକେଟ
Read More...

ଯୁବକବି ତଥା ଉଦ୍‌ଘୋଷକଙ୍କ ମାତୃବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାର ଜଣାଶୁଣା ଯୁବକବି ତଥା ଅଲ୍‌ ଇଣ୍ଡିଆ ରେଡିଓ, ରାଉରକେଲାର ଉଦ୍‌ଘୋଷକ ଅଶୋକ କୁମାର ରାଉତଙ୍କ ମାତା ତିଳୋତ୍ତମା ରାଉତ (୬୬)ଙ୍କର ହୃଦଘାତରେ ବିୟୋଗ ହୋଇଯାଇଛି । ସ୍ୱର୍ଗତା ରାଉତ ଜଣେ ଧର୍ମପରାୟଣା ମହିଳା ଥିଲେ । ସୂଚନା ଯୋଗ୍ୟ ଯେ, ଦୁଇ ମାସ ତଳେ
Read More...

୮ଦଫା ଦାବୀ ପୂରଣ ଦାବୀରେ ପ୍ରତୀକ ଧାରଣା ୩ୟ ଦିନରେ

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : କୋଷାଗୁମଡା ବ୍ଲକ୍ କୋଡ଼ିଙ୍ଗା ଅଞ୍ଚଳ ବିକାଶ ପରିଷଦ ପକ୍ଷରୁ ୮ଦଫା ଦାବୀ ନେଇ ଗତ ଗୁରୁବାର ଦିନଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦିଆଯାଇଥିବା ପ୍ରତୀକ ଧର୍ମଘଟ ଆଜି ୩ୟ ଦିନରେ ପହଞ୍ଚିଛି । ଆଜି ଧାରଣା ସ୍ଥଳକୁ ଯୁବ କଂଗ୍ରେସ ନେତା ରାଜେଶ ଯାନୀ,
Read More...

ବରିଷ୍ଠ ସମାଜସେବୀ ତଥା ଅବସରପ୍ରାପ୍ତ ଶିକ୍ଷକ ବୀରେନ୍ଦ୍ର ନାଥ ବାଣୁଆ ଆଉ ନାହାନ୍ତି

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବରିଷ୍ଠ ସମାଜସେବୀ ତଥା ଅବସରପ୍ରାପ୍ତ ଶିକ୍ଷକ ବୀରେନ୍ଦ୍ର ନାଥ ବାଣୁଆଙ୍କ ଆଜି ୮୯ବର୍ଷ ବୟସରେ ଅପରାହ୍ନ ଦୁଇ ଘଂଟା ସମୟରେ ନିଜ ପାଇକପଡ଼ା ବାସଭବନରେ ପରଲୋକ ହେଇଯାଇଛି । ଶିକ୍ଷକତା
Read More...

ଖପ୍ରାଖୋଲ ଡାକ୍ତରଖାନା ଠାରେ ରକ୍ତଦାନ ଶିବିର : ୧୪ ୟୁନିଟ ରକ୍ତ ସଂଗ୍ରହ

ଖପ୍ରାଖୋଲ, (ଗୋରେଖ ନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଡାକ୍ତରଖାନା ଠାରେ ଶନିବାର ଦିନ ଯୁବ ସ୍ୱେଛାସେବୀ ସନ୍ତୋଷ କୁମାର ପଟ୍ଟନାୟକଙ୍କ ଜନ୍ମଦିବସ ଉପଲକ୍ଷେ ଆମ ଓଡିଶା ଏବଂ ବଲାଙ୍ଗୀର ସ୍ୱେଛାସେବୀ ସଂଗଠନ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ସରୋଜ
Read More...

ପୂର୍ବ ସରକାରରେ ଅପରାଧୀ ଏବଂ ମାଫିଆ ବେଆଇନ ଦଖଲ୍‌ ଟୁର୍ନାମେଣ୍ଟ ଖେଳୁଥିଲେ : ପିଏମ୍‌ ମୋଦୀ

ମେରଠ (ଉତ୍ତରପ୍ରଦେଶ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ୭୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏକ କ୍ରୀଡ଼ା ବିଶ୍ୱବିଦ୍ୟାଳୟକୁ ମେରଠକୁ ଉପହାର ଦେଇଛନ୍ତି । ମେରଠରେ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀଙ୍କୁ କଡ଼ା ଆକ୍ରମଣ କରିଥିଲେ ।
Read More...

ଦିଲ୍ଲୀରେ କରୋନା ସଂକ୍ରମଣ କ୍ଷୀପ୍ର, ସିଏମ୍ କେଜ୍ରିୱାଲ କହିଲେ – ଭୟଭୀତ ହେବାର ଆବଶ୍ୟକତା ନାହିଁ,…

ନୂଆଦିଲ୍ଲୀ : ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୨୭ ହଜାର ୫୫୩ ଟି ନୂଆ କରୋନା ମାମଲା ନିଶ୍ଚିତ ହୋଇଛି । ଏହା ବ୍ୟତୀତ କରୋନା କାରଣରୁ ୨୮୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୯ ହଜାର ୨୪୯ ରୋଗୀ ଆରୋଗ୍ୟ ହୋଇ ଡାକ୍ତରଖାନାରୁ ଡିସଚାର୍ଜ
Read More...

ଅନୁସୂଚିତ ଜନଜାତିଙ୍କ ସଂରକ୍ଷଣ ପାଇଁ ବିଜେପି ପକ୍ଷରୁ ଦାବୀ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲାରେ ଅନୁସୂଚିତ ଜାତିଙ୍କ ପାଇଁ ଆସନ୍ତା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ କୌଣସି ସ୍ଥାନ ସଂରକ୍ଷଣ ରଖାଯାଇ ନଥିବାରୁ ଜିଲ୍ଲାସାରା ଆଦିବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶକ ପାଇଥିବା ବେଳେ ଏନେଇ ବୌଦ୍ଧ ଜିଲା ବିଜେପି ଅନୁସୂଚିତ ଜନଜାତିର ସଭାପତି
Read More...

ମଦ ବନ୍ଦ କରିବା ପାଇଁ ଅଣ୍ଟା ଭିଡ଼ିଲେ ମହିଳା : ମଦ ବେପାରୀଙ୍କୁ ଚେତାବନୀ

ବେଆଇନ କୁଚିଆ ମଦ ବେପାରୀ ଉପରେ ପ୍ରଶାସନର ଲଗାମ ନାହିଁ, ଗାଁ ବିଶୃଙ୍ଖଳା ପାଇଁ ବିଭାଗୀୟ ଅଧିକାରୀ ଦାୟୀ : ମ‌ହିଳା ଗୋଷ୍ଠୀ ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଯୋଗୀମୁଣ୍ଡା ଗ୍ରା:ପ: ଅନ୍ତର୍ଗତ ଠକପଡା ଗ୍ରାମରେ ବେଆଇନ ଭାବରେ ଅସାମାଜିକ ବ୍ୟକ୍ତି ମାନେ ମଦ ବିକ୍ରି
Read More...