pakka

ଜଡ଼ାଗଞ୍ଜାରେ ଶ୍ରୀ ଅରବିନ୍ଦ ପାଠଚକ୍ର

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଅରବିନ୍ଦ ପାଠଚକ୍ର ସଂଗଠନ, ବରଗଡ ଜିଲ୍ଲା ଆନୁକୂଲ୍ୟରେ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଳକ ଅନ୍ତର୍ଗତ ଜଡାଗଞା ଗ୍ରାମରେ ବ୍ଳକ ଆବାହକ ଧନପତି ଦେବତାଙ୍କ ସଂଯୋଜନାରେ ଶ୍ରୀ ଅରବିନ୍ଦ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଧାକାନ୍ତ ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗଦେଇ ଥିବା ବେଳେ ଦେବରାଜ ବେହେରା, ରମେଶ ସାହୁ, ଜୟପ୍ରକାଶ ଦାଶ ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇଥିଲେ । ମୁକେଶ ମୁରାରି କେଡିଆ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।

Leave A Reply

Your email address will not be published.

12 + 17 =