Monthly Archives

January 2022

ଚନ୍ଦନଭାଟୀ ହାଇସ୍କୁଲ ଭାବ୍ କୁଟୁମ୍‌ର ରୌପ୍ୟ ଜୟନ୍ତୀରେ ବନ୍ଧୁ ମିଳନ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଆଜି ସ୍ଥାନୀୟ ଚନ୍ଦନଭାଟୀ ନଦୀ ମୁହାଣରେ ୧୯୯୬ ହାଇସ୍କୁଲ ବ୍ୟାଚ୍‌ର ରୌପ୍ୟ ଜୟନ୍ତୀରେ ବନ୍ଧୁ ମିଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳ ୧୦ଟା ସମୟରେ ପ୍ରଥମେ ସମସ୍ତ ବନ୍ଧୁ ଓ ବାନ୍ଧବୀମାନଙ୍କୁ ସ୍ଵାଗତ କରାଯାଇଥିଲା । ଏହି ବର୍ଷ କମିଟି ତା'ର
Read More...

୨୧ତମ ତେରେସିଂହା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ହାଇସ୍କୁଲ ଖେଳ ପଡ଼ିଆରେ ଦୈତାରୀ ମେମୋରିଆଲ୍ ଗେମ୍ସ ଏଣ୍ଡ୍ ସ୍ପୋର୍ଟସ୍ ଏସୋସିଏସନ୍ ଆନୁକୂଲ୍ୟରେ ୨୧ତମ ତେରେସିଂହା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଘାଟିତ ହୋଇଯାଇଛି ।
Read More...

ଆସନ୍ତା ୧୧ରୁ ୧୪ ତାରିଖ ମଧ୍ୟରେ ବଲାଙ୍ଗିର ଜିଲ୍ଲା ପାଇଁ ବର୍ଷା ପୂର୍ବାନୁମାନ ସଂପର୍କରେ ଟୁଇଟ୍‌ କରି ସତର୍କ କରାଇଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା୧୧ରୁ ୧୪ ତାରିଖ ମଧ୍ୟରେ ବଲାଙ୍ଗିର ଜିଲ୍ଲା ପାଇଁ ବର୍ଷା ପୂର୍ବାନୁମାନ ସଂପର୍କରେ ବଲାଙ୍ଗିର ଜିଲ୍ଲାପାଳଙ୍କ ପକ୍ଷରୁ ଟୁଇଟ୍‌ କରି ସତର୍କ କରାଯାଇଛି । ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ବରଗଡ, ବଲାଙ୍ଗିର, ସୋନପୁର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ
Read More...

କଣ୍ଟାମାଳ କଲେଜ ଯୁକ୍ତଦୁଇ ୨୦୦୫ ବ୍ୟାଚର ବନ୍ଧୁ ମିଳନ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଟିକ୍ରାପଡା ତେଲନଦୀ ଘାଟରେ କଣ୍ଟାମାଳ ପଞ୍ଚାୟତ କଲେଜ ଯୁକ୍ତଦୁଇ ୨୦୦୫ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ପୁରାତନ ଛାତ୍ର ହରିପ୍ରସାଦ ସାହୁଙ୍କ ନେତୃତ୍ତ୍ବ ଓ ବିଶ୍ବଜିତ ବରାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ
Read More...

କିରାବାହାଲ-ଛତାମଖନା ସେତୁ ଉଦ୍‌ଘାଟନ କଲେ ନରସିଂହ

ଗ୍ରାମାଞ୍ଚଳକୁ ଆର୍ଥିକ ସମୃଦ୍ଧି ଦିଗରେ ଆଗେଇ ନେବ ଏହି ସେତୁ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବହୁ ପ୍ରତିକ୍ଷିତ କିରାବାହାଲ-ଛତାମଖନା ସେତୁ ଲୋକାର୍ପିତ ହୋଇଯାଇଛି । ଏହି ସେତୁ ପାଇଁ ଲୋକେ ଦୀର୍ଘ ଦିନରୁ ଦାବୀ କରିଆସୁଥିଲେ । ଜାତୀୟ ରାଜପଥକୁ ଆସିବା ପାଇଁ ସୁକତେଲ
Read More...

ଦୀର୍ଘ ୧୨ ଘଣ୍ଟା ପର୍ଯ୍ୟନ୍ତ କୂଅ ଭିତରେ ପଡ଼ି ରହିବା ପରେ ଉଦ୍ଧାର ହେଲା ହାତୀ ଛୁଆ

ମୟୁରଭଞ୍ଜ : ଦୀର୍ଘ ୧୨ ଘଣ୍ଟା ପର୍ଯ୍ୟନ୍ତ କୂଅ ଭିତରେ ପଡ଼ି ରହିବା ପରେ ଅଗ୍ନିଶମ ବିଭାଗ ଓ ବନବିଭାଗର ମିଳିତ ଉଦ୍ୟମ ପରେ ହାତୀଛୁଆ ଉଦ୍ଧାର ହୋଇଥିବା ଜଣାପଡିଛି । ହାତୀ ଛୁଆଟି କୂଅରେ ପଡ଼ିଯିବା ପରେ ହାତୀପଲ ତାକୁ ଜଗି ବସିଥିଲେ । ତେବେ ଏମିତି ଏକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲାର ମୋରଡା
Read More...

ସ୍ୱସ୍ତି ସାହିତ୍ୟ ସଂସଦ ଓ ଗୋପବନ୍ଧୁ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଓ ସ୍ୱସ୍ତି ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ଆସର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସ୍ବସ୍ତିର ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ନବ ବର୍ଷକୁ
Read More...

ପୁରେନା ଗ୍ରାମରେ ଶ୍ରୀ ବୁଢାଦେଓ ପୂଜା ସମାପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ତା ଗ୍ରାମ ପଞ୍ଚାୟତ ପୁରେନା ଶ୍ରୀ ବୁଢାଦେଓ ମନ୍ଦିରଠାରେ ପୌଷ ଶୁକ୍ଳ ପକ୍ଷ ସପ୍ତମୀ ତିଥିରେ ଜଗତ ଛଦିଆ ଗୋଣ୍ଡ ବଂଶୀୟ ପୁଟିଙ୍କ ଆରାଧ୍ୟ ଦେବତା ଶ୍ରୀ ବୁଢାଦେଓ ପୂଜା ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି ।
Read More...

ସଂକଳ୍ପ ପରିବାରର ବାର୍ଷିକ ସମୀକ୍ଷା ବୈଠକ

ବରଗଡ, (ନିରୋଜ କୁମାର ପାଣୀ) : ସମାଜସେବୀ ସଙ୍ଗଠନ ସଂକଳ୍ପ ପରିବାରର ବାର୍ଷିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂକଳ୍ପ ପରିବାର ପକ୍ଷରୁ ବିଗତ ଦିନ ମାନଙ୍କରେ ସମାଜସେବା କ୍ଷେତ୍ରରେ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା ଏବଂ ଆଗାମୀ ଦିନରେ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୯

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୯ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ଆଗଲପୁର ଗ୍ରା.ପ. ଓ ଉପରବରହାଲ ଗ୍ରା.ପ.ରୁ ଜଣେ ଲେଖାଏଁ, ବଲାଙ୍ଗିର ବ୍ଲକ ଖୁଣ୍ଟପାଲି ଗ୍ରା.ପ., ଶିବତଲା ଗ୍ରା.ପ.,
Read More...