Monthly Archives

January 2022

ଦେଓଗାଁ ସାପ୍ତାହିକ ବଜାରରେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ : ମାକ୍ସ ଚେକିଙ୍ଗ୍‌ ବେଳେ ୫ଜଣଙ୍କ ମୋବାଇଲ ଫୋନ୍ ଚୋରି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସାପ୍ତାହିକ ହାଟରୁ ୫ଟି ମୋବାଇଲ୍ ଫୋନ୍ ଚୋରି ହୋଇଥିବା ଦେଓଗାଁ ଥାନାରେ ଗତକାଲି ଅଭିଯୋଗ ହୋଇଛି । ବଜାର ଭିତରେ ପୁଲିସ ମାସ୍କ ଯାଞ୍ଚ କରୁଥିବା ସମୟରେ ଏହି ଚୋରି ହୋଇଥିବା ଜଣାପଡ଼ିଛି । ଥାନା ପଛପଟେ ବସୁଥିବା ହାଟରୁ ପୁଲିସର ଉପସ୍ଥିତିରେ ଚୋରମାନେ
Read More...

ସିର୍କୀ ଘାଇଠାରେ ବହୁ ପ୍ରତିକ୍ଷିତ ଇକୋ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ସିର୍କୀ ଘାଈଠାରେ ନିର୍ମାଣ ହେବାକୁ ଥିବା ବହୁ ପ୍ରତିକ୍ଷିତ ଇକୋ ପାର୍କର ଭିତ୍ତିପ୍ରସ୍ଥର ଦେଇଛନ୍ତି ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ
Read More...

ବୀର ବାଜି ରାଉତ ସେନା ସଂଗଠନ ପକ୍ଷରୁ ବୈଠକ ଅନୁଷ୍ଠିତ

ଢେଙ୍କାନାଳ, (ତାପସ ଦାସ) : ବୀର ବାଜି ରାଉତ ସେନା ସଂଗଠନ ପକ୍ଷରୁ ବାରିହାପୁର ସ୍ଥିତ ଶିବ ମନ୍ଦିରଠାରେ ଗତକାଲି ଏକ ବିଶେଷ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ପ୍ରକାରର ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା । ସଂଗଠନର ମୁଖ୍ୟ ଉପସଭାପତି ସିପୁନ ସାହୁ ତାଙ୍କର ବିବରଣୀ ପ୍ରକାଶ
Read More...

କୁନି ଝିଅର ଉଚ୍ଚ ଆକାଂକ୍ଷା- ମୁଁ ଜର୍ଜ ହେବି ମ୍ୟାଡମ

ପାଟଣାଗଡ଼, (ଗୋରେଖନାଥ ବରିହା) : ଛୋଟ କୁନି ଝିଅ ମୁଁ ଜର୍ଜ ହେବି ମ୍ୟାଡମ ଅପରାଧୀମାନଙ୍କୁ ଉଚିତ୍ ଦଣ୍ଡ ଦେବି ବୋଲି କହିଥିବା ବିଷୟ ଏପରି ଏକ ଛୋଟ ଝିଅର ଫୋଟୋ ସହ ନିଜେ ପ୍ରସାଶନିକ ଅଧିକାରିଣୀ ଝିଅକୁ ନିଜ ସିଟରେ ବସାଇ ସୋସିଆଲ ମିଡିଆରେ ଛାଡିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ
Read More...

ହରିହର ହାଇସ୍କଲର ୧୯୯୬ ବ୍ୟାଚ୍‌ ବନ୍ଧୁ ମିଳନ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ଯୋଗୀସର୍ଡା ହରିହର ହାଇସ୍କଲର ୧୯୯୬ ବ୍ୟାଚ୍‌ର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍କୁଲର ସମସ୍ତ ପୁରାତନ ଛାତ୍ରଛାତ୍ରୀ ମାନେ ନିଜ ନିଜର ସପରିବାର ଜମା ହୋଇଥିଲେ । ଗତ ୨୦୨୧ ମେ’ ମାସ ୯ ତାରିଖ ଦିନ ଜଣେ ସହପାଠୀ ନିମାଇଁ ଚରଣ ନାଗ
Read More...

ମିଳିତ ପ୍ରାଥମିକ ଶିକ୍ଷକ ସଂଘର ବୈଠକ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ପଲସଗୋରା ହାଇସ୍କୁଲଠାରେ ଏକ ଜରୁରୀ ବୈଠକ ସଭାପତି ନିଳାଞ୍ଚଳ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଥିରେ ମୃତ ଶିକ୍ଷକଙ୍କ ପାଇଁ ନିରବ ପ୍ରାର୍ଥନା କରିଥଲେ । ବୈଠକରେ ଯୁଗ୍ମ ସଂପାଦକ ରଂଜୁ ଅମାତ ବୈଠକର ଉଦେଶ୍ୟ ସମ୍ପର୍କରେ ଆଲୋକପାତ
Read More...

ପ୍ରଜାକୋର୍ଟରେ ନକ୍ସଲଙ୍କ ବର୍ବର କାଣ୍ଡ : ୩ ଜଣଙ୍କୁ ଗଳାକାଟି ହତ୍ୟା

ମାଲକାନଗିରି : ପ୍ରଜାକୋର୍ଟରେ ୩ ଜଣଙ୍କୁ ନୃଶଂସ ଭାବେ ହତ୍ୟା କରିଛନ୍ତି ନକ୍ସଲମାନେ । ପଡୋଶୀ ରାଜ୍ୟ ଛତିଶଗଡର ବିଜାପୁର ଜିଲ୍ଲା ଜାଙ୍ଗଲା ଥାନା ଅଂଚଳରେ ନକ୍ସଲଙ୍କ ବର୍ବର ତଥା ନୃଶଂସ କଳା କାରନାମା ସାମ୍ନାକୁ ଆସିଛି । ନକ୍ସଲମାନେ ପ୍ରଜାକୋର୍ଟରେ ୩ ଜଣ ଗ୍ରାମୀଣଙ୍କୁ ଗଳାକାଟି ନିର୍ମମ
Read More...

ଦେଶରେ କୋଭିଡ -୧୯ର ସାମ୍ପ୍ରତିକ ପରିସ୍ଥିତି ନେଇ ପିଏମ ମୋଦୀଙ୍କ ସମୀକ୍ଷା

ନୂଆଦିଲ୍ଲୀ : ଦେଶରେ କୋଭିଡ-୧୯ ସଂକ୍ରମଣ ବଢ଼ୁଥିବା ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସନ୍ଧ୍ୟାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସାମ୍ପ୍ରତିକ ପରିସ୍ଥିତିର ସମୀକ୍ଷା କରିଛନ୍ତି । ସରକାରୀ ସୂତ୍ରରୁ ଏହି ସୂଚନା ଦିଆଯାଇଛି । ଭିଡିଓ କନଫରେନ୍ସ ଜରିଆରେ ଅନୁଷ୍ଠିତ
Read More...

ହୀରା ସିମେଣ୍ଟ ଶ୍ରମିକ ସଂଘର ସାଧାରଣ ପରିଷଦ ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସିମେଣ୍ଟ ନଗରଠାରେ ହୀରା ସିମେଣ୍ଟ ଶ୍ରମିକ ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ମହେନ୍ଦ୍ର କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରଗଡ଼ ସିମେଣ୍ଟ କାରଖାନାର ନିର୍ଦ୍ଦେଶକ ଅଙ୍କୁର ଅଗ୍ରୱାଲ, ମହାପ୍ରବନ୍ଧକ
Read More...

ରାଜ ବୋଡାସମ୍ବର କୃଷକ ସଙ୍ଗଠନ ଗାଇସିଲେଟ ବ୍ଲକର କମିଟି ଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତର ଚାଷୀମାନଙ୍କୁ ନେଇ ଅରବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ବସିଥିଲା । ଏହି ସଭାରେ ରାଜ ବୋଡା ସମ୍ବର କୃଷକ ସଙ୍ଗଠନ ଗଠନ କରିବା ସହିତ ଚାଷୀମାନଙ୍କ ସବୁ ପରିସ୍ଥିତିରେ ଏହି
Read More...