ସମାଜସେବୀଙ୍କ ହସ୍ତକ୍ଷେପ ପରେ ପକ୍ଷାଘାତ ରୋଗରେ ପୀଡିତ ମହିଳା ପାଇଲେ ହୁଇଲଚେୟାର
କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ମହାଜନଗୁଡା ଗାଁର ମଥୁରା ବେଶ୍ରାଙ୍କୁ ଯଶୋବନ୍ତ ରଣାଙ୍କ ହସ୍ତକ୍ଷେପରୁ ହୁଇଲଚେୟାର ମିଳିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ସେ ଦୀର୍ଘଦିନରୁ ପକ୍ଷାଘାତ ରୋଗରେ ପୀଡ଼ିତ ଥିଲେ । ତାଙ୍କୁ ଶୌଚାଳୟ ନେବା!-->…
Read More...
Read More...