Monthly Archives

January 2022

ବାଦୀପଡା-ସଇଁନ୍ତଲା ବ୍ରିଜ ନିର୍ମାଣ ଦାବୀରେ ଜାତୀୟ ରାଜପଥ ଅବରୋଧ କଲେ ଅଂଚଳବାସୀ : ପ୍ରଶାସନର ପ୍ରତିଶ୍ରୁତି ପରେ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଜି ବାଦୀପଡା-ସଇଁନ୍ତଲା ବ୍ରିଜ ନିର୍ମାଣ ଦାବୀରେ ଜାତୀୟ ରାଜପଥ-୨୬ ଡାକ ବଙ୍ଗଳାଠାରେ ରାସ୍ତା ଅବରୋଧ କରାଯାଇଥିଲା । ଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇ ବନ୍ଦ ହୋଇ ପଡିଥିଲା । କୋଶଲ ସମନ୍ୱୟ ସମିତି ସଇଁନ୍ତଲା ଶାଖା ପକ୍ଷାୁ କରାଯାଇଥିବା ଜଳ…
Read More...

ମିଶନ ଶକ୍ତି ସହାୟତାରେ ଭୀମ ଭୋଇ ମେଡିକାଲ୍‌ କଲେଜ ହସ୍‌ପିଟାଲ୍‌ରେ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ବିଶେଷ ବ୍ୟବସ୍ଥା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମ ଭୋଇ ମେଡିକାଲ୍‌ କଲେଜ ହସ୍‌ପିଟାଲ୍‌ରେ ବର୍ତ୍ତମାନ ମିଶନ ଶକ୍ତି ସହାୟତାରେ ରୋଗୀଙ୍କ ସମ୍ପର୍କୀୟଙ୍କ ସୁବିଧା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି । ଏଣିକି ରୋଗୀଙ୍କ ସମ୍ପର୍କୀୟମାନେ ଆଉ ହଇରାଣ ହେବେନାହିଁ । ବିଶ୍ରାମ ନେବା ପାଇଁ, ଗାଧୋଇବା…
Read More...

ବଲାଙ୍ଗିର ସହରରେ ଟାଉନ ପୋଲିସ ପକ୍ଷରୁ ଅମାନିିଆଁଙ୍କ ଠୁ କଡା ଫାଇନ ଆଦାୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାରେ କରୋନା ସଂକ୍ରମଣ କମିବାର ନାଁ ନେଉ ନାହିଁ । ଓଲଟା ବଢି ବଢି ଚାଲିଛି । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସହରର ସବୁ ଆଡେ ଜନସାଧାରଣଙ୍କୁ ସଚେତନ କରାଯାଉଥିଲେ ସୁଦ୍ଧା କିଛି ଅମାନିଆଁ ଜମାରୁ ମାନୁ ନାହାନ୍ତି । ଏଥିପାଇଁ ପୋଲିସକୁ ଅବଳମ୍ବନ…
Read More...

ବାଦୀପଡା-ସଇଁନ୍ତଲା ବ୍ରିଜ ନିର୍ମାଣ ଦାବୀରେ କୋଶଲ ସମନ୍ୱୟ ପକ୍ଷରୁ ଜଳ ସତ୍ୟାଗହ ଆନ୍ଦୋଳନ : ସାମିଲ ହେଲେ ପୂର୍ବତନ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ରାଜନେତା ମାନଙ୍କ ଅବହେଳା ଯୋଗୁଁ ୫ଟି ପଞ୍ଚାୟତର ଲୋକେ ନିର୍ଭର କରୁଥିବା ସଇଁନ୍ତଲା - ବାଦୀପଡା ବ୍ରିଜ ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଥିବା ବେଳେ ଏହାକୁ ନେଇ ଅନେକ ଥର ବାଦ ବିବାଦ ସୃଷ୍ଟି ହୋଇସାରିଛି ।…
Read More...

ଚନ୍ଦନଭାଟୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୧୯୯୯ ମାଟ୍ରିକ ବ୍ୟାଚର ବନ୍ଧୁମିଳନ ସମାରୋହ ଅନୁଷ୍ଠିତ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଦୀର୍ଘ୨୩ ବର୍ଷ ପରେ ଚନ୍ଦନଭାଟୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୧୯୯୯ ମାଟ୍ରିକ ବ୍ୟାଚର ବନ୍ଧୁମିଳନ ସମାରୋହ ସପରିବାର ସହ କଅଁଗା ଖେଳପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରିୟନାଥ ଦଣ୍ଡସେନା ସଭାପରିଚାଳନା କରିଥିବା ବେଳେ ଦିଲୀପ ମହାକୁର, ମଣ୍ଟୁ…
Read More...

ପେକ୍ସଗୁଡ଼ିକରେ ଚାଲିଛି ମିଲର୍ସଙ୍କ ରାଜ୍‌ : କଟ୍‌ନି ଛଟ୍‌ନିର ହରଡ଼ ଘଣାରେ ଚାଷୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାର ଅଧିକାଂଶ ପେକ୍ସରେ ମିଲର୍ସଙ୍କ ରାଜ୍‌ ଚାଲିଥିବା ବେଳେ କଟ୍‌ନି ଛଟ୍‌ନିର ହରଡ଼ ଘଣାରେ ଦଳି ହୋଇଯାଉଛନ୍ତି ଚାଷୀମାନେ । ଖୋଲମ୍‌ଖୋଲା ନକଲି ଚାଷୀଙ୍କ ନାଁରେ ଦଲାଲ୍‌ ମାନେ ଧାନ ବିକ୍ରି କରୁଥିବା ବେଳେ ମିଲର୍ସ ନିଜ ଫାଇଦା ପାଇଁ ସ୍ୱକୀୟ ମର୍ଜିରେ…
Read More...

ୟୁଟ୍ୟୁବରେ ମୁକ୍ତିଲାଭ କଲା ସମ୍ବଲପୁରୀ ଆଲବମ୍ “ଗାଲ ଗୁଲାବୀ”

ପଦ୍ମପୁର, (ନିରୋଜ କୁମାର ପାଣି) : ପଦ୍ମପୁର ସହର କଳା ଓ ସଂସ୍କୃତିର ଗନ୍ତାଘର ହୋଇଥିବା ବେଳେ ଏଠାକାର କଳାକାର ନାଟକ ହେଉ ବା ସଙ୍ଗୀତ - ନୃତ୍ୟ ହେଉ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି । ଠିକ ସେହିପରି ଡିଜିଟାଲ ପ୍ଲାଟଫର୍ମରେ ମଧ୍ୟ କଳା ପ୍ରଦର୍ଶନ…
Read More...

ମିଷ୍ଟର ଏଣ୍ଡ ମିସ୍‌ ଏମ୍ପାରିୟଲ କ୍ଲାସିସ୍‌ ୨୦୨୨ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ୍‌ହଲ ଠାରେ କାଲିଆ ବଡିବିଲ୍‌ଡିଙ୍ଗ୍‌ ଏଣ୍ଡ ଫିଟ୍‌ନେସ୍‌ ଫେଡେରେସନ୍‌ ତରଫରୁ ମିଷ୍ଟର ଏଣ୍ଡ ମିସ୍‌ ଏମ୍ପାରିୟଲ କ୍ଲାସିସ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ସନ୍ତୋଷ ମହାଲିଙ୍ଗ୍‌, ସମ୍ପାଦକ ରଞ୍ଜନ ମହାନ୍ତି, ଯୁଗ୍ମ ସମ୍ପାଦକ…
Read More...

ନବନିର୍ମିତ ପଞ୍ଚାୟତ ଗୃହ ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା, (ମନୀଷ କୁମାର ହଂସ) : ବଙ୍ଗୋମୁଣ୍ଡା ବ୍ଲକ କୁଣ୍ଡାବୁଟଲାର ନବନିର୍ମିତ ପଞ୍ଚାୟତ ଗୃହ ଉଦ୍‌ଘାଟିତ ହୋଇଛି । ସରପଞ୍ଚ ହରିବନ୍ଧୁ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ…
Read More...

କଣ୍ଟାବାଞ୍ଜି ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡେ଼ାର ଷ୍ଟାଡ଼ିୟମର ଭୂମିପୂଜନ

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : କଣ୍ଟାବାଞ୍ଜି ବାଳିକା ହାଇସ୍କୁଲ ପଛପଟେ ନିର୍ମାଣ ହେବାକୁ ଥିବା ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡେ଼ାର ଷ୍ଟାଡ଼ିୟମର ରବିବାର ଭୂମିପୂଜା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଡିସେମ୍ବର ୧୬ ତାରିଖ ଦିନ ଭର୍ବୁଆଲ ମୋଡ଼୍‌ରେ ଏହାର…
Read More...