Monthly Archives

January 2022

ମ.ରାମପୁରେ ବେଡ଼ମିଣ୍ଟନ ପ୍ରତିଯୋଗିତା : ସିଜନ୍ ଦୁଇ

ମ.ରାମପୁର (ହେମନ୍ତ ସାହୁ) : ମ.ରାମପୁର ବେଡ଼ ମିଣ୍ଟନ ଆସୋସିଏସନ୍ ତରଫରୁ ବେଡ଼ ମିଣ୍ଟନ ସିଜନ ଦୁଇ ଅବସରରେ ବେଡ଼ ମିଣ୍ଟନ ପ୍ରତିଯୋଗିତା ହାଇସ୍କୁଲ ଛକ ନିକଟରେ ଆୟୋଜିତ ହେଇଯାଇଛି । କଳାହାଣ୍ଡି ବେଡ଼ ମିଣ୍ଟନ ଆସୋସିଏସନ୍ର ସଭାପତି ପ୍ରଦୀପ ଦାଶଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ଏହି
Read More...

ବିଲେଇସର୍ଡା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ବଲାଙ୍ଗିର ଚମ୍ପିଆନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ବିଲେଇସର୍ଡା ଖେଳ ପଡିଆରେ ସ୍ଥାନୀୟ ଫୁଟବଲ ଏସୋସିଏସନ ପକ୍ଷରୁ ଆୟୋଜିତ ୭୮ତମ ଆଞ୍ଚଳିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଗତ ୦୯/୦୧/୨୦୨୨ ରବିବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳରେ ମ୍ୟାଚଟି ଖୁବ୍‌ ସଂଘର୍ଷପୂର୍ଣ୍ଣ
Read More...

ମ.ରାମପୁରରେ ଆଜି ୫ କୋଭିଡ଼ ପଜିଟିଭ୍ ଚିହ୍ନଟ : ସାପ୍ତାହିକ ବଜାରରେ ଗହଳି ଏଡ଼ାଇବାକୁ ତତ୍ପର ହେଉ ପ୍ରଶାସନ, ଅଧାଲୋକଙ୍କ…

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରରେ ଆଜି ପାଞ୍ଚଜଣ କୋଭିଡ଼ ପଜିଟିଭ ଚିହ୍ନଟ ହେଇଥିବା ଜଣାଯାଇଛି । ଚଳିତ ସମୟରେ ଚାଲିଥିବା କୋଭିଡ଼ରେ ଆଜି ପ୍ରଥମଥର ପାଞ୍ଚଜଣ କୋଭିଡ଼ ପଜିଟିଭ ଆସିବା ପରେ ଏବେ ଲୋକଙ୍କର ସଚେତନ ହେବାର ବେଳ ଆସିଛି । ତେବେ କୋଭିଡ଼ ନିୟନ୍ତ୍ରଣ ପାଇଁ
Read More...

ଆଦ୍ୟାଶକ୍ତି ନାରୀ ସଂଗଠନର ସପ୍ତମ ପ୍ରତିଷ୍ଠା ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବାହ୍ନରେ ଲିଟେରାରୀ ଏଣ୍ଡ ସୋସିଆଲ କ୍ଲବରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆଦ୍ୟାଶକ୍ତି ନାରୀ ସଂଗଠନର ସପ୍ତମ ପ୍ରତିଷ୍ଠା ଦିବସ ସଭାନେତ୍ରୀ କସ୍ତୁରୀ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ କବିତା ମିଶ୍ର ଅତିଥି ପରିଚୟ ପ୍ରଦାନ
Read More...

ବୁଢାବାହାଲର ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଉଦ୍‌ଘାଟନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବୁଢାବାହାଲ ନୂତନ ପଞ୍ଚାୟତ କାର୍ୟ୍ୟାଳୟକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ସରପଞ୍ଚ କପିଳ ଭୋଇ ଶୁଭ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ମୃତ୍ୟୁଞ୍ଜୟ ହୋତା ଓ ମୁଖ୍ୟ ପରିଚାଳକ ଗୌରୀ ଶଙ୍କର ସାହୁ, ଦକ୍ଷ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୧୦୪ : ଆସନ୍ତୁ ଜାଣିବା, କେଉଁଠୁ କେତେ……

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୪ ଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ଭରସୁଜା ଗ୍ରା.ପ., ରୋତ ଗ୍ରା.ପ.ରୁ ଜଣେ ଲେଖାଏଁ, ବଲାଙ୍ଗିର ବ୍ଲକ ସଦେଇପାଲି ଗ୍ରା.ପ., କୁଟୁମ୍‌ଡେ଼ାଲା ଗ୍ରା.ପ., ମିର୍ଦ୍ଦାପାଲି
Read More...

ସିଆର୍‌ପିଏଫ୍‌ ୧୮୯ ବାଟାଲିଅନ୍‌ର ସହାୟକ କମାଣ୍ଡେଣ୍ଟ ଶ୍ରୀମତୀ ନୀନା ଶର୍ମାଙ୍କ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ…

ବରଗଡ଼, (କେପିଏନ୍‌ଏସ୍‌) : ବରଗଡ଼ ଜିଲ୍ଲା ପାଇକମାଲ ଅଂଚଳର ସିଆରପିଏଫ୍‌ ୧୮୯ ବାହିନୀ ପକ୍ଷରୁ ଦୁଇଟି ଭିନ୍ନ ଭିନ୍ନ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରାଯାଇଛି । ନୃସିଂହନାଥ କ୍ରିକେଟ୍‌ କ୍ଲବ୍‌ ଦ୍ୱାରା ଅନୁଷ୍ଠିତ ୫ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବରଗଡ଼ ଏବଂ ବଲାଙ୍ଗିର ଜିଲ୍ଲାର ସମୁଦାୟ
Read More...

ବିଧାୟକଙ୍କ ଦ୍ୱାରା ଭତ୍ତାବଣ୍ଟନ ସମାରୋହ ଅନୁଷ୍ଠିତ

ତୁରେକେଲା, (କୈଳାଶ ସଗ୍ରିଆ) : ଆଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ଵାରା ନୂତନ ଭାବେ ପାଇବାକୁ ଥିବା ବିଧବା, ବାର୍ଦ୍ଧକ୍ୟ, ଭିନ୍ନକ୍ଷମ, ଅବିବାହିତ ଭତ୍ତା ବଣ୍ଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟବକ୍ତା ଭାବେ ଚେୟାରମେନ ଅନ୍ନୁ ଭୋଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ
Read More...

ଢେଙ୍କାନାଳ ରାଜଉଆସରେ ପସିଲା କରୋନା : ରାଜାରାଣୀଙ୍କ ସହିତ ଯୁବରାଜ ଆକ୍ରାନ୍ତ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ସହରସ୍ଥିତ ଦୁର୍ଗା ବଜାର ରାଜବାଟିକୁ ପଶିଛି କରୋନା । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜା କାମାକ୍ଷା ପ୍ରସାଦ ସିଂହଦେଓ, ତାଙ୍କ ପତ୍ନୀ ରାଣୀ ସାବିତ୍ରୀ ଦେବୀ ଓ ପୁତ୍ର ଯୁବରାଜ ଅମରଜ୍ୟୋତି ସିଂହଦେଓ କରୋନା ଆକ୍ରାନ୍ତ ଥିବା ଜଣାପଡିଛି । ସୂଚନା
Read More...

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରୋନା ସଂକ୍ରମିତ ହେଲେ

ନୂଆଦିଲ୍ଲୀ : କରୋନା ସଂକ୍ରମିତ ହୋଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏନେଇ ରାଜନାଥ ସିଂହ ଟ୍ୱିଟ କରି ଜଣାଇବା ସହ ନିଜକୁ ସଙ୍ଗରୋଧ ରଖିଥିବା କହିଛନ୍ତି । ଏହାସହ ତାଙ୍କ ମଧ୍ୟରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯାଉଥିବା ସେ ଜଣାଇଛନ୍ତି । ସେ କରିଥିବା ଟ୍ୱିଟରେ
Read More...