ଗଣ୍ଡ ସଂପ୍ରଦାୟର ବୁଢାଦେଓ ଯାତ୍ରା : ପଥରରେ ଛେଳିର ମୁଣ୍ଡକୁ ଛେଚି ବଳି
ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଆଭ୍ୟନ୍ତରୀଣ ପଂଚାୟତ ଉର୍ଲଦାନୀ ପଂଚାୟତର ଗଣ୍ଡ ସଂପ୍ରଦାୟର ବୁଢାଦେଓ ଯାତ୍ରା ରୀତିନୀତି ମତେ ଅନୁଷ୍ଠିତ ହେଇଯାଇଛି । ପ୍ରତିବର୍ଷ ପୌଷମାସରେ ହେଉଥିବା ଏହି ପର୍ବକୁ ବୁଢାଦେଓ ଯାତ୍ରା ବା ଖଳା ଯାତ୍ରା ନାମରେ ବେଶ ଜଣାଶୁଣା!-->…
Read More...
Read More...