Monthly Archives

January 2022

ଡେଲାଙ୍ଗ ବ୍ଲକରେ ୨୦୪ ଜଣ କୋଭିଡ ବୁଷ୍ଟର ଡୋଜ ଟୀକା ନେଲେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକରେ ସୋମବାର ଯେଉଁମାନେ କୋଭିଡିର ପ୍ରଥମ ଓ ଦ୍ଵିତୀୟ ଡୋଜ ନେଇଥିଲେ, ସେମାନଙ୍କୁ ତୃତୀୟ ଡୋଜ ବୁଷ୍ଟର ଟୀକା ଦେବା ଡେଲାଙ୍ଗ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଆରମ୍ଭ ହୋଇଛି । ବ୍ଲକରେ ବିଡ଼ିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କ ସମେତ ୨୫ ଷ୍ଟାଫ,
Read More...

ପ୍ରହରାଜପୁର ପ୍ରିମିଅର ଲିଗ୍‌ ଅନୁଷ୍ଠିତ : ଉତ୍ପଳା କିଙ୍ଗ୍‌ ଚାମ୍ପିୟନ, ଗୋପିନାଥ ରିଟନ୍ସ ରନର୍ସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରେଞ୍ଚ ପଞ୍ଚାୟତ ଅନ୍ତର୍ଗତ ପ୍ରହରାଜପୁର ମିନି ଷ୍ଟାଡିୟମ୍‌ରେ ରବିବାର ଛଅଟି ଦଳକୁ ନେଇ ପ୍ରହରାଜପୁର ପ୍ରିମିୟମ୍ ଲିଗ୍ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଯୁବ ନେତା ରାଧାମୋହନ ମୁଖ୍ୟ ଅତିଥି ରୂପେ, ସମ୍ମାନୀୟ ଅତିଥି ଭାବେ ଉଦୟପୁର୍ ଉଚ୍ଚ
Read More...

ଜନ୍ମଦିନରେ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ମହିଳା ବିଜୁ ଜନତା ଦଳ ସଭନେତ୍ରୀ ଶ୍ରୀମତୀ ନୀଳ କୁମାରୀ ନାଏକଙ୍କ ଜନ୍ମଦିନ ଅବସରରେ ଆଜି ଲଖନପୁର ପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରିଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ପକ୍ଷରୁ ଆୟୋଜିତ ଉକ୍ତ
Read More...

ସମ୍ଭାବ୍ୟ ତୃତୀୟ ଲହର କରୋନା ମୁକାବିଲା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : କରୋନାର ତୃତୀୟ ଲହର ଓମିକ୍ରନ୍‌ର ସଫଳ ମୁକାବିଲା କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଆଜି ତରଭା ବ୍ଲକ ଗସ୍ତ କରି ସାମ୍ପ୍ରତିକ ସ୍ଥିତିର
Read More...

ବଲାଙ୍ଗିରର ଝିଅ ଜାଗୃତି ପାଇଲେ ଜୁନିୟର ଫେଲୋସିପ୍ ଆୱାର୍ଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଝିଅ ଜାଗୃତି ରଥ ପାଇଛନ୍ତି ଜୁନିୟର ଫେଲୋସିପ୍ ଆୱାର୍ଡ । ତେବେ ତାଙ୍କ ଲୋକ ନୃତ୍ୟରେ ପାରଦର୍ଶିତା ଯୋଗୁଁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ସେ ଏହି ଆୱାର୍ଡ ପାଇଥିବା ସୂଚନା ମିଳିଛି । ତାଙ୍କର ଏହି ସଫଳତା ଯୋଗୁଁ ତାଙ୍କ ପାଖକୁ
Read More...

ଉଦ୍‌ଘାଟିତ ହେଲା ବଲାଙ୍ଗିର ସହରର ବିକ୍ରମ ହାଇଟ୍‌ସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବିକ୍ରମ ଛକ ଠାରେ ଅତ୍ୟାଧୁନିକ ମାର୍କେଟ କମ୍ପେ୍ଲକ୍ସ ବିକ୍ରମ ହାଇଟ୍‌ସ ଆଜି ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିବା ବେଳେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର
Read More...

ଦିଲ୍ଲୀରେ ରେଷ୍ଟୁରାଣ୍ଟ ଏବଂ ବାର୍‌ ବନ୍ଦ କରିବାକୁ ନିଷ୍ପତ୍ତି, ଡ଼ିଡ଼ିଏମ୍‌ଏ ନୂତନ ପ୍ରତିବନ୍ଧକ ଲଗାଇଲେ

ନୂଆଦିଲ୍ଲୀ : ଦିଲ୍ଲୀର ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଊଊଗଇ)ର ବୈଠକ ପରେ ଦିଲ୍ଲୀରେ କରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲ ସୋମବାର କଟକଣାକୁ ଅଧିକ କଡା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରେଷ୍ଟୁରାଣ୍ଟ ଏବଂ ବାର୍‌ଗୁଡିକ ବନ୍ଦ
Read More...

ବିହାର ସିଏମ ନୀତୀଶ କୁମାର କରୋନା ପଜିଟିଭ୍‌

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ବିହାରର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀଙ୍କ କରୋନା ପରୀକ୍ଷାରେ ପଜିଟିଭ ଆସିଛି । ଡାକ୍ତରଙ୍କ ପରାମର୍ଶରେ ସେ ଘରେ ଅଲଗା ରହିଛନ୍ତି । କୋଭିଡ ପାଇଁ
Read More...

ସଇଁନ୍ତଲା ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ମହିଳା ଆସନ ସଂରକ୍ଷିତ : ୨୨ ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ରାଜ ନିର୍ବାଚନ ପାଇଁ ନିର୍ବାଚନ କମିଶନ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ସରକାର ଏ ନେଇ ଆବଶ୍ୟକ ପ୍ରସ୍ତୁତି ଜାରୀ ରଖିଛନ୍ତି । ଏ କ୍ରମରେ ପ୍ରାଥମିକ ସଂରକ୍ଷିତ ତାଲିକାକୁ ବ୍ୟାପକ ପରିବର୍ତନ କରାଯାଇ ଚୂଡାନ୍ତ ତାଲିକା ଗତ
Read More...

ରାଜ୍ୟପାଳଙ୍କୁ ଭେଟିଲେ ରାଜ୍ୟ ନିର୍ବାଚନ କମିସନର୍‌ : ପଞ୍ଚାୟତ ନିର୍ବାଚନ ନେଇ ଆସନ୍ତାକାଲି ଆସିପାରେ ବିଜ୍ଞପ୍ତି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଆଜି ରାଜଭବନରେ ଭେଟିଛନ୍ତି ରାଜ୍ୟ ନିର୍ବାଚନ କମିସନର । ପଞ୍ଚାୟତ ନିର୍ବାଚନ ପରିଚାଳନା ନେଇ ରାଜ୍ୟପାଳଙ୍କ କରିଛନ୍ତି ଆଲୋଚନା । ତେବେ ପଞ୍ଚାୟତ ନିର୍ବାଚନ ନେଇ ଆସନ୍ତାକାଲି ବିଜ୍ଞପ୍ତି
Read More...