Monthly Archives

January 2022

ମାନବିକତା ଦେଖାଇ ଏଟିଏମ୍‌ରୁ ବାହାରିଥିବା ଟଙ୍କା ଫେରାଇଲେ ଯୁବକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସାନ ବଜାରରେ ରହିଥିବା କାନାଡା ବ୍ୟାଙ୍କ ଏଟିଏମ୍ ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମର କୃଷ୍ଣ ଚନ୍ଦ୍ର ସାହୁଙ୍କ ପୁଅ ଭିକାରି ସାହୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ । ଟଙ୍କା ଉଠାଇବାକୁ ଗଲାବେଳେ ପୂର୍ବରୁ ୫୦୦ ଟଙ୍କିଆ ଚାରୋଟି
Read More...

ଜିଲ୍ଲାସ୍ତରୀୟ ସଂସ୍କୃତିକ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମଠାରେ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ନେହୁରୁ ଯୁବକେନ୍ଦ୍ର ପକ୍ଷରୁ ଜିଲ୍ଲାସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅଞ୍ଚଳର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଦିଗଦର୍ଶନ
Read More...

ବ୍ୟାନର ଚିରାକୁ ନେଇ ହୋଇଥିବା ଗୋଷ୍ଠୀ ସଂଘର୍ଷର ଜଣେ ଅଭିଯୁକ୍ତକୁ ନିହଲପ୍ରସାଦ ପୋଲିସ କାବୁ କରି କୋର୍ଟ ଚାଲାଣ କଲା

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ନିହଲ ପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ଗ୍ରାମରେ ବ୍ୟାନର ଚିରାକୁ ନେଇ ହୋଇଥିବା ଗୋଷ୍ଠୀ ସଂଘର୍ଷର ଜଣେ ଅଭିଯୁକ୍ତକୁ ନିହଲପ୍ରସାଦ ପୋଲିସ କାବୁ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା
Read More...

ଚେତିଲା ପ୍ରଶାସନ : ଧାନକିଣା ଦୁର୍ନୀତିର ତଦନ୍ତ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚେତିଛି ପ୍ରଶାସନ । ଧାନକିଣା ଦୁର୍ନୀତି ଆରମ୍ଭ ହୋଇଛି ତଦନ୍ତ । ପେକ୍ସ ସମ୍ପାଦକ ଓ ମିଲର୍ସଙ୍କ କଳା କାରନାମା ଉପରେ ଛାନଭିନ୍‌ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି
Read More...

ମାସକ ପରେ ଦୁର୍ଘଟଣା ଘଟାଇଥିବା ଯୁବକ ଗିରଫ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କଲ୍ୟାଣପୁର ପଞ୍ଚାୟତ ବାଲିହୁଂକା ଗ୍ରାମର ପଶ୍ଚିମ ପାର୍ଶ୍ଵରେ ପ୍ରବାହିତ ଦୟା ନଦୀ ବନ୍ଧରେ ଚାଲି ଯାଉଥିବା ବାଲିହୁଂକା ଗ୍ରାମର ଝିଅ ଓ ବସନ୍ତପୁର ଗ୍ରାମର ବୋହୁ ବିନୋଦିନୀ ରାଉତରାୟ (୪୫)ଙ୍କୁ କଣାସ ପଟୁ ଆସୁଥିବା ଏକ ସ୍କୁଟି ୧୦ ଡିସେମ୍ବର ୨୦୨୧ରେ
Read More...

ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍‌ଯାପିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ଥାନା ପରିସରରେ ଆମ ପୋଲିସ ସମିତି ପକ୍ଷରୁ ଚାଲିଥିବା ବ୍ୟାଡମିଣ୍ଟନ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ୍ ଖରିଆରର ଅନୁଭବ ଏବଂ ଉଦ୍ୟାନବନ୍ଦ୍‌ର ପିଙ୍କୁ ଓ ତାଙ୍କ ସହଯୋଗୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି
Read More...

୩୦ତମ ସର୍ବଭାରତୀୟ ଓ୍ଵାଇଏମ୍‌ସି କ୍ରିକେଟ୍ କପ୍ ଉଦ୍‌ଯାପିତ, ସମ୍ଵଲପୁରକୁ ହରାଇ ବରଗଡ ଚାମ୍ପିଅନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସ୍ଥାନୀୟ ମିନି ଷ୍ଟାଡିୟମଠାରେ ୟୁଥ୍ ମାସ କ୍ଳବ୍ ପକ୍ଷରୁ ଚାଲିଥିବା ୩୦ତମ ସର୍ବ ଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ଖେଳ ବରଗଡ଼ ବ୍ଲୁ ଡାଇମଣ୍ଡ ଏବଂ ସମ୍ଵଲପୁର ଆଭାର ଟାଇଗର ଦଳ ମଧ୍ୟରେ
Read More...

ଆଜି ଉଦ୍‌ଘାଟନ ହେବ ଲଳିତ ନାୟକ ସ୍ମୃତି ସପ୍ତାହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାମ୍ବାଦିକ ଭବନରେ ଆଜି ଉଦ୍‌ଘାଟନ ହେବ ବିଶିଷ୍ଟ ସମାଜସେବୀ ଓ ସଂଗଠକ ସ୍ୱର୍ଗତ ଲଳିତ ନାୟକଙ୍କ ସ୍ମୃତି ସପ୍ତାହ । ଉଦ୍‌ଘାଟନୀ ସମାରୋହରେ ଯୋଗଦାନ କରିବେ ସାଂସଦ ସୁବାସ ସିଂହ । ଆଜିଠାରୁ ୧୮ ଜାନୁୟାରୀ ଯାଏଁ ଏହି ସପ୍ତାହ ପାଳନ ହେବା ନେଇ ଲଳିତ
Read More...

ଜ୍ୟୋତିଷଙ୍କ ବିୟୋଗରେ ଶୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ହୁମର ଗାଁର ବିଶିଷ୍ଟ ଜ୍ୟୋତିର୍ବିଦ ତଥା ନଦିଆ କୀର୍ତ୍ତନ ଗାୟକ ପୂର୍ଣ୍ଣଚନ୍ଦ୍ର ନାୟକ (୬୫)ଙ୍କର ରକ୍ତଚାପ ଓ ହୃଦରୋଗ ଜନିତ ଆକସ୍ମିକ ଅକାଳ ବିୟୋଗରେ ସ୍ଥାନୀୟ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଦୀର୍ଘ ୪୫ବର୍ଷ ଧରି ହୁମର, ପିଢପାଟଣା,
Read More...

ସାମ୍ବାଦିକ ବିଜୟ କୁମାର ସାହୁ ଓୟୁଜେର ରାଜ୍ୟ ସଂଗଠନ ସମ୍ପାଦକ ଓ ଜୟସିଂହ ଭୋଇ କାର୍ଯ୍ୟକାରୀ ସଦସ୍ୟ ଭାବରେ ନିର୍ବାଚିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଓଡ଼ିଶା ସାମ୍ବାଦିକ ୟୁନିୟନ ଓୟୁଜେର ରାଜ୍ୟ ସଗଠନ ସମ୍ପାଦକ ଭାବରେ ବରଗଡ଼ର ସାମ୍ବାଦିକ ବିଜୟ କୁମାର ସାହୁ ଓ କାର୍ଯ୍ୟକାରୀ ସଦସ୍ୟ ଭାବରେ ସାମ୍ବାଦିକ ଜୟସିଂହ ଭୋଇ ନିର୍ବାଚିତ ହୋଇଛନ୍ତି । ୨୦୨୧-୨୩ ବର୍ଷ ପାଇଁ ଭୁବନେଶ୍ୱର ଓୟୁଜେ ଭବନଠାରେ ଅନୁଷ୍ଠିତ
Read More...