Monthly Archives

January 2022

ମାନସିଂହ ସାହିତ୍ୟ ସଂସଦର ତ୍ରୟୋଦଶ ମାସିକ କବିତା ଆସର ଅନୁଷ୍ଠିତ

ପୁରୀ, (କେପିଏନ୍‌ଏସ୍‌) : ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀର ତ୍ରୟୋଦଶ ମାସିକ କବିତା ଆସର ଜାନୁଆରୀ ୧୦ ତାରିଖ ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ଵରର ବରିଷ୍ଠ ସୁସାହିତ୍ୟିକା ଡ଼ଃ. ସୁଷମା ମିଶ୍ର ମୁଖ୍ୟଅତିଥି ରୂପେ ଯୋଗ ଦେଇ ସାହିତ୍ୟ ସହିତ ମଣିଷ ଜୀବନର ଅନୁଭୂତି
Read More...

ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ : ୪ ପ୍ଲାଟୁନ ଫୋର୍ସ ଓ ୧୫ ଜଣ ପୋଲିସ ଅଧିକାରୀଙ୍କୁ ମୁତୟନ, ପରମ୍ପରା ଆଗରେ ହାର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ରକ୍ତ ରଞ୍ଜିତ ହୋଇଛି ବଲାଙ୍ଗିର ଜିଲ୍ଲା ଖଇରଗୁଡାର ଶୁଲିଆ ପୀଠ । ପଡ଼ିଲା ହଜାର ହଜାର ପଶୁ ପକ୍ଷୀଙ୍କ ବଳି । ପରମ୍ପରା ଆଗରେ ହାର ମାନିଲା ଜିଲ୍ଲା ପ୍ରଶାସନ ।ତେବେ ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ୍ ଖଇରଗୁରା ଓ କୁମରିଆ ଗାଁର ସାନଖଳା ଓ ବଡ଼ଖଳା ପୁଣି
Read More...

‘ଭୁଖା’ ଚଳଚ୍ଚିତ୍ରର ଲେଖକ ମଙ୍ଗଳୁ ଚରଣ ବିଶ୍ୱାଳ ଆଉ ନାହାନ୍ତି

ସମ୍ବଲପୁର, (କେପିଏନ୍‌ଏସ୍‌) : ଆନ୍ତର୍ଜାତିୟ ପୁରସ୍କାର ପ୍ରାପ୍ତ ‘ଭୁଖା’ ଚଳଚ୍ଚିତ୍ରର ଲେଖକ ତଥା ପଶ୍ଚିମ ଓଡ଼ିଶାର ଗର୍ବ ଓ ଗୌରବ, ବିଶିଷ୍ଟ ସାହିତ୍ୟିକ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି । ତାଙ୍କ ପରଲୋକରେ ଗୋଟିଏ ଯୁଗର ଅବସାନ
Read More...

ଉଦୟନାଥ ଫର୍ଣ୍ଣିଚର ତରଫରୁ ମାସିକ କିସ୍ତି ଯୋଜନାର ୭ମ ଲକି ଡ୍ର ଉଠାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ୭ମ ଲକି ଡ୍ର ଉଠାଣ ଗତକାଲି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଠାଣର ବିଜେତା ହେଉଛନ୍ତି ବରଗଡ଼ ନିବାସୀ ରାଜେଶ ନାୟକ । ଏହି କାର୍ଯ୍ୟକ୍ରମରେ
Read More...

ଛତ୍ରପୁର ନଗର ବିଜେଡି ଦଳୀୟ କମିଟିର ନୂତନ କର୍ମକର୍ତ୍ତା ମନୋନୀତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ନଗର ବିଜେଡି ଦଳୀୟ କମିଟିର ନୂତନ କର୍ମକର୍ତ୍ତା ମନୋଦୀତ କରାଯାଇଛି । ଛତ୍ରପୁର ନଗର ସଭାପତି ଭାବେ ବି.ରାଜିବାବୁଙ୍କୁ ଦଳର ହାଇକମାଣ୍ଡ ମନୋନୀତ କରିଥିବା ବେଳେ ଯୋଗ୍ୟତା ଭିତ୍ତିରେ ୩୨ଜଣଙ୍କୁ ନେଇ ରାଜିବାବୁ
Read More...

ଗଛରେ ଝୁଲୁଛି ଯୁବତୀଙ୍କ ମୃତ ଶରୀର

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଛତାମଖନା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କନ୍ଧପାଲିରୁ ଚାରବାହାଲି ଯାଇଥିବା ମୁଖ୍ୟ ରାସ୍ତାକଡରେ ଜଣେ ଯୁବତୀଙ୍କ ମୃତ ଶରୀର ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ମୃତ ଯୁବତୀ ଜଣକ ଚାରବାହାଲି ଗ୍ରାମର ବୋଲି
Read More...

ଦୁଇ ସପ୍ତାହ ହେଲା ବୃଦ୍ଧା ନିଖୋଜ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମର ଜୈନେକ ବୃଦ୍ଧା ନିଖୋଜ ହୋଇଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ବୃଦ୍ଧା ଜଣଙ୍କ ହେଲେ ମହାଲକ୍ଷ୍ମୀ ବେହେରା(୭୦) । ସେ ବାର୍ଦ୍ଧକ୍ୟତା ଯୋଗୁଁ ସିଧା ହୋଇ ଛିଡା ହୋଇ ପାରୁନଥିବା ବେଳେ ଚାଲିବା ସମୟରେ
Read More...

ଗଞ୍ଜାମ ସହରରେ ଭେଣ୍ଡିଂଜୋନ ଓ ସେଲ୍ଫି ପଏଣ୍ଟ ପାଇଁ ପ୍ରକ୍ରିୟା ଆରମ୍ଭ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରକୁ ସରସ ସୁନ୍ଦର କରି ଗଢି ତୋଳିବା ନିମନ୍ତେ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ସହରର ପୁରାତନ ୫ ନମ୍ବର ଜାତୀୟ ରାଜପଥରେ ଭେଣ୍ଡିଙ୍ଗ ଜୋନ ପ୍ରକ୍ରିୟା ଆରମ୍ଭ ହୋଇଛି ।ତହସିଲଦାର ଅରୁଣ କୁମାର ନାୟକ ଓ ଗଞ୍ଜାମ ଥାନା ଅଧିକାରୀ ଶୁଭେନ୍ଦୁ କୁମାର
Read More...

ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣ ଲମ୍ବ ଡ଼ିଆଁ ମାରିଛି : ଗତ ୨୪ଘଣ୍ଟାରେ ୧୯୦ ସଂକ୍ରମିତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣ ଲମ୍ବ ଡ଼ିଆଁ ମାରିଥିବା ସରକାରୀ ରିପୋର୍ଟରୁ ଜଣାପଡ଼ିଛି । ଗତ ୨୪ ଘଣ୍ଟାରେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୯୦କୁ ପହଂଚିଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି
Read More...

ଗତ ୨୪ ଘଂଟାରେ ୭୦୭୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୭୦୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୭୦୭ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୭୨୧୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୨୮ ଜଣ
Read More...